Daily Archives

October 12, 2021

କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଖୁଣ୍ଟା : କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ବଡ଼ଓଳିଆ ଗ୍ରାମର ଏକ କୂଅ ମଧ୍ୟରୁ ଜନୈକ ଯୁବକଙ୍କ  ମୃତଦେହ ଉଦ୍ଧା କରିଛି ଖୁଣ୍ଟା ଅଗ୍ନିଶମ ବିଭାଗ । ମୃତକ ଜଣକ ହେଲେ ଭୋଳାଗଡ଼ିଆ ପଞ୍ଚାୟତ ଅଧିନ ବଡଓଳିଆ ଗ୍ରାମର ସ୍ଵର୍ଗତ ସୁନ୍ଦର ମୋହନ ନାଏକ ପୁଅ…

ବୈତରଣୀ ନଦୀରେ ଭାସି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ପଟଣା: ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗ୍ରାମର ସହଦେବ ବିଶୋଇ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସହଦେବ ସୋମବାର ମଧ୍ୟାହ୍ନରେ ଜାଲ ଧରି ମାଛ ମାରିବାକୁ ବୈତରଣୀ…

ବସ ଧକ୍କାରେ ଯୁବକ ମୃତ

ଦିଗପହଣ୍ଡି : ବସ ଧକ୍କାରେ ଯୁବକ ମୃତ । ବ୍ରହ୍ମପୁର ଡେଙ୍ଗାପଦର ନିକଟସ୍ଥ  ଇନ୍ଦିରା ଆବାସଠାରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ପାଟପୁର ଥାନା ପୁଡାମାରି ଗ୍ରାମର ସିପୁନ ପୂଜାରୀ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାମୁତାବକ ଯୁବକ…

ଅକ୍ଟୋବର ୧୮ରୁ ଘରୋଇ ବିମାନ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସିଖବର ।  ଏଣିକି ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ ଘରୋଇ ବିମାନ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି । ମହାମାରୀ କରୋନା ସଂକ୍ରମଣ କାରଣରୁ ବିମାନରେ ୮୫ ପ୍ରତିଶତ କ୍ଷମତାର ଯାତ୍ରୀ ଯାତ୍ରା କରିପାରୁଥିଲେ…

କଟକରୁ ୧୭ କରୋନା ପଜିଟିଭ ଚିହ୍ନଟ, ୪୪ ସୁସ୍ଥ

କଟକ: କଟକର ବିଭିନ୍ନ ଅଞ୍ଚଳରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣ କ୍ବାରେଣ୍ଟାଇନରୁ ଓ ୯ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଅନୁଷ୍ଠାନରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ସଂକ୍ରମଣ…

ପଶ୍ଚିମ ଭାରତକୁ ତୀର୍ଥଯାତ୍ରୀଙ୍କ ପାଇଁ ବିଶେଷ ପର୍ଯ୍ୟଟକ ଟ୍ରେନ ଚାଲିବ

ଭୁବନେଶ୍ୱର: ପଶ୍ଚିମ ଭାରତକୁ ତୀର୍ଥଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ପର୍ଯ୍ୟଟକ ଟ୍ରେନ । ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ(IRCTC) ଦ୍ବାରା ସ୍ବତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ । ସାଧାରଣ ଲୋକ ଗୁଜୁରାଟର ଗୁରୁତ୍ବପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନ ଗୁଡିକ ଅତି…

ରାଜ୍ୟରେ ଆଜି କରୋନାରୁ ୫୪୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୫୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୭୬୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଭୁବନେଶ୍ୱରରେ ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ପୁଣି ଉପରକୁ ଉଠିଛି କରୋନା ମହାମାରୀ ସଂଖ୍ୟା । ଆଜି ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୨ ଜଣ ଅଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳରୁ ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ…

ଛଟ ପୂଜାକୁ ନେଇ ବିରୋଧ କରୁଥିବା ବେଳେ ମନୋଜ ତିୱାରୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ପାଣି ମାଡରେ ମନୋଜ ତିୱାରୀ ଆହତ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଛଟ ପୂଜା ଉପରେ ପ୍ରତିବନ୍ଧକକୁ ନେଇ ବିରୋଧ କରୁଥିବା ବେଳେ ଭାଜପା ଏମପି ମନୋଜ ତିୱାରୀ ଆହତ ହୋଇଛନ୍ତି । ତେଣୁ ତାଙ୍କୁ ଚିକିତ୍ସା ପାଇଁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି…

ପୁଲିସକୁ ଗୁଳି କରି ବନ୍ଧାହେଲେ ଗଞ୍ଜେଇ ମାଫିଆ

ଦେବଗଡ଼ : ପୁଲିସକୁ ଗୁଳି କରି ଫେରାର ହେଉଥିବା ଗଞ୍ଜେଇ ମାଫିଆ ଗିରଫ । ଅଭିଯୁକ୍ତ ରୂପେଶ ସମେତ ତିନି ଜଣକ ଗିରଫ କରିଛି ପୁଲିସର ସ୍ପେଶାଲ ସ୍ୱାର୍ଡ । ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି-ଚଟିବରଘାଟ ରାସ୍ତା ଦେଇ ବୌଦ୍ଧ ଜିଲ୍ଲାରୁ ଦେବଗଡ ଜିଲ୍ଲାକୁ ବେଆଇନ ଗଞ୍ଜେଇ ଚୋରା…
ବ୍ରେକିଂ