Daily Archives

October 1, 2021

କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ବିଭିନ୍ନ ଅଞ୍ଚଳରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୩ ଜଣ କ୍ବାରେଣ୍ଟାଇନରୁ ଓ ୧୨ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଅନୁଷ୍ଠାନରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ…

ଓଡ଼ିଶା କୃଷି କନକ୍ଲେଭରେ ଦେଶର ୬୯ଟି ସଂସ୍ଥା ଯୋଗଦେବେ

ଭୁବନେଶ୍ୱର: କୃଷି ସଂପର୍କିତ ବିଭିନ୍ନ ବିଷୟରେ ଜାଣିବା ପାଇଁ ଅକ୍ଟୋବର ୮ ରେ ଲୋକସେବାର ନୂତନ କନଭେନସନ ହଲରେ ଆୟୋଜିତ ହେବ ଏକ ଦିବସୀୟ ଓଡ଼ିଶା କୃଷି କନକ୍ଲେଭ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଯୋଗଦେବେ ଦେଶର ୬୯ ନାମୀଦାମୀ ସଂସ୍ଥା । ତେଣୁ ଆଜି…

ଆଇପିଏଲ: ପଞ୍ଜାବ ଆଗରେ ୧୬୬ ବିଜୟ ଲକ୍ଷ୍ୟ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ଆଇପିଏଲର ୪୫ ତମ ମ୍ୟାଚ୍‌ରେ ଆଜି ସାମ୍ନାସାମ୍ନୀ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ…

ଭୁବନେଶ୍ୱରରୁ ୧୮୦ ପଜିଟିଭ ଚିହ୍ନଟ, ୨୧୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ତଳ ଉପର ହେଉଛି ମହାମାରୀ କରୋନା । ଗତକାଲି ରାଜଧାନୀ ଭୁବନେଶ୍ୱରରୁ ୨୪୦ ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ଆଜି ୧୮୦ କୁ ଖସିଛି କରୋନା ଆକ୍ରାନ୍ତ ସଂଖ୍ୟା । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସେହିପରି କରୋନାରୁ ଆଜି ୨୧୨…

ଆଜି ରାଜ୍ୟରୁ ୬୯୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୬୯୧ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୧୩ ହଜାର ୮୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ କଫି କାଫେର ଶୁଭାରମ୍ଭ କଲେ

ଭୁବନେଶ୍ୱର: ପାହାଡ ପାଦଦେଶରେ ପ୍ରକୃତିର ବରଦାନ କୋରାପୁଟ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବାବେଳେ ଏବେ କୋରାପୁଟର ଅନନ୍ୟ ଦର୍ଶନୀୟ ସ୍ଥାନ ପାଲଟିଛି କଫି ବଗିଚା । ତେଣୁ ଆନ୍ତର୍ଜାତୀୟ କଫି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ…

ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୧୪୧୧ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୧୪୧୧ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯାହାଫଳରେ ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଚି ହେବ । ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ସାର, ଇସ୍ପାତ ଡାଉନ…

ଢେଙ୍କାନାଳରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ୫୫ ନଂ ଜାତୀୟ ରାଜପଥ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଫଳରେ ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ । ଅନୁଗୋଳରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ପଞ୍ଚଜନ୍ୟ ନାମକ ଏକ ଯାତ୍ରୀବାହୀ ବସ ସିମିନଇ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ…

ରାୟଗଡାରେ ଜୁଆ ଆଡ୍ଡା ଠାବ, ୧୫ ଗିରଫ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଥାନା ରେଗେଡା ଗାଁ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁଣପୁର ପୋଲିସର ଚଢାଉ । ଫଳରେ ୧୫ ଜୁଆଡିକୁ ଗିରଫ କରିବା ସହ ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କ ,୧୯ ଟି ମୋବାଇଲ,୧୨ ଟି ଦାମୀ କାର ଗୋଟିଏ ଅଟୋ ଜବତ କରାଯାଇଥିବା ଗୁଣପୁର ଥାନା ଅଧିକାରୀ ଯଶବନ୍ତ ହିଆଲ…

ଭାରତ ଆସୁଥିବା ୟୁକେ ନାଗରକଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି ଭାରତ ଆସୁଥିବା ୟୁକେ ନାଗରକଙ୍କ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଯାହାଫଳରେ ୧୦ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରି ୟୁକେକୁ ପାଲଟା ଜବାବ ଦେଇଛି ଭାରତ । ଭାରତ ସାର୍ଟିଫିକେଟକୁ ୟୁକେ ମାନୁନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।…
ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ