Daily Archives

September 27, 2021

ଭୁବନେଶ୍ୱର କ୍ଲବକୁ ବହୁମୁଖୀ କ୍ଲବରେ ପରିଣତ କରିବା ଲକ୍ଷ୍ୟ : ଅସିତ ତ୍ରିପାଠୀ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ତ୍ରିପାଠୀ ତାଙ୍କର ପ୍ରତିଦ୍ବନ୍ଦୀ  ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇଛନ୍ତି । ଏହି ନିର୍ବାଚନରେ ମୋଟ ୧୨୭୪ ଖଣ୍ଡ ଭୋଟ ପଡିଥିବା…

ଭବାନୀପୁର ନିର୍ବାଚନୀ ପ୍ରଚାରର ଶେଷ ଦିନରେ ବିଜେପି-ଟିଏମସି ହାତାହାତି

କୋଲକାତା:  ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗ ଭବାନିପୁର ଉପ-ନିର୍ବାଚନ ହେବ ।  ଏଥିପାଇଁ ଆଜି ଶେଷ ହୋଇଛି ନିର୍ବାଚନୀ ପ୍ରଚାର । ତେବେ ପ୍ରଚାରର ଶେଷ ଦିନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ…

କଟକରୁ ୪୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ସ୍ଥିର ରହିଛି ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ଅଞ୍ଚଳରୁ ୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୯ ଜଣ କ୍ବାରେଣ୍ଟାଇନରୁ ଓ ୨୧ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଅନୁଷ୍ଠାନରୁ ୪ ଜଣ…

ଆଇପିଏଲ: ସନରାଇଜର୍ସ ହାଇଦ୍ରାବାଦକୁ ୧୬୫ ରନ ବିଜୟ ଲକ୍ଷ୍ୟ

ଦୁବାଇ  : ଆଇପିଏଲର ଆଜିର ମ୍ୟାଚରେ  ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଚାଲିଛି କଡା ଟକ୍କର । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର​‌ରେ ୫ ଓ୍ବିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ…

ବାସ୍ତୁ ଶାସ୍ତ୍ରନୁସାରେ ଘରର ଏହି ଦିଗରେ କରନ୍ତୁ ଶିଡି

ବାସ୍ତୁ ଟିପ୍ସ: ଘର ତିଆରି କଲା ବେଳେ ସାଧାରଣତଃ ଲୋକେ ବାସ୍ତୁ ବିଶାରଦ ମାନଙ୍କ ପରାମର୍ଶ ନେଇଥା’ନ୍ତି। ଘରର ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିଲେ ଭଲ ହେବ, କେଉଁ ରୁମ୍ କେଉଁ ଦିଗରେ ରହିବା ଉଚିତ୍, ଏପରିକି ଘରର କାନ୍ଥରେ କେଉଁ ରଙ୍ଗ ମରାଯିବ- ଏସବୁ ସଂପର୍କରେ ଲୋକେ ବାସ୍ତୁ ବିଶାରଦଙ୍କ…

ବାବା ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା, ୩ ଅଭିଯୁକ୍ତଙ୍କୁ ସିବିଆଇ ୭ ଦିନିଆ ରିମାଣ୍ଡରେ ନେବ

ନୂଆଦିଲ୍ଲୀ: ବାବା ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣା ।  ୩ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ମଞ୍ଜୁରି ମିଳିଛି । ନରେନ୍ଦ୍ର  ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି, ଆଧ୍ୟା ଓ ସନ୍ଦୀପ ତିଓ୍ବାରିଙ୍କୁ ସିବିଆଇ ୭ ଦିନିଆ ରିମାଣ୍ଡରେ ନେବ ।  ଏନେଇ ପ୍ରୟାଗରାଜ ସିଜେଏମ୍ କୋର୍ଟ ଅନୁମତି…

ଆୟୁଷ୍ମାନ ଭାରତ ଡ଼ିଜିଟାଲ ମିଶନ ପାଇଁ ଦେଶର ସ୍ୱାସ୍ଥ୍ୟ ସେବା ଅଧିକ ସଶକ୍ତ ଏବଂ ସୁଗମ ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ସାମଗ୍ରିକ ଏବଂ ସମାବେଶୀ ସ୍ୱାସ୍ଥ୍ୟ ମଡ଼େଲ ତଥା ଗରିବ ଏବଂ ମଧ୍ୟବିତ ବର୍ଗର ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟାକୁ ଦୂର କରିବା ଦିଗରେ ଆଜି ଆୟୁଷ୍ମାନ ଭାରତ ଡ଼ିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର…

ପିପିଲି ନିର୍ବାଚନ ପାଇଁ ଏକ୍‌ଜିଟ୍‌ ପୋଲ୍‌ ଉପରେ ନିଷେଧାଦେଶ

ଭୁବନେଶ୍ୱର: ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍‌ ପୋଲ୍‌କୁ ନିଷିଦ୍ଧ କରାଯାଇଛି । କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନୁ୍ୟଜ୍‌ ବୁ୍ୟରୋ, ରେଡିଓ ଓ ଟିଭି ଚ୍ୟାନେଲ୍‌ ଭୋଟ ଫଳାଫଳର ପୂର୍ବାନୁମାନ (ଏକ୍‌ଜିଟ୍‌ ପୋଲ୍‌) ପ୍ରକାଶ ଓ…

ଡ୍ୟାନ୍ସରେ ବି ମାହିର ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଜିକାଲି ଖୁବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବିଜ୍ଞାପନ, ମ୍ୟାଗେଜିନ୍, ଟିଭି ଶୋ ଭଳି ସବୁ ଜାଗାରେ ନୀରଜଙ୍କ ଚର୍ଚ୍ଚା ହେଉଛି । ନିକଟରେ ନୀରଜ ଇଣ୍ଡିଆ ଟୁଡେ…

ଗୋଆରେ କଂଗ୍ରେସକୁ ଝଟକା: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାୟକ ପଦ ଛାଡିଲେ

ଗୋଆ: ଗୋଆରେ ରାଜନୀତିରେ ବଡ ଭୂମିକମ୍ପ । କଂଗ୍ରେସର ପାଦତଳୁ ଖସିଛି ମାଟି । ପଞ୍ଜାବ ପରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ଏବେ ଗୋଆରେ ହାତକୁ ଲାଗିଛି ଝଟକା । ନିର୍ବାଚନ କିଛି ମାସ ପୂର୍ବରୁ ଦଳ ଦୋହଲୁଥିବା ଦେଖିବାକୁ ମିଳିଛି । ଗୋଆ କଂଗ୍ରେସର ସବୁଠୁ ବଡ ଚେହେରା ବିଧାୟକ ପଦରୁ…
ବ୍ରେକିଂ