Daily Archives

September 24, 2021

ଭୁବନେଶ୍ୱରରୁ ୨୦୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୮୪ ସୁସ୍ଥ

ଭୁବନେଶ୍ଵର:  ରାଜଧାନୀ ଭୁବନେଶ୍ୱରରେ ତଳ ଉପର ହେଉଛି ମହାମାରୀ କରୋନା ସଂକ୍ରମଣ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରୁ ୨୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି…

ମାଲକାନଗିରିରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ବଡ ସଫଳତା। କୋଟିଏ ଟଙ୍କାର ଗଞ୍ଜେଇ ସହ ୨ ଜଣକୁ ଗିରଫସ କରିଛି ପୋଲିସ। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ୱିବେଦୀ ଏହି ସୂଚନା ଦେଇଛନ୍ତି। ବାଲିମେଳା ନିକଟରୁ ୧୦୦୦ କିଲୋ ଗଂଜେଇ ସହ ୨…

ବାସ୍ତୁ ଶାସ୍ତ୍ରନୁସାରେ ଘରେ ଏଭଳି ସ୍ଥାପନ କରନ୍ତୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି

ବାସ୍ତୁ ଟିପ୍ସ: ହିନ୍ଦୁ ଶାସ୍ତ୍ର ଅନୁସାରେ, ମହାପ୍ରଭୁ ଶ୍ରୀଗଣେଶ ହେଉଛି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି କିମ୍ୱା ଫଟୋ ରହିଲେ, ଶୁଭ ଫଳ ମିଳିଥାଏ। ତେବେ ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖିବାବେଳେ ଆମେ କିଛିଟା ଭୁଲ୍ କରିଥାଉ, ଯାହାଦ୍ୱାରା ନକାରାତ୍ମକ ଫଳ…

ଟିକ୍ରାପଡା ପିଇଓଙ୍କୁ ମାଡ ମାରି ୩ ଲକ୍ଷ ଟଙ୍କା ଲୁଟ୍

ସଇଁତଲା :  ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ପିଇଓଙ୍କୁ ମାଡ ମାରି ୩ ଲକ୍ଷ ଟଙ୍କା ଲୁଟ୍  ।  ଦେଓଗାଁ-ଫଟାମୁଣ୍ଡା ରାସ୍ତା ମନ୍ତ୍ରୀବାହାଲ ପାଖରେ କିଛି ଦୁର୍ବୁତ୍ତ ପିଇଓଙ୍କୁ ମାଡ ମାରି ଲହୁଲୁହାଣ କରିବା ସହ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ ,ଆଜି ଟିକ୍ରାପଡା…

ରାଷ୍ଟ୍ରପତିଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ଆଜି ସକାଳେ ଦିଲ୍ଲୀର ସେନା ହସ୍ପିଟାଲରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି।  କୋବିନ୍ଦଙ୍କର ଦ୍ୱିତୀୟ ଆଖିରେ ଏହି ଅସ୍ତ୍ରୋପଚାର କରାଯାଇଛି। ରାଷ୍ଟ୍ରପତି ଭବନରୁ ଜାରି ସୂଚନା ଅନୁଯାୟୀ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ତାଙ୍କୁ…

ପ୍ରଥମ ଥର ୬୦ ହଜାର ପାର୍ କଲା ସେନସେକ୍ସ, ୧୭୯୪୭ ଉପରେ ନିଫ୍ଟି

ନୂଆଦିଲ୍ଲୀ: ଆଜି ସପ୍ତାହର ଶେଷ ବ୍ୟବସାୟ ଦିନ ଅର୍ଥାତ୍ ଶୁକ୍ରବାର ଦିନ ସେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚି ବନ୍ଦ ହୋଇଛି । ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସେନସେକ୍ସ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୧୬୩.୧୧ ଅଙ୍କ (୦.୨୭%) କୁ ବୃଦ୍ଧି ହୋଇ ୬୦,୦୪୮.୪୭…

ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ଓଟିଭି ପକ୍ଷରୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଏହାସହିତ ଅରିନ୍ଦମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି । କେବଳ ମୋ ପାଇଁ ନୁହେଁ ସାରା ଅନୁଷ୍ଠାନ ପାଇଁ…

ଭେଜ୍ କବାବ୍

ଆବଶ୍ୟକ ସାମଗ୍ରୀ- ବ୍ରେଡ, ଚିଜ୍ , ଲୁଣ, ସେଜଓ୍ବାନ୍ ସସ, ଟମାଟୋ ସସ, ସିଝା ସୁଇଟ କର୍ଣ୍ଣ, କ୍ୟାପସିକମ, ପିଆଜ, ଚିଲ୍ଲୀ ଫ୍ଲେକ୍ସ, ଗରମ ମସଲା, ଧନିଆ ପତ୍ର, ଜିରା ପାଉଡର, ରସୁଣ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ ଚିଜକୁ ଗ୍ରେଡ କରିବେ । ତାପରେ…

ପୋଲିସ ବିଭାଗରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପୋଲିସ ବିଭାଗରେ ଏକ ଛୋଟ ଧରଣର ବଦଳି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଇୟୁସିଏଡବ୍ଲୁ, ଖୋର୍ଦ୍ଧା ଅତିରିକ୍ତ ଏସପି ଶ୍ରୀ ମାୟାଧର ସେଠିଙ୍କୁ ବଦଳି କରାଯାଇ ଭୁବନେଶ୍ୱର-କଟକର ଟ୍ରାଫିକ କମିଶନରେଟ ପୋଲିସ ଭାବରେ ନିଯୁକ୍ତ ହୋଇଛନ୍ତି…

ସିଭିଲ ସର୍ଭିସ-୨୦୨୦ ରେଜଲ୍ଟ ପ୍ରକାଶ ପାଇଲା

ଭୁବନେଶ୍ୱର: ପ୍ରକାଶ ପାଇଲା ସିଭିଲ ସର୍ଭିସ ୨୦୨୦ ରେଜଲ୍ଟ । ଏଥିରେ ଶୁଭମ କୁମାର ଟପ୍ପର ହୋଇଥିବା ବେଳେ ଜାଗ୍ରତି ଅୱସ୍ତି ୨ୟ ଓ ଅଙ୍କିତା ଜୈନ ୩ୟ ସ୍ଥାନରେ ରହିଛନ୍ତି । ୪୬ତମ ରାଙ୍କରେ ଓଡିଶାର ଜୁବିନ ମହାପାତ୍ର ରହିଛନ୍ତି । ଆଶିଷ କୁମାର ମିଶ୍ର ୫୨, ଶୁଭଙ୍କର ବଳ ୭୯, ରୀନା ପ୍ରଧାନ…
ବ୍ରେକିଂ