Daily Archives

September 23, 2021

ଆଇପିଏଲ: କୋଲକାତା ଆଗରେ ମୁମ୍ବାଇ ୧୫୬ ରନର ବିଜୟ ଲକ୍ଷ୍ୟ ରଖିଲା

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ଆଇପିଏଲରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ତେବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ…

ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଭାଙ୍ଗଡା ନାଚ ଭାଇରାଲ୍

ଚଣ୍ଡିଗଡ: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନିଙ୍କୁ ଗୁରୁବାର କପୁରଥାଲାର ଇନ୍ଦ୍ର କୁମାର ଗୁଜରାଲ ପଞ୍ଜାବ ବୈଷୟିକ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଥିଲା। ସେ ଏକ କାର୍ଯ୍ୟକ୍ରମ ପାଇଁ ସେଠାରେ ପହଞ୍ଚିଥିଲେ। ଏଠାରେ ସେ ଜବରଦସ୍ତ ଭାଙ୍ଗଡା ନୃତ୍ୟ କରିଥିଲେ। ସୁରକ୍ଷାକୁ ଭାଙ୍ଗି…

ରାସ୍ତାରେ ବନ୍ଧୁକ ହେଲମେଟ ଛାଡି ୨ ଯୁବକ ଫେରାର

ଭଦ୍ରକ: ରାସ୍ତାରେ ପଡିଛି ହେଲମେଟ ସହ ବନ୍ଧୁକ । ଏହାକୁ ଦେଖି ଲୋକେ ଛାନିଆ । ତେଣୁ ବିଳମ୍ବ ନକରି ଏବିଷୟରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ହେଲମେଟ ସହିତ ଏକ ବନ୍ଧୁକ ଜବତ କରିଛି । ଏଥିସହ ଅଧିକ ତଦନ୍ତ ଚଳାଇଛି ପୋଲିସ । ସୂଚନା ମୁତାବକ ଦୁଇଜଣ…

ଆମେରିକାର ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ସିଇଓଙ୍କ ସହ ମୋଦିଙ୍କ ବୈଠକ

ୱାସିଂଟନ: ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିପାକ୍ଷିକ ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆଜି କ୍ବାଲକମ, ଆଡୋବ, ବ୍ଲାକଷ୍ଟୋନ, ଜେନରାଲ ଆଟୋମିକ୍ସ, ଫାଷ୍ଟ ସୋଲାରର ସିଇଓଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ…

ସେନା ଗୁଳିରେ ୩ ଆତଙ୍କବାଦୀ ସଫା

ଉରି: ଭାରତୀୟ ସେନାକୁ ମିଳିଲା ବଡ଼ ସଫଳତା । ଉରି ନିକଟସ୍ଥ ରାମପୁର ଅଞ୍ଚଳରେ ଭାରତୀୟ ସେନା ଦ୍ୱାରା ୩ଜଣ ପାକିସ୍ତାନ ଆତଙ୍କବାଦୀ ସଫା ହୋଇଛନ୍ତି । ୩ଜଣ ଆତଙ୍କବାଦୀ ପାକ୍ ଅଧିକୃତ କାଶ୍ମୀର ଦେଇ ଭାରତକୁ ଆସିଥିଲେ ବୋଲି ଜଣାପଡ଼ିଛି । ୩ଜଣଙ୍କ ମୃତ୍ୟୁ ପରେ ସେମାନଙ୍କଠାରୁ ୫ଟି ଏକେ-୪୭…

ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାର ଶୁଣାଣି

କଟକ : ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ହୋଇଛି ଶୁଣାଣି । ଅମୃତ ମଣୋହି ଜମିର ବିକ୍ରି ଓ ନିର୍ମାଣ କାର୍ଯ୍ୟ ଅଦାଲତଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାର…

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି

ଭୁବନେଶ୍ୱର : ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା। ଆସନ୍ତାକାଲି ଅପରାହ୍ନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା ଦିଲ୍ଲୀରୁ ବାହାରି ସନ୍ଧ୍ୟା ୫.୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ…

ଆଜି ଭୁବନେଶ୍ୱରରୁ ୨୧୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର:  ରାଜଧାନୀ ଭୁବନେଶ୍ୱରରେ ପୁଣି ଉପର ମୁହାଁ ମହାମାରୀ କରୋନା ସଂକ୍ରମଣ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରୁ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ…

ଶାରଦୀୟ ଦୁର୍ଗାପୂଜା ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ଗାଇଡ ଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । କଟକଣା ଭିତରେ ଦଶହରା ପାଳନ କରିବାକୁ ବିଏମସି ଗାଇଡଲାଇନରେ କହିଛି । ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ମୃଣ୍ମୟୀ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪…

ଡାକ୍ତର ନଥିଲେ ଫାର୍ମାସିଷ୍ଟ ଔଷଧ ଦେବେ

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ଡାକ୍ତରକାନାରେ ନିଯୁକ୍ତ ଫାର୍ମାସିଷ୍ଟମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀଙ୍କୁ ଔଷଧ ଦେଇପାରିବେ ବୋଲି ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାବ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଗୁରୁତର ରୋଗୀ…
ବ୍ରେକିଂ