Daily Archives

September 19, 2021

କେନ୍ଦ୍ରାପଡ଼ା ଚାନ୍ଦୋଳରୁ ୫୦୦ ମିଲିଗ୍ରାମ ବ୍ରାଉନସୁଗର ସହ ୩ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ନିକଟରୁ ୫୦୦ ମିଲିଗ୍ରାମ ବ୍ରାଉନସୁଗର ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି କାରବାରରେ ଜଣେ ଯନ୍ତ୍ରୀଙ୍କ ସଂପୃକ୍ତ ଥିବା ଚାନ୍ଦୋଳ ଫାଣ୍ଡି ପୋଲିସ ଜାଣିବାକୁ ପାଇଛି । ଜବତ ବ୍ରାଉନସୁଗର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି ।…

ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୭ ରନ୍ ର ଟାର୍ଗେଟ୍‌

ଦୁବାଇ : କରୋନା କାରଣରୁ ବାତିଲ ହୋଇଥିବା ଆଇପିଏଲ ରବିବାର ଠାରୁ ଦୁବାଇରେ ପୁଣି ଥରେ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଛି ଚେନ୍ନାଇ ସୁପର କିଙ୍ଗସ୍‌ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୬ ରନ ସଂଗ୍ରହ କରିଛି ଏମ୍‌.ଏସ୍‌…

ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍ ସିଂହ ଭାଟିଆଙ୍କ ଆତ୍ମହତ୍ୟା

ରାଜନନ୍ଦଗାଁ: ବିଜେପିର ବରିଷ୍ଠ ନେତା ଓ ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍ ସିଂହ ଭାଟିଆ ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜିନ୍ଦରପାଲ୍ ସିଂହ ରବିବାର ସନ୍ଧ୍ୟା ୭ଟା ବେଳେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ସେ…

ଆଜି ଭୁବନେଶ୍ୱରରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୭୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି । ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ୨୧୮ ମଧ୍ୟରୁ ସଂଗରୋଧରୁ ୫୭ ଓ ସ୍ଥାନୀୟ ଅଞ୍ଚଳରୁ ୧୬୧…

ହାତରେ ଡୋର ବାନ୍ଧିବା ଦ୍ୱାରା ମିଳିଥାଏ ଏହି ଚମତ୍କାର ଫାଇଦା

ହିନ୍ଦୁ ଧର୍ମରେ ବର୍ଷର ସବୁ ମାସରେ କିଛି ନା କିଛି ପୂଜା ରହିଥାଏ। ଦଶହରା, ଦୀପାବଳି, ଲକ୍ଷ୍ମୀ ପୂଜା, ଗଣେଷ ପୂଜା ହେଉ କିମ୍ୱା ସରସ୍ୱତୀଙ୍କ ପୂଜା। ଏହି ସମସ୍ତ ପୂଜାରେ ଆମେ ଭଗବାନଙ୍କ ପାଖରେ ବ୍ରତ ଅର୍ପଣ କରିଥାଉ। ଏହି ବ୍ରତ ପୂଜା ହେବା ପରେ ଆମେ ହାତରେ ଧାରଣ କରିଥାଉ। ଏହାକୁ ଧାରଣ…

ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ : ଓଡ଼ିଶା ଦ୍ୱିତୀୟ

ନୂଆଦିଲ୍ଲୀ: ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଇ-ଶ୍ରମ ପୋର୍ଟାଲକୁ ଖୁବ କମ୍ ଦିନରେ ଉତ୍ସାହପ୍ରଦ ସମର୍ଥନ ମିଳିଛି। ଅଗଷ୍ଟ ୨୬ ତାରିଖରେ ଏହି ପୋର୍ଟାଲର ଉନ୍ମୋଚନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ…

ରାଜ୍ୟରେ ପୁଣି ବଢ଼ିପାରେ କରୋନା ସଂକ୍ରମଣ

 ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିପାରେ ମହାମାରୀ କରୋନା ସଂକ୍ରମଣ । ଏଭଳି ପୂର୍ବନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିପାରେ ବୋଲି ଆକନ କରିଛି ସ୍ବାସ୍ଥ୍ୟ ବିଭାଗ । ଅକ୍ଟୋବର ଓ ନଭେମ୍ବର ମାସରେ…

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି। ବର୍ଷା ସମ୍ଭାବନା ଥିବାରୁ SRCଙ୍କ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ,…

ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ

ଭୁବନେଶ୍ୱର: ରାଜ୍ୟର ସାମଗ୍ରିକ ବିକାଶର ସଫଳ ରୂପାୟଣ ପାଇଁ ପ୍ରଶାସନର ଲୋକାଭିମୁଖୀ ଆଭିମୁଖ୍ୟକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହିକ୍ରମରେ ଶାସନତନ୍ତ୍ରକୁ ଅଧିକ ଉତ୍ତରଦାୟୀ କରିବା ସହ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ନବୀନ…

ଆଜି ଓଡିଶାରୁ ୭୪୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୭୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୯୬, କଟକରୁ ୧୧୨, ବାଲେଶ୍ଵରରୁ ୪୧, ଯାଜପୁରରୁ ୨୬, କେନ୍ଦ୍ରାପଡାରୁ ୨୪, ସୁନ୍ଦରଗଡରୁ ୨୪,…
ବ୍ରେକିଂ