Daily Archives

October 10, 2021

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲ 4G ନେଟୱାର୍କରୁ ପ୍ରଥମ ଫୋନକଲ କଲେ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ୍ ଆଜି ତା'ର 4G ନେଟୱର୍କର ପରୀକ୍ଷଣ କରିଛି । ଏନେଇ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲର 4G ନେଟୱର୍କରେ ପ୍ରଥମ କଲ୍…

ସୋମବାର ଛତିଶା ନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିରରେ ଆଶ୍ଵିନ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ତେଣୁ କାର୍ତ୍ତିକ ମାସର ନୀତି ଚୂଡ଼ାନ୍ତ ପାଇଁ ସୋମବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । କାର୍ତ୍ତିକ ମାସର ନୀତିକାନ୍ତି କିପରି ଶୃଙ୍ଖଳିତ ରହିବ ଏହା ଉପରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ ହେବ।…

ପୁଣି ଥରେ ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପୁଣି ଥରେ ସ୍ଥଗିତ ହେଲା ୟୁଜିସି ନେଟ୍‌ ପରୀକ୍ଷା ।  ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜାରି କରିଛି ନୂଆ ବିଜ୍ଞପ୍ତି । ଯେଉଁ ଆଶାୟୀ ପରୀକ୍ଷାର୍ଥୀ ଡିସେମ୍ବର ୨୦୨୦ ଓ ଜୁନ ୨୦୨୧ ପାଇଁ ୟୁଜିସି ନେଟ୍‌ ପରୀକ୍ଷା ଫର୍ମ ପୂରଣ କରିଥିଲେ, ସେମାନେ ଅଫିସିଆଲ ୱେବସାଇଟ…

ମହୁମାଛି ଆକ୍ରମଣରେ ୨ ମୃତ

କରଞ୍ଜିଆ: ପୃଥକ ପୃଥକ ସ୍ଥାନରେ ମହୁମାଛି ଆକ୍ରମଣରେ ୨ ମୃତ । କରଞ୍ଜିଆର ରରୁଆଁ ଥାନା ବଡ଼ପାଣି ଗାଁରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝରର ତଣ୍ଡାପଡ଼ା ଥାନା ନଈଗୁଡ଼ା ଗାଁରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ରରୁଆଁ ଥାନା ଅନ୍ତର୍ଗତ ବଡ଼ପାଣି ଗ୍ରାମର ପରେଶ ଚନ୍ଦ୍ର ନାଏକ…

ଭୁବନେଶ୍ୱରୁ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୮୦ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି ଅପେକ୍ଷା ହ୍ରାସ ପାଇଛି କରୋନା ଆକ୍ରାନ୍ତ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା…

ଆଇପିଏଲ୍ କ୍ୱାଲିଫାୟର-୧: ଚେନ୍ନାଇକୁ ୧୭୩ ରନର ଟାର୍ଗେଟ ଦେଲା ଦିଲ୍ଲୀ

ଦୁବାଇ: ଆଇପିଏଲ ୨୦୨୧ ପ୍ଲେ-ଅଫ୍‌ ପର୍ଯ୍ୟାୟର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ ରନ୍‌ ସଂଗ୍ରହ କରିଛି । ଫଳରେ ଫାଇନାଲରେ ସ୍ଥାନ ପକ୍କା…

ନଦୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁରେ ଅଘଟଣ । ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ ନଦୀରେ ବୁଡିଯାଇ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ହେଲେ ଟୁନି ପନକା । ସୂଚନା ଅନୁଯାୟୀ ବୋରିଗାଁ ଡୁମର ପନକାଙ୍କ ଝିଅ ଟୁନି ଆଜି ସକାଳ ଜଣ ସାଥୀ…

କୁନିକୁନି କୁମାରୀଙ୍କ ଦ୍ୱାରା ନିଆରା ନେତ ପରମ୍ପରା ଆରମ୍ଭ

ପୁରୀ : ଶ୍ରୀକ୍ଷେତ୍ରରେ ଏବେ ଦେଖିବାକୁ ମିଳିଛି ବହୁ ପୁରାତନ କାଳରୁ ପ୍ରଚଳିତ ପରମ୍ପରା ନେତପିଲା। ଶ୍ରୀକ୍ଷେତ୍ରର ସେବାୟତ ପରିବାରରେ ଥିବା କୁନିକୁନି କୁମାରୀ କନ୍ୟାମାନେ ବିଶେଷ ବେଶଭୁଷାରେ  ସଜ୍ଜିତ ହୋଇ ନେତପିଲା ପର୍ବ ପାଳନ କରିଥାନ୍ତି। ମୁଖ୍ୟତଃ ପରିବାରର କଲ୍ୟାଣ ତଥା ଭଲ ବର ବା…

ଟି-୨୦ ବିଶ୍ୱକପ୍ ପାଇଁ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ: ଅକ୍ଟୋବର ୧୭ ତାରିଖରୁ ଟି -୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିପାଇଁ ପୁରସ୍କାର ରାଶି ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ବିଶ୍ୱକପ୍‌ ବିଜୟୀ ଦଳକୁ ୧.୬ ମିଲିୟନ ଡଲାର (ପ୍ରାୟ ୧୨ କୋଟି)  ଓ ରନର୍ସଅପ୍ ଦଳକୁ ୮୦୦,୦୦୦ ଡଲାର (ପ୍ରାୟ ୬ କୋଟି…

ବିଜେପି ନେତା ମୋହନ ମାଝିଙ୍କୁ ବୋମା ମାଡ଼ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝିଙ୍କ ଗାଡି ଉପରକୁ ବୋମାମାଡ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାକୁ ସେ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି…
ବ୍ରେକିଂ