Daily Archives

October 11, 2021

ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣା: ୩ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ ଆଶିଷ ମିଶ୍ର

ଲକ୍ଷ୍ମୌ: ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ୩ ଦିନିଆ ପୁଲିସ ରିମାଣ୍ଡରେ ପଠାଇଲେ କୋର୍ଟ । ଅର୍ଥାତ ୧୨ରୁ ୧୫ ଯାଏଁ ଆଶିଷଙ୍କୁ ରିମାଣ୍ଡରେ ରଖିବ ପୋଲିସ  । ଆଶିଷ ମିଶ୍ରଙ୍କୁ ୧୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା…

ରାଜ୍ୟରେ ଆଜି କରୋନାରୁ ୪୬୯ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ  ୪୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୭ ଜଣ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୨୧୮ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ବିଶେଷ ଟ୍ରେନ ବ୍ୟବସ୍ଥା

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଅଛି  । ପୁରୀ-…

ବ୍ରହ୍ମପୁରରେ ଅନଲାଇନ ଆଇପିଏଲ ବେଟିଂ ବେଳେ ୮ ଗିରଫ

ବ୍ରହ୍ମପୁର: ଅନଲାଇନ ଆଇପିଏଲ ବେଟିଂ ବେଳେ ୮ ଗିରଫ । ବ୍ରହ୍ମପୁରର ୮ ଜଣ ଯୁବକଙ୍କୁ ବୈଦ୍ୟନାଥ ପୁର ଥାନା ପୁଲିସ ଗିରଫ କରିଛି । ସୂଚନାନୁସାରେ ଲାଞ୍ଜିପଲ୍ଲୀ ଅଂଚଳରେ ଅନଲାଇନ ବେଟିଂ ଚାଲୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଅଭିଯୁକ୍ତଙ୍କ ନିକଟରୁ ନଗଦ ୮ ଲକ୍ଷ ୩୬ ହଜାର ୨୦୦ ଟଙ୍କା ସହ…

ପଦ୍ମପୁରରୁ ୬ ଲକ୍ଷ ଟଙ୍କାର କଫ୍ ସିରପ ଜବତ

ପଦ୍ମପୁର: ଦିନକୁ ଦିନ ନିଶା ବେପାରୀଙ୍କ ଦୌରାତ୍ମ ବୃଦ୍ଧି ପାଇବାରେ ଲାଗିଛି ।  ଛତିଶଗଡ଼ରୁ ପଦ୍ମପୁରକୁ କଫ୍ ସିରପ୍ ଆସୁଥିବା ଖବର ପାଇ ପଦ୍ମପୁର ପୋଲିସ ସତୀଭଟା ଛକ ନିକଟରେ ଧରିବାରେ ସଫଳ ହୋଇଥିଲା । ଏଥିସହ ନମ୍ବର ବିହୀନ ପିକଅପ୍ ଭ୍ୟାନକୁ ଜବତ କରିବା ସହ ସେଥିରୁ ୨୬ କାର୍ଟୁନ ଅର୍ଥାତ…

ପାନ ମସଲା ବ୍ରାଣ୍ଡ ସହ ଚୁକ୍ତି ବାତିଲ କଲେ ଅମିତାଭ

ମୁମ୍ବାଇ: ବେଶ କିଛିଦିନ ଧରି କମଳା ପସନ୍ଦ ନାମକ ଏକ ପାନ ମସଲା ବ୍ରାଣ୍ଡର ବିଜ୍ଞାପନରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫଟୋ ସାମ୍ନାକୁ ଆସିଥିଲା । ପାନ ମସଲାର ବ୍ରାଣ୍ଡିଂ କରିବା ଘଟଣା ମେଗାଷ୍ଟାରଙ୍କ ଅଗଣିତ ଫ୍ୟାନଙ୍କୁ ଦୁଃଖିତ କରିଥିଲା । ସୋସିଆଲ୍ ମିଡିଆରେ ଏ ନେଇ ବିଭିନ୍ନ ପ୍ରକାର…

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ଡେଭିଡ଼ କାର୍ଡ, ଜୋସୁଆ ଡି. ଆଙ୍ଗ୍ରିଷ୍ଟ, ଗାଇଡୋ ଡବ୍ଲୁ. ଇମ୍ବେନ୍ସ ଏହି ସମ୍ମାଜନକ ପୁରସ୍କାର ପାଇବେ। ପୁରସ୍କାରର ଅଧା ପାଇବେ ଡେଭିଡ଼ କାର୍ଡ ଆଉ…

ଓଡିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି ।  ଦକ୍ଷିଣ-ପଶ୍ଚିମ ମୌସୁମୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ସୋନପୁର ଓ ନୂଆପଡ଼ା ଜିଲ୍ଲାରୁ ମୌସୁମୀ ଫେରି ଯାଇଛି। ଆଜି ସୁଦ୍ଧା ଅନୁଗୋଳ, ବୌଦ୍ଧର ଜିଲ୍ଲା ଅଧିକାଂଶ ଏବଂ…

ମୋ ପୁଅକୁ ହତ୍ୟା କରାଯାଇଛି: ନବୀନ ଦାସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ମନୀଷ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମନୀଷ ସାଙ୍ଗ ମାନଙ୍କ ସହ ଯାଇଥିବା ହୋଟେଲ ସିଲ୍ କରାଯାଇଛି । ମନୀଷଙ୍କ ସାଙ୍ଗମାନେ ତାଙ୍କୁ ଭୋଜି ପାଇଁ ଡାକି ନେଇ ହତ୍ୟା କରିଥିବା ନବୀନ ଦାସ କହିଛନ୍ତି ଓ ପୁଅଠାରୁ ରବିବାର ଭୋର…

ଧନପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଘରର ସୁଖ ଏବଂ ସମୃଦ୍ଧି ବଜାୟ ରଖିବା ପାଇଁ ବାସ୍ତ୍ରୁ ଶାସ୍ତ୍ରରେ ଅନେକ ଉପାୟ ଦିଆଯାଇଛି । ବାସ୍ତ୍ରୁଶାସ୍ତ୍ର ଅନୁଯାୟୀ, ଆପଣଙ୍କ ଘର ନିକଟରେ ଥିବା ସକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣଙ୍କୁ ନିଜ ଘରେ ଏବଂ ଏହାର ଆଖପାଖ ସ୍ଥାନରେ…
ବ୍ରେକିଂ