Daily Archives

October 3, 2021

କାଲି ଯାଏଁ ଏନସିବି ରିମାଣ୍ଡରେ ଆର୍ୟନ ଖାନ

ମୁମ୍ବାଇ: ମୁମ୍ବାଇର ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ କେସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନକୁ ହେପାଜତରେ ନେଇଛି ଏନସିବି । ପଚରାଉଚୁରା ପରେ ଆର୍ୟନକୁ ଗିରଫ କରାଯାଇଥିଲା । ମୁମ୍ବାଇର ସ୍ୱତନ୍ତ୍ର ଏନସିବି କୋର୍ଟରେ ହାଜର କରାଯିବା ପରେ କୋର୍ଟ ଆର୍ୟନଙ୍କ ଦିିନିକିଆ ରିମାଣ୍ଡ ପ୍ରଦାନ…

କାଲି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ

ଭୁବନେଶ୍ୱର : କାଲି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଗଜପତି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବିକାଶ ପାଇଁ ୪୯୦ କୋଟି ଟଙ୍କାର ପ୍ରକଳ୍ପ…

ଭୁବନେଶ୍ୱରରୁ ୧୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଖସୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ୧୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ…

ଖାଲି ପେଟରେ ରସୁଣ ଖାଇଲେ ମିଳିବ ଏହି ଚମତ୍କାରୀ ଫାଇଦା

ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ସକାଳେ ପାନୀୟ ଜଳର ଉପକାରିତା ବିଷୟରେ ଜାଣିଛେ। ସଠିକ୍ ଖାଦ୍ୟ ଏବଂ ପାନୀୟ ସହିତ ଦିନ ଆରମ୍ଭ କରିବା ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣିପାରେ। ସର୍ବପ୍ରଥମେ, ସକାଳେ ପାଣି ସହିତ ରସୁଣ ବହୁତ ଲାଭ ଦେଇପାରେ। ପ୍ରତିଦିନ କଞ୍ଚା ରସୁଣ ସହିତ ଏକ…

ଆଜି ଓଡିଶାରୁ ୬୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୬୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୪୯, କଟକରୁ ୮୫, ବାଲେଶ୍ବରରୁ ୩୪, ଜଗତସିଂହପୁରରୁ ୨୮, ମୟୂରଭଞ୍ଜରୁ ୧୯, ସମ୍ବଲପୁରରୁ ୧୯, ଯାଜପୁରରୁ ୧୬,…

ପିପିଲି ଉପନିର୍ବାଚନ: ବିଜେଡିକୁ ନବେ ହଜାର, ନୋଟୋ ଖାତାରେ ୮୩୧ ଭୋଟ

ଭୁବନେଶ୍ୱର: ଶେଷ ହୋଇଛି ପିପିଲି ଉପନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା। ବହୁ ପ୍ରତିକ୍ଷିତ ପିପିଲି ଉପନିର୍ବାଚନରେ ବାଜି ମାରିଛି ବିଜେଡି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଏନେଇ ସାମ୍ବାଦିକ…

ଏ ବିଜୟ ମୋ ବାପା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କର: ରୁଦ୍ର ମହାରଥୀ

ପିପିଲି : ପିପିଲିରେ ବିଜେଡିର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରାର୍ଥୀ ରୁଦ୍ର ମହାରଥୀ । ଭରସାର ଭୋଟ ଦେଇ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିବାରୁ ଡେଲାଙ୍ଗ-ପିପିଲିର ସମସ୍ତ ଜନସାଧାରଣଙ୍କୁ ସେଧନ୍ୟବାଦ ଦେଇଛନ୍ତି ।   ଏ ନିର୍ବାଚନ ଆପଣଙ୍କର । ଆପଣଙ୍କ ଏ ସ୍ନେହ, ଶ୍ରଦ୍ଧା,…

ପଞ୍ଜାବକୁ ମାତ୍ ଦେଇ ୬ ରନରେ ବାଙ୍ଗାଲୋର ବିଜୟୀ

ଦୁବାଇ : ଆଜିର ଆଇପିଏଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ବାଙ୍ଗାଲୋର ଦଳ । ଚହଲଙ୍କ ଚମତ୍କାର ବୋଲିଂ ଯୋଗୁଁ ବିଜୟ ହାସଲ କରିଛି ବାଙ୍ଗାଲୋର ଟିମ । ଏହି ମ୍ୟାଚରେ ପଞ୍ଜାବକୁ ୬ ରନରେ ପରାସ୍ତ କରିଛି ବାଙ୍ଗାଲୋର ଟିମ । ଏହି ବିଜୟ ସହ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି ବାଙ୍ଗାଲୋର ଦଳ ।…

କାବୁଲରେ ବଡ଼ ଧରଣର ବିସ୍ଫୋରଣ

କାବୁଲ : ଆଫଗାନିସ୍ତାନର କାବୁଲର ଇଦଗାହ ମସଜିଦ ନିକଟରେ ରବିବାର ଅପରାହ୍ନରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଘଟିଥିବା ମସଜିଦରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ମୁଜାହିଦଙ୍କ ମା'ଙ୍କ ସ୍ମୃତିରେ ଏକ…

ବିଜେଡିର ବିଜୟ ପରେ ପିପିଲି ବାସୀଙ୍କୁ ଟ୍ୱିଟ କରି ନବୀନ ଧନ୍ୟବାଦ ଜଣାଇଲେ

ପିପିଲି : ପିପିଲିରେ ବିଜେଡିର ବିପୁଳ ବିଜୟ ପରେ ଟ୍ୱିଟ କରି ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ବିଧାନସଭା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ଜନସମର୍ଥନ ମିଳିଥିବାରୁ…
ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ