Daily Archives

September 24, 2021

ଜାପାନ ଓ ଦକ୍ଷିଣ କୋରିଆ ଭଳି ଓଡିଶା ଉନ୍ନତ ଷ୍ଟିଲ ଉତ୍ପାଦନକାରୀଙ୍କ ସମକକ୍ଷ ହେବ: ହେମନ୍ତ ଶର୍ମା

ଭୁବନେଶ୍ୱର: ବିଶେଷ ଷ୍ଟିଲରେ ବିନିଯୋଗ କରି ଜାପାନ ଓ ଦକ୍ଷିଣ କୋରିଆ ଭଳି ଉନ୍ନତ ଷ୍ଟିଲ ଉତ୍ପାଦନକାରୀଙ୍କ ସହ ସମକକ୍ଷ ହେବାକୁ ଯାଉଛି ଓଡିଶା । ଏହା ନୂତନ ଭାବେ ଆରମ୍ଭ କରାଯାଇଥିବା ପ୍ରଡକ୍ଟ ଲିଙ୍କ ଇନ୍ସେଟିଭ (PLI) ପରିକଳ୍ପନା ବିଶେଷ ଷ୍ଟିଲ୍ ଉତ୍ପାଦନ କ୍ଷମତାକୁ ବାର୍ଷିକ ୧୮…

ପୁଣି ଅଡ଼ୁଆରେ କପିଲ ଶର୍ମାଙ୍କ ଶୋ

 ମୁମ୍ବାଇ: ପୁଣି ଅଡ଼ୁଆରେ କମେଡିଆନ୍‌ କପିଲ ଶର୍ମାଙ୍କ 'ଦ କପିଲ ଶର୍ମାଙ୍କ ଶୋ'। ମଧ୍ୟପ୍ରଦେଶର ଶିବପୁରୀର ଜିଲା କୋର୍ଟରେ ଶୋ' ବିରୋଧରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି। କୋର୍ଟ ରୁମ୍‌ର ଦୃଶ୍ୟ ଦେଖାଯାଉଥିବା ବେଳେ କଳାକାରମାନେ ମଦ୍ୟପାନ କରୁଥିବା ଶୋ'ରେ ଦେଖାଯାଇଥିଲା। ଏହା କୋର୍ଟର…

ଆଜି ଓଡିଶାରୁ ୪୯୪ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ଓଡିଶାରୁ ୪୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୫୮୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଭଦ୍ରକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଭଦ୍ରକ: ଭଦ୍ରକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ । ଭଦ୍ରକ-ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରେ ଏମଭି ଚେକିଙ୍ଗ ଚାଲିଥିବା ବେଳେ ପୋଲିସ ହାତରେ ଧରାପଡିଛି ୧୨୨ ଗ୍ରାମ ଓଜନର ବ୍ରାଉନସୁଗାର । ଯାହାର ଆନୁମାନିକ ବଜାର ଦର ୧୨ ଲକ୍ଷ ଟଙ୍କାରୁଅଧିକ ହେବ ବୋଲି କୁହାଯାଇଛି ।…

କାଳବୈଶାଖୀ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା‌ ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି,…

କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରକୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରକୁ ହତ୍ୟା। ରାଜଧାନୀ ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଏକ ବଡ ଧରଣର ଅଘଟଣ ଘଟିଛି । କେତେଜଣ ଦୁର୍ବୁତ୍ତ କୋର୍ଟ ଭିତରେ ପଶି ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସୂଚନାନୁସାରେ, କୋର୍ଟ ରୁମ୍ ନମ୍ବର ୨୦୭ରେ ଶୁଣାଣି ଚାଲୁଥିବା…

ଅରିନ୍ଦମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

 ଭୁବନେଶ୍ୱର:  ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗରେ ମର୍ମାହତ ସାରା ଗଣମାଧ୍ୟମ ଜଗତ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ…

ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ:  ଗଜରାଜ ଉଦ୍ଧାରକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍ ଓଲଟି ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଏସ୍‌ସିବି ଜରୁରୀକାଳୀନ ଅଧିକାରୀଙ୍କ ଡାକ୍ତର ଭୁବନା ନନ୍ଦ ମହାରଣା ସୂଚନା ଦେଇଛନ୍ତି। କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଡାକ୍ତର ଘୋଷଣା କରିଛନ୍ତି।…

ଖୋର୍ଦ୍ଧାରୁ ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଟାଙ୍ଗି : ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏଥିସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମର ଅରୁଣ ବେହେରା ବୋଲି ଜଣାପଡିଛି । ଟାଙ୍ଗି ଅବକାରୀ ବିଭାଗର ଅଧିକାରୀ ଆଲୋକ ପ୍ରଧାନଙ୍କ କହିବା…

ସମ୍ବଲପୁରରୁ ୨ ରକ୍ତ ଦଲାଲ ଗିରଫ

ସମ୍ବଲପୁର: ସମ୍ବଲପୁରରୁ ଦୁଇ ରକ୍ତ ଦଲାଲ ଗିରଫ । ରକ୍ତ ଯୋଗାଇଦେବା ନାଁରେ ବୁର୍ଲା ଭିମସାରରେ ରୋଗୀଙ୍କୁ ଟଙ୍କା ଲୁଟୁଥିବା ୨ ଦଲାଲଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଯଦି କୌଣସି ଦଲାଲ ରକ୍ତ ଯୋଗାଇଦେବା ନାଁରେ ଟଙ୍କା ମାଗୁଥାଏ ତାହେଲେ ତୁରନ୍ତ ସୂଚନା ଦେବାକୁ କହିଛି ପୋଲିସ ।…
ବ୍ରେକିଂ