Daily Archives

October 7, 2021

କଟକରୁ ୩୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨ ଜଣ କ୍ବାରେଣ୍ଟାଇନରୁ ଓ ୧୧ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଅନୁଷ୍ଠାନରୁ ୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ…

ଆଇପିଏଲ: ଗିଲଙ୍କ ଅର୍ଦ୍ଧଶତକ, କୋଲକାତା ୧୭୧ ରନ୍ ସଂଗ୍ରହ

ଶାରଜାହ: ଆଇପିଏଲର ୫୪ତମ ମ୍ୟାଚ୍‌ ଶାରଜାହ କ୍ରିକେଟ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍‌ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ ୧୭୨ ରନ୍‌ର ବିଜୟ…

କାଲି ଏଗ୍ରି-କନକ୍ଲେଭ୍ ୨୦୨୧: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷି ଜ୍ଞାନ ପତ୍ରିକା ଉନ୍ମୋଚିତ ହେବ

ଭୁବନେଶ୍ୱର: ଆସନ୍ତାକାଲି ଏଗ୍ରି-କନକ୍ଲେଭ୍‌ ୨୦୨୧ ଆୟୋଜିତ ହେବ । ଲୋକସେବା ଭବନସ୍ଥିତ ନୂତନ କନଭେନସନ୍ ହଲଠାରେ ଏହା ଆୟୋଜିତ ହେବା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗ ଦେବାକୁ ଥିବାବେଳେ  ଦେଶର ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ଯୋଗଦେବେ…

ଲଳିତ କଳା ଏକାଡେମୀ ତରଫରୁ କୋରାପୁଟରେ ଝୋଟି ପ୍ରତିଯୋଗିତା

ଭୁବନେଶ୍ୱର: ଏକଦା ଓଡ଼ିଆ ଘରେ ଝୋଟିର ପ୍ରଚଳନ ଅଧିକ ଲୋକପ୍ରିୟ ଥିଲା । ପର୍ବପର୍ବାଣିରେ ଝୋଟି ଆଙ୍କିବା ପବିତ୍ର ବୋଲି ମନେ କରାଯାଉଥିଲା । କ୍ରମେ ଆଧୁନିକତାର ଦୌଡ଼ରେ ଏହି ଅନନ୍ୟ ପରମ୍ପରା ତା’ର ସତ୍ତା ହରାଇ ବସିଥିବାବେଳେ ପୁଣିଥରେ ଏହି କଳାକୁ ଉଜ୍ଜୀବିତ କରିବା ପାଇଁ ଓଡ଼ିଶା ଲଳିତ କଳା…

ଧନୀ ତାଲିକାରେ ୬ ମହିଳା

ନୂଆଦିଲ୍ଲୀ : ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା। ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ ସମ୍ପତ୍ତି ସର୍ବାଧିକ ଥିବାବେଳେ ତାଲିକାର ୭ ନମ୍ବରରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୩.୪୬ ଲକ୍ଷ କୋଟି…

ଟ୍ୟୁସନ ଯାଉଥିବା ଛାତ୍ରଙ୍କୁ ଧକ୍କା ଦେଲା କାର୍, ୨ ଗୁରୁତର

ଭୁବନେଶ୍ୱର: ଟ୍ୟୁସନ ଯାଉଥିବା ୪ ପିଲାଙ୍କୁ ଧକ୍କା ଦେଲା କାର୍ । ୨ ଗୁରୁତର ।  ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଉତ୍ତେଜିତ ଲୋକେ…

ମାଓ ନେତା ସବ୍ୟସାଚୀ ୨ଟି ମାମଲାରେ ଦୋଷମୁକ୍ତ

ଭୁବନେଶ୍ୱର: ୨ଟି ମାମଲାରେ ଦୋଷମୁକ୍ତ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ୨୦୧୮ରେ ନୟାଗଡ଼ ଦଶପଲ୍ଲା ଥାନା ପୋଡ଼ି ଏବଂ ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ମାମଲାର ଦୋଷମୁକ୍ତ ହୋଇଛନ୍ତି । ଅନ୍ୟତମ ଅଭିଯୁକ୍ତ ଆଜାଦଙ୍କୁ ମଧ୍ୟ ଦୋଷମୁକ୍ତ କରିଛନ୍ତି ଜିଲ୍ଲା ଜଜ୍ କୋର୍ଟ ।

ଆର୍ୟନଙ୍କୁ ସାନ୍ତ୍ୱନା ଦେଇ ଚିଠି ପୋଷ୍ଟ କଲେ ହ୍ରିତିକ୍‌

ମୁମ୍ବାଇ: ଆର୍ୟନଙ୍କ ଉଦ୍ଦେଶ୍ୟରେ ଇନଷ୍ଟାଗ୍ରାମରେ ଚିଠି ପୋଷ୍ଟ କଲେ ହ୍ରିତିକ୍‌ ରୋଶନ । ଆର୍ୟନଙ୍କ ଏକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିଯେ, ମୋ ପ୍ରିୟ ଆର୍ୟନ, ଜୀବନ ଏକ ଅଜବ ଯାତ୍ରା । ଏହା ଖୁବ ଭଲ, କାହିଁକି ନା ଏହା ଅନିଶ୍ଚିତ, କ୍ଷଣ ସ୍ଥାୟୀ । ଜୀବନରେ ଆମକୁ ଅନେକ ଉଚ୍ଚ ନୀଚା,…

ଖଲ୍ଲିକୋଟରେ ଭୟଙ୍କର ବିସ୍ଫୋରଣ, ୮ ବର୍ଷର ପିଲା ଗୁରୁତର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମେଦିନୀପୁରୁ ଗ୍ରାମରେ ଅଘଟଣ । ଅଚାନକ ଘର ଭିତରେ ଭୟଙ୍କର ବିସ୍ଫୋରଣ ଘଟି ୮ ବର୍ଷର ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଥିଲା ବେଳେ ଏହାର କାରଣ ଜଣାପଡିନାହିଁ । ତେବେ ଗୁରୁତର ଶିଶୁକୁ ପ୍ରଥମେ…

ଷ୍ଟାଡିୟମରେ ପ୍ରେମିକାଙ୍କୁ ମୁଦି ପିନ୍ଧାଇଲେ ଚେନ୍ନାଇ ପେସ ବୋଲର ଦୀପକ ଚହର

ଦୁବାଇ: ପଡିଆ ଭିତରେ ପ୍ରେମ ନିବେଦନ । ଷ୍ଟାଡିୟମ ଭିତରେ ପ୍ରେମିକାଙ୍କୁ ପ୍ରପୋଜ କଲେ ଚେନ୍ନାଇର ପେସ ବୋଲର ଦୀପକ ଚହର । I ଚେନ୍ନାଇ ପଞ୍ଜାବ ମ୍ୟାଚରେ ଏମିତି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।…
ବ୍ରେକିଂ