Daily Archives

October 8, 2021

ରାଜ୍ୟ ସରକାର OAS ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ

ଭୁବନେଶ୍ବର: ଆଜି ଓଡ଼ିଶା ପ୍ରଶାସନିକ ସେବାରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଟେକ୍ସଟାଇଲ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି ଓଏଏସ୍‌ ସୁଶାନ୍ତ କୁମାର ଦାସ । ସୁଶାନ୍ତ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଥିଲେ । ସେହିଭଳି ବୟନିକାର କାର୍ଯ୍ୟନିର୍ବାହୀ…

ସୁନାମୀ ମୁକାବିଲା ପାଇଁ ୭ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଓଡ଼ିଶା ହେବ ସୁନାମୀ ନିରୋଧୀ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରାଜ୍ୟର ୩୨୬ଟି ଉପକୂଳିଆ ଗାଁକୁ ସୁନାମୀ ନିରୋଧୀ କରାଯିବ ପାଇଁ ନିଷ୍ପତ୍ତି ହୋଇଛି ।  ତେବେ ଏହାର ମୁକାବିଲା କାର୍ଯ୍ୟକ୍ରମ ପାଇଁ ୭କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛି ମୁଖ୍ୟ ଶାସନ ସଚିବଙ୍କ…

ଆଇପିଏଲ: ବାଙ୍ଗାଲୋର ଆଗରେ ୧୬୫ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦୁବାଇ: ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୬୫ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆରସିବି ଭଳି ଦିଲ୍ଲୀ ମଧ୍ୟ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛି। ଫଳରେ ଆଜିର ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟଂ କରି…

ଇଶାନ-ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦକୁ ଦେଲା ୨୩୬ ରନର ବିଜୟ ଲକ୍ଷ୍ୟ

ଆବୁଧାବି: ଆଇପିଏଲର ୨୦୨୧ ର ଶେଷ ଲିଗ ପର୍ଯ୍ୟାୟ ତଥା ୫୬ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୩୫ ରନ୍‌ ସଂଗ୍ରହ କରିଛି । ଫଳରେ ହାଇଦ୍ରାବାଦ ଆଗରେ ୨୩୬ ରନ୍‌ର ବିଜୟ…

ତାଳଚେର ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କୋଇଲାର ହବ୍ ଭାବେ ଜଣାଶୁଣା ତାଳଚେର ସହର ସାରା ଦେଶକୁ ଶକ୍ତି ସୁରକ୍ଷା ଯୋଗାଉଛି । ଏଥିପାଇଁ ୨୦୧୪ ମସିହାରେ…

ଭୁବନେଶ୍ୱରରୁ ୨୩୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ତଳ ଉପର ହେଉଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତକାଲି ୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୩୩ କୁ ଖସି ଆସିଛି ।  ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ ଜଣ…

ଆଫଗାନିସ୍ତାରେ ଭୟଙ୍କର ବିସ୍ଫୋରଣ, ୧୦୦ ମୃତ

କାବୁଲ: ଆଫଗାନିସ୍ତାରେ ଭୟଙ୍କର ବିସ୍ଫୋରଣ । ଏଥିରେ ପାଖାପାଖି ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ଥିବା ସୂଚନା ମିଳିଛି । କୁନ୍ଦୁଜ ପ୍ରାନ୍ତ ସ୍ଥିତ ମସଜିଦରେ ଶୁକ୍ରବାର ବିସ୍ଫୋରଣ ହୋଇଛି । ପୁଣି ଅଶାନ୍ତ ହୋଇପଡିଛି ଆଫଗାନିସ୍ତାନ । ସ୍ଥାନୀୟ ପ୍ରଶାସନ ଅନୁଯାୟୀ, ବିସ୍ଫୋରଣ…

ରାଜ୍ୟରେ ଆଉ ୫୯୮ କୋଭିଡ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୯୮ କୋଭିଡ ଆକ୍ରାନ୍ତ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୭ ଆକ୍ରାନ୍ତ ଥିବାବେଳେ କଟକରୁ ୫୩, ମୟୂରଭଞ୍ଜରୁ ୩୧, ଯାଜପୁରରୁ ୨୮, ଜଗତସିଂହପୁରରୁ ୨୩, ବାଲେଶ୍ବରରୁ ୪୭, ପୁରୀରୁ ୨୧, ସମ୍ବଲପୁରରୁ ୧୧,…

କାଲିଠୁ ଦଶହରା ଛୁଟି

ଭୁବନେଶ୍ୱର: କାଲିଠୁ ସ୍କୁଲ୍ ଗୁଡ଼ିକରେ ପୂଜା ଛୁଟି ଘୋଷଣା କଲେ ସରକାର । ଶନିବାର କ୍ଲାସ ଶେଷ ପରେ ଅକ୍ଟୋବର ୨୦ ତାରିଖ ଯାଏଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ଦୂର୍ଗାପୂଜା, କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

ବେଲ୍ ନମିଳିବାରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲ୍ ଗଲେ

ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଦଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଖୋର୍ଦ୍ଧା କୋର୍ଟରେ କରିଥିବା ଜାମିନ୍‌ ଆବେଦନ ଖାରଜ ପରେ ବିଧାୟକଙ୍କୁ ଜେଲ୍‌କୁ ପଠାଇଦିଆଯାଇଛି । ଖୋର୍ଦ୍ଧା ଏଡିଜେ-୧ ଅଦାଲତ ତାଙ୍କର ଜାମିନ୍‌ ଖାରଜ କରିଥିଲେ । ସଗତ ୮ ତାରିଖରେ ବାଲୁଗାଁ ମଣ୍ଡଳ…
ବ୍ରେକିଂ