Daily Archives

September 22, 2021

ବାପା ଗୁଳି ମାଡ଼ରେ ପୁଅ ମୃତ ଘଟଣା, ୧୨ ଦିନ ପରେ ଅଭିଯୁକ୍ତ ବାପା ଗିରଫ

ବାରଙ୍ଗ:  ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବେଣ୍ଟୁଆ ମୁଣ୍ଡା ସାହିରେ ବାପା ଗୁଳି ମାଡ଼ରେ ପୁଅ ମୃତ ଘଟଣା  । ଧରାପଡ଼ିଲା ହତ୍ୟାକାରୀ ଯଦୁମଣି ମୁଣ୍ଡା । ୧୨ ଦିନ କାଳ ଚନ୍ଦକା ଅଭୟାରଣ୍ୟରେ ପୋଲିସ ସହ ଲୁଚକାଳି ଖେଳିବା ପରେ ରବିବାର ଯଦୁମଣି ପୋଲିସ୍ ହାତରେ ଧରା ପଡିଥିବା ସୂଚନା…

ପ୍ରଥମ ଇଂନିସରେ ୧୩୪ ରନ୍ କଲା ହାଇଦ୍ରାବାଦ; ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ୧୩୫

ଦୁବାଇ: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବୋଲିଂ । ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୩୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ ଆଗରେ ବିରାଟ ସ୍କୋର କରିପାରିନଥିଲା । ଫଳରେ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୪…

ଦମ୍ପତିଙ୍କଠାରୁ ସାଢେ ୩ ଲକ୍ଷ ଟଙ୍କା ଦୁବୃର୍ତ୍ତ ଲୁଟି ନେଲେ

ଉଦଳା:  ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଆସୁଥିଲା ବେଳେ ଦମ୍ପତିଙ୍କ ଠାରୁ ଲୁଟି ନେଲେ ୪ଲକ୍ଷ ଟଙ୍କା । ବାଇକରେ ୩ ଦୁବୃର୍ତ୍ତ ଆସି ଖୁଣ୍ଟା ଥାନା ବିସିପୁର ଛକ ନିକଟରେ ତାଙ୍କୁ ଅଟକାଇ  ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିବା ପରେ ଖୁଣ୍ଟା ଏବଂ ଉଦଳା ପୋଲିସ…

କଟକରୁ ୪୯ କରୋନା ପଜିଟିଭ ଚିହ୍ନଟ, ୫୩ ସୁସ୍ଥ

କଟକ: କଟକରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ।  ଗତକାଲି ୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି କଟକର ବିଭିନ୍ନ ଅଞ୍ଚଳରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୩ ଜଣ କ୍ବାରେଣ୍ଟାଇନରୁ ଓ ୧୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ନୂଆ…

ଋଷିକୁଲ୍ୟା ନଦୀରେ ଭାସିଗଲେ ବୃଦ୍ଧ; ଉଦ୍ଧାର କାର୍ଯ୍ୟ ଜାରି

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ଗୋବା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଋଷିକୁଲ୍ୟା ନଦୀ ସ୍ରୋତରେ  ଜଣେ ବୃଦ୍ଧ  ଭାସି ଯାଇଥିବା ସୂଚନା ମିଳିଛି ।  ବୃଦ୍ଧ ଜଣକ ହେଲେ ଗୋବା ଗ୍ରାମର ଗୋବିନ୍ଦ ଦାସ । ବହୁ ସମୟ ହେଲା ଦମକଳ ବାହିନୀ  ଖୋଜୁଥିଲେ ମଧ୍ୟ ବୃଦ୍ଧଙ୍କ ପତ୍ତା…

ଆଜି ଭୁବନେଶ୍ଵରରୁ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୫୨ ସୁସ୍ଥ

ଭୁବନେଶ୍ଵର:  ରାଜଧାନୀ ଭୁବନେଶ୍ୱରରେ ତଳ ଉପର ହେଉଛି ମହାମାରୀ କରୋନା ସଂକ୍ରମଣ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରୁ ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି…

କୋରାପୁଟରେ ଓଲଟିଲା ପିକଅପ ଭ୍ୟାନ୍ ,୩ ଗୁରୁତର ୧୫ ଆହତ

କୋରାପୁଟ : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ନିକଟ ନୁଆ କଲୋନି ଠାରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଦଶମନ୍ତପୁର ଗୋଷ୍ଠୀ…

ରାଜ୍ୟରୁ ଆଜି ୪୪୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୪୪୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଆଜିର ସୁସ୍ଥକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮ ହଜାର ୬୭୧ରେ ପହଞ୍ଚିଛି । ଏନେଇ…

ଭିଜିଲାନ୍ସ ଜାଲରେ ମୋଟୁ ଥାନା ଆଇଆଇସି

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରିର ମୋଟୁ ଥାନା ଆଇଆଇସି । ଆଇଆଇସି ସୁଶାନ୍ତ ସାହୁ ମୋଟୁରୁ ଏକ କାର୍‌ ଯୋଗେ ଫୁଲନଖରା ସ୍ଥିତ ଘରକୁ ଆସୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା । ଫୁଲନଖାରା ଛକ ନିକଟସ୍ଥ ଘର ଆଗରେ ଗାଡ଼ି ତଲାସି କରାଯିବାରୁ ସେଥିରୁ ପାଖାପାଖି ୨ ଲକ୍ଷ ୮୦ ହଜାର…

ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଚଳିତ ଆଇପିଏଲର ୩୩ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଉକ୍ତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ । ସେପଟେ ଏହି ଆଇପିଏଲରେ…
ବ୍ରେକିଂ