Daily Archives

October 2, 2021

ମାଲକାନଗିରିରୁ ଶାଗୁଆନ କାଠ ଗଣ୍ଡି ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରିରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଗଣ୍ଡି ଜବତ । ଘଟଣାରେ ସଂପୃକ୍ତ ଥିବା ୨ ଜଣକୁ ଗିରଫ କରିଛି ବନବିଭାଗ । ଏଥିସହ ୧୦ଟି ଶାଗୁଆନ କାଠ ଗଣ୍ଡି ଓ ଟ୍ରାକ୍ଟରକୁ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ । ଗିରଫ ଦ୍ୱୟ ହେଲେ…

ଆଇପିଏଲ: ଋତୁରାଜ ଗାୟକ୍ବାଡଙ୍କ ବିସ୍ଫୋରକ ଶତକ, ରାଜସ୍ଥାନକୁ ୧୯୦ ରନର ଟାର୍ଗେଟ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ର ୧୪ତମ ସଂସ୍କରଣର ୪୭ ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ୍‌ ରୟାଲ୍‌ସ ମଧ୍ୟରେ ଆବୁଧାବିସ୍ଥିତ ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ରାଜସ୍ଥାନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ…

ଯୋଦ୍ଧା ଆକବରର ଅଭିନେତ୍ରୀ ମନୀଷା ଯାଦବଙ୍କ ଦେହାନ୍ତ

ମୁମ୍ବାଇ: ଲୋକପ୍ରିୟ ଟିଭି ସୋ 'ଯୋଦ୍ଧା ଆକବର'ର ଅଭିନେତ୍ରୀ ମନୀଷା ଯାଦବଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ସେ ଏହି ଶୋ'ରେ ସେ ସଲିମା ବେଗମ୍ ଭୂମିକାରେ ଅଭିନୟ କରିଥିଲେ। ମନୀଷା ଯାଦବ ମୃତ୍ୟୁ କିପରି ହୋଇଛି ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ବ୍ରେନ ହ୍ୟାମ୍ରେଜ ଯୋଗୁ ମନୀଷା…

ବାସ୍ତୁନୁସାରେ ଘରେ ଲଗାନ୍ତୁ ଦର୍ପଣ

 ବାସ୍ତୁ ଟିପ୍ସ: ଅଫିସ ହେଉ କିମ୍ୱା ଘର, ସବୁ ସ୍ଥାନରେ ଆମେ ଦର୍ପଣ ଖୋଜିଥାଉ। ଦର୍ପଣ ବିନା ଗୃହସ୍ଥ ଜୀବନ ଅଧୁରା ବୋଲି କହିଲେ ଚଳେ। ସାଧାରଣ ଜୀବନଚର୍ଯାରେ ଦର୍ପଣ ଆମ ପାଇଁ ଯେମିତି ଜରୁରୀ ଠିକ୍‌ ସେହିପରି ବାସ୍ତୁ ଶାସ୍ତ୍ରରେ ଏହାର ଏକ ବିଶେଷ ମହତ୍ତ୍ୱ ରହିଛି। ବାସ୍ତୁ ଶାସ୍ତ୍ର…

ବ୍ରହ୍ମପୁରରୁ ୬ ଡକାୟତ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଡକାୟତ ଗ୍ୟାଙ୍ଗ ଠାବ । ଡକାୟତି ଯୋଜନା ଚାଲିଥିବା ମାଡି ବସିଲା ପୋଲିସ । ଫଳରେ ଘଟଣାରେ  ୬ଜଣଙ୍କ ଗିରଫ କରିଛି ।  ଏଥିସହ ତିନୋଟି ଖଣ୍ଡା, ଦୁଇଟି ଅଫୁଟା ବୋମା, ଦୁଇଟି ମୋଟରସାଇକେଲ୍, ଦୁଇଟି ଲୁହା ରୋଡ୍ ଜବତ କରିଛି । ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ…

ଭୁବନେଶ୍ୱରରୁ ୧୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟଆ।  ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବିଏମସି ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ…

ଦେଶରେ ୯୦ କୋଟିରୁ ଅଧିକ ଟିକାକରଣ ଦିଆଗଲା

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧ ଲଢେଇରେ ଭାରତର ସଫଳତା । ଟିକାକରଣ ପ୍ରକ୍ରିୟା ଜାରି ରଖି ଶନିବାର ସାରା ଦେଶରେ ୯୦ କୋଟି ଟିକାକରଣ ପାର ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ବିଟ କରି ସୂଚନା ଏହି ଦେଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୬୯ ଲକ୍ଷ ୩୩ ହଜାର…

ନୂଆ ରୂପରେ ଏକାମ୍ର ହାଟ

ଭୁବନେଶ୍ୱର: ନୂଆ ରୂପରେ ଖୋଲିଲା ଏକାମ୍ର ହାଟ। ଗତ ଅକ୍ଟୋବର ୨୦୨୦ରେ ଓଡ଼ିଶାରେ ଥିବା ଅର୍ବାନ୍‌ ହାଟଗୁଡ଼ିକର ପରିଚାଳନା ଦାୟିତ୍ୱ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଜ ହାତକୁ ନେବା ପରେ, ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ଏକାମ୍ର ହାଟକୁ କାରିଗର ଓ ବୁଣାକାରମାନଙ୍କର ବ୍ୟବସାୟ ଉଦ୍ଦେଶ୍ୟରେ…

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଅତ୍ୟାଧୂନିକ ବିଦ୍ୟୁତ ଗ୍ରାହକ ସେବା ବ୍ୟବସ୍ଥାର ଶୁଭାରମ୍ଭ

 ଭୁବନେଶ୍ୱର: ଅତ୍ୟାଧୂନିକ ବିଦ୍ୟୁତ ଗ୍ରାହକ ସେବା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବିଦ୍ୟୁତ ଗ୍ରାହକ ମାନଙ୍କୁ ଗୁଣାତ୍ମକ ସେବା ଯୋଗାଣ ଦିଗରେ ଅନ୍ୟଏକ ପଦକ୍ଷେପ ସ୍ୱରୂପ ଅତ୍ୟାଧୂନିକ ଗ୍ରାହକ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।…

ଡିଏନଏ ପରୀକ୍ଷା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଡିଏନଏ ପରୀକ୍ଷା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ । ଜଣେ ବ୍ୟକ୍ତିଙ୍କୁ ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଇବା ଅର୍ଥ ହେଉଛି ଯେ ଆମେ ତାଙ୍କର ବ୍ୟକ୍ତିଗତ ଅଧିକାର ଉପରେ ହସ୍ତକ୍ଷେପ କରିବା । ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କାହାକୁ ଡିଏନ୍‌ଏ ପରୀକ୍ଷା ପାଇଁ…
ବ୍ରେକିଂ