Daily Archives

October 6, 2021

ଅକ୍ଟୋବର ୧୦ ରେ ୫ମ ଭୁବନେଶ୍ୱର ରନୱେ ସପ୍ତାହ

ଭୁବନେଶ୍ୱର: ଭୁବନେଶ୍ବର ହେବ ଦେଶର ଲୋକପ୍ରିୟ ଫ୍ୟାଶନ ହବ । ଏଥିପାଇଁ ଫ୍ୟାଶନ ମ୍ୟାନେଜମେଣ୍ଟ ଓ ୯୩.୫ ରେଡ ପକ୍ଷରୁ ୫ମ ରନୱେ ସପ୍ତାହ ଅନୁଷ୍ଠିତ ହେବ । ଏହା  ଚଳିତ ମାସ ୧୦ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ବିଏମସି ଗାଇଡ ଲାଇନ ଅନୁଯାୟୀ ପ୍ରତ୍ୟେକ ଶୋରେ ୫୦ ଜଣଙ୍କୁ ସାମିଲ କରାଯିବ…

ବାଙ୍ଗାଲୋରକୁ ୧୪୨ ରନ ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ

ୟୁଏଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘାତକ ବୋଲିଂ ଆଗରେ ସନ୍‌ରାଇଜର୍ସ ହାଇଦ୍ରାବାଦ ମାତ୍ର ୧୪୧ ରନ୍‌ କରିବାକୁ ହିଁ ସକ୍ଷମ ହୋଇଛି । ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲର ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋହଲିଙ୍କ ଆର୍‌ସିବି । ପ୍ରଥମେ ବ୍ୟାଟିଂକରି…

ଓଡିଶାର ୨୪ ଟି ବ୍ରିଜ ପ୍ରକଳ୍ପ ନିର୍ମାଣ ପାଇଁ ନାବାର୍ଡ ଦେବ ୩୦୩ କୋଟି ସହାୟତା

ଭୁବନେଶ୍ବର: ରାଜ୍ୟର ବିକାଶ ଦିଗରେ ପୁଣି ସହାୟତର ହାତ ବଢାଇଲା ନାବାର୍ଡ ।  ସଡ଼କ ଓ ପାନୀୟ ଜଳ ପରେ ଏବେ ବ୍ରିଜ୍‌ ପ୍ରକଳ୍ପ ପାଇଁ ଅନୁଦାନ ରାଶି ଅନୁମୋଦନ କରିଛି ନାବାର୍ଡ । ରାଜ୍ୟର ୨୪ ଟି ବ୍ରିଜ ପ୍ରକଳ୍ପ ନିର୍ମାଣ ପାଇଁ ୩୦୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି ନାବାର୍ଡ କର୍ତ୍ତୃପକ୍ଷ ।…

ଭୁବନେଶ୍ୱରରୁ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୬ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ଧିରେ ଖସୁଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତକାଲି ୧୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ…

ପାର୍ବଣରେ ରେଳ କର୍ମଚାରୀଙ୍କୁ ବୋନସ୍, ଏନେଇ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ ଖୁସିଖବର । ରେଳକର୍ମଚାରୀଙ୍କୁ ମିଳିବ ବୋନସ୍‌  । ରେଳ କର୍ମଚାରୀଙ୍କୁ ପାର୍ବଣ ଭେଟି ଦେଇଛନ୍ତି ମୋଦି ସରକାର ।  ଏନେଇ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏଥିପାଇଁ ରେଳକର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ ।  ଏଥିଲାଗି ଖର୍ଚ୍ଚ ହେବ ୧,୯୮୫…

ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା

ଝାରସୁଗୁଡା : ଝାରସୁଗୁଡାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଝାରସୁଗୁଡ଼ାରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । ଝାରସୁଗୁଡ଼ାରେ ବଡ଼ ବଡ଼…

ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାର ୩ ମୃତ

ଜଗତସିଂହପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ବାପା,ମା ଓ ଝିଅର ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ବଣିତୋ ପଞ୍ଚାୟତରେ  ଏହି ହୃଦୟ ବିଦାରକ ଘଟଣା ଘଟିଛି । ମୃତକମାନେ ହେଲେ ପିଣ୍ଟୁ ସ୍ବାଇଁ, ତାଙ୍କ ପତ୍ନୀ କାମିନୀ ସ୍ବାଇଁ  ଓ ଝିଅ ପାପାଲି ସ୍ବାଇଁ । ସେମାନଙ୍କୁ…

ଦେବଗଡ଼ରେ ଆଇପିଏଲ ବେଟିଂ ରାକେଟ ଠାବ, ୨ ଗିରଫ

ଦେବଗଡ଼ : ଅନଲାଇନରେ ଆଇପିଏଲ ବେଟିଂ କରିବା ପଡିଲା ମହଙ୍ଗା । ଶେଷରେ ଧରି ପକାଇଲା ପୋଲିସ । ଦେବଗଡ଼ ଥାନା ଅନ୍ତର୍ଗତ ପ୍ରଭାସୁଣି ଗ୍ରାମ (ଜାଡାଗୋଳା )ରେ ଆଇପିଏଲ ବେଟିଂ ଚାଲିଥିବା ବେଳେ  ପୋଲିସ  ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ସେମାନଙ୍କଠାରୁ  ନଗଦ ୯ଲକ୍ଷ…

ରାଜ୍ୟରେ କରୋନାରୁ ୪୨୯ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୨ ଜଣ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୫୯୪ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ରାସ୍ତାରେ ଫାଟିଲା ପାଣି ପାଇପ, ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ବନ୍ୟା

କଟକ: ରାସ୍ତାରେ ଫାଟିଲା ପାଣି ପାଇପ । ପାଇପ୍ ଫାଟିବାରୁ ୩୦ ଫୁଟରୁ ଅଧିକ ଉଚ୍ଚକୁ ପାଣି ଉଠିବା ସହ ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଟକ ରାଜାବଗିଚା ଅଞ୍ଚଳର ସିଟି କଲେଜ ନିକଟ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପାଣି ପାଇପ ଫାଟିବାରୁ…
ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ