Daily Archives

September 20, 2021

୯୨ ରନରେ ଅଲଆଉଟ୍ ଆରସିବି

ଆବୁଧାବି : ଆଇପିଏଲ ମ୍ୟାଚରେ ବାଙ୍ଗାଲୋରର ଖରାପ ପ୍ରଦର୍ଶନ । ଆବୁଧାବିର ଶେଖି ଜାୟେଦ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୧ତମ ମ୍ୟାଚରେ ବାଙ୍ଗାଲୋର ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଫଳରେ ଦଳ ୧୯ ତମ ଓଭରରେ ମାତ୍ର ୯୨ ରନରେ ଅଲଆଉଟ୍ ହୋଇଯାଇଛି । କୋଲକାତା ବୋଲରଙ୍କ…

ଯାତ୍ରୀଙ୍କ ପାଇଁ ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ଵର : ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଗୁଣ୍ଟୁର-ଗୁଣ୍ଟକଲ୍ ରେଲୱେ ସେକ୍ସନ୍ ର ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ କୁରିଚେଡୁ ଏବଂ ଡୋନାକୋଣ୍ଡା ଷ୍ଟେସନ୍ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସ ୨୬ ଓ ୨୭ ତାରିଖ ଦିନ…

ଗିରଫ ଭୟରେ ନଦୀକୁ ଡେଇଁଲା ଚୋରା ମଦବେପାରୀ

ବାଲେଶ୍ୱର : ଗିରଫ ଭୟରେ ନଦୀକୁ ଡେଇଁଲା ଚୋରା ମଦବେପାରୀ । ବାଲେଶ୍ୱର ସଲଟରୋଡରେ ଅବକାରୀ ବିଭାଗର ରେଡ୍ ବେଳେ ଏଭିଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁସାରେ, ଚୋରା ମଦ ଚାଲାଣର ସୂଚନା ପାଇ ଅବକାରୀ ଡେପୁଟି କମିଶନର ତଥା ଜିଲ୍ଲା ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର…

ଏଣିକି ଯାତ୍ରୀମାନେ ଅନଲାଇନରେ ଏଟିଭିଏମ ସ୍ମାର୍ଟ କାର୍ଡ ରିଚାର୍ଜ କରିପାରିବେ

ଭୁବନେଶ୍ୱର: ଏଟିଭିଏମ ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର ମିଳିଛି। ଏଣିକି ରିଚାର୍ଜ ପାଇଁ ସେମାନଙ୍କୁ ଷ୍ଟେସନ ବୁକିଂ କାଉଣ୍ଟର ଯିବାକୁ ପଡିବ ନାହିଁ। ସେମାନଙ୍କର ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ୟୁଟିଏସ ଅନ ମୋବାଇଲ ୱେବସାଇଟ/ଆପ ଦ୍ୱାରା ଅନ…

ଆଜି ଓଡିଶାରୁ ୬୦୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର: ଆଜି ରାଜ୍ୟରୁ ଆଉ ୬୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟ୍ଵିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୨, କଟକରୁ ୮୨, ଯାଜପୁରରୁ ୩୩, ମୟୂରଭଞ୍ଜରୁ ୩୨, ବାଲେଶ୍ବରରୁ ୩୧, ସୁନ୍ଦରଗଡରୁ ୨୦,…

ଭୁବନେଶ୍ଵରରୁ ୧୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୨୦୦ସୁସ୍ଥ

ଭୁବନେଶ୍ଵର:  ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ଵରରୁ ୧୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…

OCCL ସିନିଅର ମ୍ୟାନେଜରଙ୍କ ଘରୁ ୨ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଫସିଲେ OCCL ସିନିଅର ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ାଉ କରିଥିଲା ।…

ଶ୍ୱଶୁର ଘରେ ଜ୍ୱାଇଁକୁ ହତ୍ୟା ଅଭିଯୋଗ

 ପାରାଦୀପ : ଶ୍ୱଶୁର ଘରୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର । କୁଜଙ୍ଗ ଥାନା ଅନ୍ତର୍ଗତ ମୂଳକଣି ଗ୍ରାମରୁ ଜ୍ୱାଇଁ ଚିତ୍ତରଞ୍ଜନ ଦାସ ମୃତଦେହ ଉଦ୍ଧାର କରାଯାଇଛି। ଚିତ୍ତରଞ୍ଜନଙ୍କ ଘର ତିର୍ତ୍ତୋଲ ଥାନା ପୋଡାକାନ୍ତି ଗାଁରେ । ତେବେ ଏହି ଘଟଣା ପରେ ମୃତକଙ୍କ ସାନଭାଇ ଥାନାରେ ହତ୍ୟା…

ଏମକେସିଜିରେ ରୋଗୀସେବା ବିପର୍ଯ୍ୟସ୍ତ

ବ୍ରହ୍ମପୁର : ଏମକେସିଜି ମେଡିକାଲରେ ରୋଗୀସେବା ଦିନକୁଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ।  ଏହି ମେଡିକାଲର ଡାଇରିଆ ୱାର୍ଡର ରୋଗୀମାନଙ୍କୁ ଉପଯୁକ୍ତ ତଥା ଆବଶ୍ୟକୀୟ ଚିକିତ୍ସା ସୁବିଧା ମିଳୁନଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଏହି ୱାର୍ଡର ରୋଗୀମାନେ ମେଡିକାଲ ଚଟାଣରେ ଶୋଇ ଛଟପଟ ହେଉଥିବା…

ଆମେରିକାରେ ଡେଲଟା ଭାରିଆଣ୍ଟ ପ୍ରଭାବ ବଢ଼ୁଛି

ୱାଶିଂଟନ : କୋଭିଡ ଟିକାକରଣ ସତ୍ତ୍ବେ ଆମେରିକାରେ କରୋନା ମହାମାରୀ ପ୍ରକୋପ ହ୍ରାସ ପାଉନି। କରୋନା ଭାଇରସର ଡେଲଟା ଭାରିଆଣ୍ଟ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। ତେଣୁ ଦେଶରେ ତୃତୀୟ ଡୋଜ ବା କୋଭିଡ ଟିକାର ବୁଷ୍ଟର ଡୋଜ ଦେବାକୁ ଗୁରୁତ୍ବର ସହ ଚିନ୍ତା କରାଯାଉଛି। ଅନ୍ୟ ପକ୍ଷରେ ଏବେ…
ବ୍ରେକିଂ