Daily Archives

September 21, 2021

ସୁକୁମା ପୋଲିସ ନିକଟରେ ହାଡକୋର ମାଓ ଦମ୍ପତିଙ୍କ ଆତ୍ମ ସମର୍ପଣ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ପୋଲିସ ନିକଟରେ ହାଡକୋର ମାଓ ଦମ୍ପତି ଆଜି ଆତ୍ମ ସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓ ଦମ୍ପତି ହେଲେ ମାଡକମ ଆୟତା ଓ ପଦ୍ମା ପୋଜେ । ମାଡକମ କେରଲାପାଲ ଏରିଆ ଏଲ.ଓ.ଏସର କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ବେଳେ…

ଗୁଣୁପୁରରେ ବନ୍ଧୁକ ତିଆରି କାରାଖାନା ଠାବ, ୩ ଗିରଫ

ଗୁଣପୁର : ଗୁଣୁପୁର ପୋଲିସକୁ ବଡ ସଫଳତା।  ଏକ ବନ୍ଧୁକ ତିଆରି କାରାଖାନା ଉପରେ ଚଢାଉ କରି  ବିପୁଳ ପରିମାଣର ବନ୍ଧୁକ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଦଶପଲା ଅଞ୍ଚଳର ଦେବଦୁର୍ଲଭ ମହାପାତ୍ର  ଓ କନ୍ଧମାଳ ଜିଲ୍ଲା ଚକାପାଦ ଗାଁର ତ୍ରିନାଥ ବିନ୍ଧାଣି ଏବଂ…

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ

ଲାଞ୍ଜିଗଡ଼ : ପୋଖରୀରେ ବୁଡି ଦୁଇ ଶିଶୁଙ୍କ ସଲୀଳ ସମାଧି।  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କୁଟ୍ରୁଗୁଡା ଗାଁରେ ଏଭଳି ଅଘଟଣ ଘଟିଛି। ସୂଚନାନୁସାରେ, ଗାଁର ଗୋଦନ ମାଝୀ ଓ ଗୈାର ମାଝୀ ନିଜ ପରିବାର ସହିତ ମାଣ୍ଡିଆ କ୍ଷେତକୁ କାମ କରିବାକୁ ଯାଇଥିଲେ । କ୍ଷେତ କାମରେ ବ୍ୟସ୍ତ ଥିବା ସମୟରେ…

ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ସପୁରୀ

ସ୍ୱାସ୍ଥଟିପ୍ସ: ଫଳ ମଧ୍ୟରେ ସପୁରୀ ଏମିତି ଏକ ଫଳ , ଯାହା ପାଟିକୁ ସୁଆଦିଆ ଲାଗିବା ସହିତ, ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଦୈନଦିନ ଜୀବନରେ ସପୁରୀ ସାମିଲ କରିବା ଦ୍ୱାରା , କେଉଁ ସବୁ ଲାଭ ମିଳିଥାଏ । ସପୁରୀରେ ଭିଟାମିନ୍ ସି  ପ୍ରଚୁର ପରିମାଣରେ ଭରପୁର…

ଏୟାର ମାର୍ଶଲ ଭି.ଆର୍. ଚୌଧୁରୀ ପରବର୍ତ୍ତୀ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ ସରକାର ଏୟାର ମାର୍ଶଲ ଭି.ଆର୍‌. ଚୌଧୁରୀଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା ଏୟାର ଚିଫ୍‌ ମାର୍ଶଲ ଆର୍‌.କେ. ଏସ୍‌. ଭଦୌରିଆ ଆସନ୍ତା ସେପ୍ଟେମ୍ବର ୩୦ରେ ଅବସର ନେଉଛନ୍ତି। ଏଣୁ ତାଙ୍କ…

ଭୁଲ୍ ରେ ବି ତକିଆ ତଳେ ରଖନ୍ତୁ ନାହିଁ ଚାବି

ବାସ୍ତୁଟିପ୍ସ:  ପ୍ରତ୍ୟେକ ଘରେ ପୁରୁଷମାନେ ରୋଜଗାର କରନ୍ତି, ହେଲେ ଘରର ଚାବିକାଠି ମହିଳାଙ୍କ ହାତରେ ରହିଥାଏ। ଘରର ସମସ୍ତ ଦାୟିତ୍ୱ ମହିଳାମାନେ ହିଁ ନେଇଥାନ୍ତି। ଘରର ଧନ ସମୃଦ୍ଧି ରକ୍ଷା କରିବା କାର୍ଯ୍ୟ ମହିଳାମାନଙ୍କ ହାତରେ ହିଁ ରହିଥାଏ। ଘରର ସବୁ ଚାବିକୁ ସେମାନେ ଏକାଠି କରି ସମ୍ଭାଳି…

ଗୁପ୍ତତଥ୍ୟ ଲିକ୍ ଘଟଣାର ଦୁବାଇ ଲିଙ୍କ୍

କଟକ : ଚାନ୍ଦିପୁର ଆଇଟିଆରରୁ ଡିଆର୍‌ଡିଏର ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ବଡ ଖୁଲାସା । ଗିରଫ ୫ ଅଭିଯୁକ୍ତଙ୍କ ଜେରା ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଗୁପ୍ତ ତଥ୍ୟ ଲିକ ଘଟଣାରେ ରହିଛି ଦୁବାଇ ଲିଙ୍କ୍ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା ।…

ଆଇପିଏଲ : ଟସ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ-୨୦୨୧ର ୩୨ତମ ମ୍ୟାଚ କିଙ୍ଗସ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚରେ ପଞ୍ଜାବର ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆଇପିଏଲରେ ଉଭୟ ଦଳର ପ୍ରଦର୍ଶନ…

ଟ୍ୱିନସିଟିର ମୁକୁଳା ଡ୍ରେନ ବନ୍ଦ ପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ସମେତ ରାଜ୍ୟର ସବୁ ଜିଲ୍ଲାରେ ମୁକୁଳା ପଡ଼ିଥିବା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍ । ଏହାସହ ଡ୍ରେନଗୁଡ଼ିକର ଡିଜାଇନ ମଧ୍ୟ ବଦଳାଯିବ । ଆଜି ବିଧାନସଭାରେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ୩ଶହ କୋଟି ଟଙ୍କା…

ଆଜି ଓଡିଶାରୁ ୫୬୦ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୫୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୬, କଟକରୁ ୭୭, ଯାଜପୁରରୁ ୩୦, ସୁନ୍ଦରଗଡରୁ ୨୫, ଜଗତସିଂହପୁରରୁ ୨୩, ବାଲେଶ୍ୱରରୁ ୨୨, ମୟୂରଭଞ୍ଜରୁ ୨୨,…
ବ୍ରେକିଂ