Daily Archives

September 18, 2021

ନିର୍ମଳ ଓ ସୁସ୍ଥ ଆଖି ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ

ସ୍ୱାସ୍ଥ୍ୟ ଟିପ୍ସ: ଆଖି ଆମ ଶରୀରର ସବୁଠୁ ଜରୁରୀ ତଥା କୋମଳ ଅଙ୍ଗ। ଆଜିକା ସମୟରେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା, ମୋବାଇଲ୍‌ ଫୋନ୍‌ରେ ଗେମ୍‌ ଖେଳିବା, ଫିଲ୍ମ ଦେଖିବା, ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଖାଦ୍ୟପେୟ ଉପରେ ଧ୍ୟାନ ନ ରଖିବା ଆଦି କିଛି କାରଣ ଯୋଗୁ ଆଖି…

ଆପ ନେତା ରାଘବଙ୍କ ଉପରେ ରାଗିଗଲେ ରାକ୍ଷୀ

ମୁମ୍ବାଇ: ପଞ୍ଜାବ ବିଧାନସଭା ନିର୍ବାଚନ ବେଶ କିଛି ଦିନ ବାକିଥିବା ବେଳେ ଏବେଠାରୁ କିନ୍ତୁ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆମ ଆଦମୀ ପାର୍ଟିର ରାଘବ ଚଢ଼ା କଂଗ୍ରେସର ନବଜୋତ ସିଂ ସିଦ୍ଧୁଙ୍କୁ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରି ଅଡୁଆରେ ପଡିଛନ୍ତି । The…

ଆଜି ଭୁବନେଶ୍ୱରରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୯୮ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୬୭୧ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୫୬ ଜଣ ଚିହ୍ନଟ ହୋଇଥିବା…

ସାହି ଅନାରକଲି ରାଇସ୍

ଆବଶ୍ୟକ ସାମଗ୍ରୀ- ବାସୁମତୀ ଚାଉଳ (ପାଣିରେ ଅଧଘଣ୍ଟା ବଡ଼ୁରାଇ ରଖନ୍ତୁ) - ୧ କପ୍ ପାଣି-୩ କପ୍ ଲୁଣ-୨ ଚାମଚ (ଛୋଟ) ତେଲ-୧ ଚାମଚ (ଛୋଟ) ଲେମ୍ଭରସ-୧ ଚାମଚ (ବଡ଼) ତେଲ (ରିଫାଇନ)-୩ ଚାମଚ (ଛୋଟ) କଟା। ଅଦା-୧ ଚାମଚ (ଛୋଟ) କଟା କଞ୍ଚାଲଙ୍କା-୨ ଟା କଟା…

କାଲି ଠାରୁ ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ରବିବାର ଠାରୁ ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଚଳିତ ବର୍ଷ ଏପ୍ରିଲରେ ଭାରତରେ ଆଇପିଏଲ୍ ୨୦୨୧ ଆରମ୍ଭ ହୋଇଥିଲା, କିନ୍ତୁ କିଛି ଖେଳାଳି ଏବଂ ସହାୟକ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ…

ଆଜି ଓଡିଶାରୁ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର : ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫୬ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୬ ହଜାର ୩୨୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ପାକିସ୍ତାନ ସହିତ ସିଦ୍ଧୁଙ୍କ ସମ୍ପର୍କ ରହିଛି, ମୁଖ୍ୟମନ୍ତ୍ରୀ ହେଲେ ବିରୋଧ କରିବି: ଅମରିନ୍ଦର

ଚଣ୍ଡୀଗଡ: ବହୁ ଦିନର ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ । ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ସିଧାସଳଖ ପ୍ରଦେଶ ନୂଆ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରକୁ ତୀର…

ପୁରୀ ଗଜପତିଙ୍କ ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ

ପୁରୀ: ଆଜି ପବିତ୍ର ସୁନିଆ । ଏହି ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆ ଉତ୍ସବ । ଆଜିଠାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ୬୪ ଅଙ୍କ ଆରମ୍ଭ ହୋଇଛି । ଏହି ଅଙ୍କର ଜାତକ ଓ ପାଞ୍ଜି ଗଣନାରେ ରହିଛି ବିଶେଷ ମହତ୍ତ୍ୱ । ଏହି ଅବସରରେ ଗଜପତିଙ୍କ ଅଭିଷେକ ଉତ୍ସବ ଆୟୋଜନ…

ସୋନିଆ ବାଛିବେ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼ : କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ସନ୍ଧ୍ୟା ହେବାକୁ ଥିବା ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତ୍ତି ହୋଇପାରେ । ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ…

ଅନନ୍ତ ବ୍ରତ ପୂଜା ପାଇଁ ଶ୍ରଦ୍ଧାଳୁଙ୍କୁ ଅନନ୍ତ ବାସୁଦେବ ମନ୍ଦିର ମନା

ଭୁବନେଶ୍ୱର : ରବିବାର ପଡୁଛି ପ୍ରବିତ୍ର ଅନନ୍ତ ଚତୁର୍ଦ୍ଦଶୀ। ଏଥିପାଇଁ ରାଜଧାନୀର ଅନନ୍ତ ବାସୁଦେବ ମନ୍ଦିରରେ ପ୍ରତିବର୍ଷ ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ଶ୍ରଦ୍ଧାଳୁମାନେ ପୂଜା କରିବା ସହ ମନ୍ଦିର ବେଢାରେ ପ୍ରସାଦ ସେବନ କରିଥାନ୍ତି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନନ୍ତ…
ବ୍ରେକିଂ