Daily Archives

October 5, 2021

ରାଜସ୍ଥାନକୁ ୮ ୱିକେଟରେ ହରାଇ ମୁମ୍ବାଇର ଦମଦାର ବିଜୟ

ସାରଜା : ରାଜସ୍ଥାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୮ ୱିକେଟରେ ରାଜସ୍ଥାନକୁ ହରାଇ ପ୍ଲେ-ଅଫ୍  ଆଶା ବଳବତ୍ତର ରଖିଛି ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ । ଅନ୍ୟପଟେ ରାଜସ୍ଥାନ ରୟାଲ୍ସକୁ ଜୋରଦାର ଝଟକା ଲାଗିଛି । ଦଳ ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି । ପ୍ରଥମେ…

ମୋ ସରକାର’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପରବର୍ତ୍ତୀ ସ୍ତରକୁ ନେବାପାଇଁ ଦେଲେ ଆହ୍ୱାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଡାଇନାମିକ୍ସ ଅଫ ଇଣ୍ଡୋ ସାଉଥ୍ ଆଫ୍ରିକାନ୍ କୋ-ଅପରେଶନ ଇନ୍ ଦ ଚେଞ୍ଜିଂ ଓ୍ବାଲ୍ଡ’…

ଭୁବନେଶ୍ୱର: ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଡାଇନାମିକ୍ସ ଅଫ ଇଣ୍ଡୋ ସାଉଥ ଆଫ୍ରିକାନ କୋ-ଅପରେଶନ ଇନ ଦ ଚେଞ୍ଜିଂ ଓ୍ବାଲ୍ଡ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ପୁସ୍ତରକରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଓ ସଂପର୍କ ଉଲ୍ଲେଖ…

୧୧ ଗଞ୍ଜେଇ ବେପାରୀଙ୍କ ସମ୍ପତ୍ତି ବ୍ୟାଜାପ୍ତି

ମାଲକାନଗିରି :  ନିଶା ବିରୋଧୀ ଅଭିଯାନ ଚଳାଇଛି ଓଡ଼ିଶା ପୋଲିସ । ଦିନକୁ ଦିନ ଗଞ୍ଜେଇ ଓ ଡ୍ରଗ୍ସ ଜବତ ମାତ୍ରା ବଢ଼ି ବଢ଼ି ଚାଲିଥିଲା ବେଳେ ଓଡ଼ିଶା ପୋଲିସ ମଧ୍ୟ ତତ୍ପରତା ଦେଖାଇ  ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ମଧ୍ୟ ହେଉଛି । ତେବେ ପ୍ରଥମ ଥର କରି ଗଞ୍ଜେଇ ବେପାରୀଙ୍କ ପ୍ରତି କଠୋର…

ଭୁବନେଶ୍ୱରରୁ ୧୫୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୫୫ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ତଳ ଉପର ହେଉଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତକାଲି ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ…

ମୁମ୍ୱାଇ କ୍ରୁଜ୍ ଡ୍ରଗ୍ସ ଲିଙ୍କ୍ ମାମଲା ;ଓଡିଶାରୁ ୨ ଗିରଫ

ଭୁବନେଶ୍ୱର : ମୁମ୍ୱାଇ କ୍ରୁଜ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲା । ଧିରେଧିରେ ଖୋଲୁଛି ମୁମ୍ବାଇ ଡ୍ରଗ୍ସ ପାର୍ଟିର ପେଡି । ତେବେ ଏଥିରେ ସଂପୃକ୍ତ ଥିବା ୨ ଓଡ଼ିଆଙ୍କୁ ଗିରଫ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ  । ସେମାନେ ହେଲେ ମନୀଷ ଉଦୟରାଜ ଓ ଅଭିନ ସାହୁ । ଗିରଫ ଅଭିଯୁକ୍ତ ମାନେ ରାଉରକେଲା…

ରାଜ୍ୟରେ ଆଜି କରୋନାରୁ ୫୫୭ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୫୫୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୩ ଜଣ ଅଛନ୍ତି ।  ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୧୬୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଇଂଲଣ୍ଡ ଦଳକୁ ଝଟକା: ଆହତ କାରଣରୁ ଟି-୨୦ ବିଶ୍ଵ କପରୁ ସାମ କରନ ବାଦ୍

ନୂଆଦିଲ୍ଲୀ: ଇଂଲଣ୍ଡ ଦଳକୁ ଜୋରଦାର ଝଟକା । ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବା ପୂର୍ବରୁ ତାରକା ଅଲରାଉଣ୍ଡର ସାମ କରନ ଆହତ  ହୋଇଛନ୍ତି । ଯାହାଫଳରେ ସେ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି । ଏନେଇ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଙ୍ଗଳବାର ସାମ୍ କରନଙ୍କ ଆହତ ନେଇ ପ୍ରେସ ବିବୃତି ଜାରି କରିଛି ।…

ଖଜୁରୀପଡ଼ା ଥାନା ଆଇଆଇସି ସସପେଣ୍ଡ

ଫୁଲବାଣୀ : ସସ୍‌ପେଣ୍ଡ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଆଇଆଇସି  । କ୍ଷମତାର ଦୁରୂପଯୋଗ ନେଇ ଆଇଆଇସି ରମାକାନ୍ତ ପାତ୍ରଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ଅଭୟ । ସୂଚନୀଯୋଗ୍ୟ ଗତ ରବିବାର ରାତିରେ ଆଇଆଇସି ପାତ୍ର ମଦ ପିଇ ବଜାରରେ ପାଟି ତୁଣ୍ଡ କରିବା ସହ  ଲୋକଙ୍କୁ ମାଡ ମାରିଥିଲେ…

ଓଡ଼ିଶା ବଜାରରେ ଜେଏସଡବ୍ଲୁ ପେଂଟ୍ ପ୍ରବେଶ

ଭୁବନେଶ୍ୱର : ଓଡ଼ିଶା ବଜାରରେ ଜେଏସଡବ୍ଲୁ ପେଂଟ୍ ପ୍ରବେଶ । ଯାହାକି ଜେଏସଡବ୍ଲୁ ପେଂଟସ ଭାରତର ପରିବେଶ ଉପଯୋଗୀ ପେଂଟ କମ୍ପାନୀ ଓ ୟୁଏସ୍ ୧୩ ବିଲିୟନ ଡଲାରର ଜେଏସଡବ୍ଲୁ ଗ୍ରୁପର ଏକ ଅଂଶ ଅଟେ । ତେବେ ୨୦୧୯ ରେ ଶୁଭାରମ୍ଭ କରା ଯାଇଥିବା ଜେଏସଡବ୍ଲୁ ପେଂଟସ ଏପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ…
ବ୍ରେକିଂ