Daily Archives

October 9, 2021

ଟି-୨୦ ବିଶ୍ୱକପରୁ ପାକିସ୍ତାନ ଦଳରୁ ଓହରିଲେ ସୋଏବ ମକସୁଦ୍, ସୋଏବ ମଲ୍ଲୀକ ସାମିଲ

ଇସଲାମାବାଦ: ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଦଳରୁ ଓହରିଲେ ସୋଏବ ମକସୁଦ୍। ତାଙ୍କ ସ୍ଥାନରେ ସୋଏବ ମଲ୍ଲୀକଙ୍କୁ ସ୍ଥାନ ମିଳିଛି । ମକସୁଦଙ୍କ ପିଠିରେ ଯନ୍ତ୍ରଣା ହେବାରୁ ଯୋଗୁଁ ଦଳରୁ ବାଦ ପଡିଛନ୍ତି । ଏନେଇ ପକାସ୍ତାନ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏନେଇ ପିସିବିର ମୁଖ୍ୟ ଚୟନ…

ଭୁବନେଶ୍ୱରରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଧରା ପଡିଲେ ନକଲି ଡାକ୍ତର । କୌଣସି ପ୍ରମାଣପତ୍ର ନଥାଇ ଚିକିତ୍ସା କରିବା ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଗିରଫ ନକଲି ଡାକ୍ତର ଜଣକ ହେଲେ ଜାନକୀ ବଲ୍ଲଭ ପଟ୍ଟନାୟକ ଘର ଗଙ୍ଗପଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି । ତେବେ ଜଣେ ମହିଳା…

ମହିଳାଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କାଲି ସଇଁତଲା ବନ୍ଦ

ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ଚାଲିଥିବା ନବରାତ୍ର ଦୁର୍ଗାପୂଜା ଆଳତୀ ସମୟରେ ଲୋକ ଓ ମହିଳାଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଅଭିଯୋଗ । ଯାହାଫଳରେ ଘଟଣାକୁ ନେଇ ଲୋକେ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହାର ପ୍ରତିବାଦରେ ଆସନ୍ତାକାଲି  ସଇଁତଲା…

ନକଲି ମଦ ବେପାର କାରବାରରେ ୨ ଭାଇ ଗିରଫ, ବାପା ଫେରାର

ଝାରସୁଗୁଡା : ବାପ ପୁଅ କରୁଥିଲେ ନକଲି ମଦ ବେପାର । ଧରି ପକାଇଲା ଅବକାରୀ ବିଭାଗ । ଝାରସୁଗୁଡା ଜିଲ୍ଲା ଗଣେଶନଗର ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାରେ ଦୁଇ ଭାଇଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବାପା ଫେରାର ଥିବା ସୂଚନା ରହିଛି ।  ଦୁଇ ଭାଇ ଶିବ କୁମାର ସଁରା ଓ ସରୋଜ କୁମାର ସଁରାକୁ…

ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ୱତ୍ତ୍ୱାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାରୁ ହାଇଟେକ୍ ସର୍ଭେ ଜରିଆରେ ପଟ୍ଟା ବଣ୍ଟନ ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ପାରମ୍ପରିକ ଢଙ୍ଗରେ ସର୍ଭେ ସେଟଲମେଣ୍ଟ ପାଇଁ ଅଧିକ ସମୟ ଲାଗୁଥିଲା ବେଳେ ଏବେ…

ଏବର୍ଷ ବି ବିନା ଭକ୍ତରେ ଛତର ଯାତ୍ରା

କଳାହାଣ୍ଡି: ଆସନ୍ତା ୧୩ ତାରିଖରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । କୋଭିଡ କଟକଣାରେ ବିନା ଭକ୍ତରେ ହେବ ଛତର ଯାତ୍ରା । ଛତର ଯାତ୍ରା ସମୟରେ ଭବାନୀପାଟଣାରେ ୧୪୪ ଧାରା ଜାରି ହେବ । ୧୨ ତାରିଖ ରାତି ୮ଟାରୁ ୧୩ ତାରିଖ ଦିନ ୧୨ ଯାଏଁ ୧୪୪…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଧୁନିକ ଉତ୍କଳର ପ୍ରମୁଖ ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ, ଦରଦୀ ପ୍ରାଣ, କବି, ଲେଖକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନ ଦେଶଭକ୍ତ…

ଆଜି ଭୁବନେଶ୍ୱରରୁ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୬ସୁସ୍ଥ

 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ…

ଶାହରୁଖ ଖାନ୍‌ଙ୍କ ଡ୍ରାଇଭରଙ୍କୁ ଏନସିବିର ଜେରା

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ଘରେ ପହଞ୍ଚିଲା ଏନ୍‌ସିବି। ପୁଅ ଆର୍ଯ୍ୟନ୍‌ ଖାନ୍‌ ଗିରଫ ପରେ ବର୍ତ୍ତମାନ ଶାହାରୁଖଙ୍କ ଡ୍ରାଇଭରଙ୍କୁ ପଚରାଉଚରା କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। କିଙ୍ଗଖାନ୍‌ଙ୍କ ଡ୍ରାଇଭରଙ୍କୁ ପଚରାଉଚରା ପାଇଁ ପୂର୍ବରୁ ଏନ୍‌ସିବି ସମନ…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ; ୨ ପୋଲିସ କର୍ମୀ ଆହତ

ଶ୍ରୀନଗର: ପୁଣି ଆତଙ୍କୀ ହମଲା । ଗତକାଲି ଦୁଇ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଆଜି ଦକ୍ଷିଣ କାଶ୍ମୀର କୁଲଗାମର ମଜଗାମରେ ପୋଲିସ ପାର୍ଟି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛି । ଏଥିରେ ୨ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି । ଯାହାଫଳରେ ଆତଙ୍କୀକୁ କାବୁ କରିବା…
ବ୍ରେକିଂ