Daily Archives

October 13, 2021

ଟି-୨୦ ବିଶ୍ୱକପରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନ ନେଲେ ସାର୍ଦ୍ଦୁଲ ଠାକୁର

ମୁମ୍ବାଇ: ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର ଖେଳିବେ । ଏନେଇ ବୁଧବାର ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସିନିୟର ସିଲେକ୍ସନ…

ବିନା ଅନୁମତିରେ ଦାଣ୍ଡିଆ ପାର୍ଟି ଆୟୋଜନ, ଭୁବନେଶ୍ୱରର ଏକ ରେସ୍ତୋରାଁ ସିଲ୍

ଭୁବନେଶ୍ୱର: ନବରାତ୍ରରେ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ପ୍ରସ୍ତୁତି ସରିଥିଲା। ଭଳିକି ଭଳି ଲାଇଟ୍‌ ସାଙ୍ଗକୁ ଅତ୍ୟାଧୁନିକ ସାଉଣ୍ଡ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଖାଲି ସେତିକି ନୁହେଁ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ଟିକେଟ ବିକ୍ରି ମଧ୍ୟ ସରିଥିଲା। କିନ୍ତୁ ସବୁକିଛି ଚାଲିଥିଲା ବିନା ଅନୁମତିରେ।…

ସାପ ଦ୍ୱାରା ପତ୍ନୀକୁ ହତ୍ୟା କରିଥିବା ସ୍ୱାମୀଙ୍କୁ ଡବଲ ଆଜୀବନ ଜେଲ ଦଣ୍ଡାଦେଶ

କେରଳ: ଘର ଭିତରେ ସାପ ଦ୍ୱାରା ପତ୍ନୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ ଜେଲ । କେରଳର କୋଲମ କୋର୍ଟ ବୁଧବାର ଅଭିଯୁକ୍ତ ସ୍ବାମୀ ପି ସୋରାଜ କୁମାରଙ୍କୁ ଡବଲ ଆଜୀବନ ସହ ଆଉ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୂ ନିର୍ଦ୍ଦେଶ…

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

ଭୁବନେଶ୍ୱର : କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି । ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ୟୁଜିସି ଅଧିନିୟମ…

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ କାନିମୋଝି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଡିଏମ୍‌କେ ନେତ୍ରୀ କାନିମୋଝି । ନବୀନ ନିବାସରେ ଡିଏମକେ ସଂସଦୀୟ ଦଳ ନେତା କାନିମୋଝି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାନିମୋଝି ଭେଟିବା ସହ…

ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଛାତ୍ରର ଆତ୍ମହତ୍ୟା

କୋରାପୁଟ: କୋରାପୁଟରେ ଘଟିଛି ଅଭାବନୀୟ ଘଟଣା । ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କୋରାପୁଟ ସହରର ଗୌତମ ନଗରରୁ । ମୃତ ନାବାଳକ ଜଣକ ହେଲେ ଶ୍ରୀନିବାସଙ୍କର ପୁଅ ବି. ମନୋହର । ତାଙ୍କୁ ୧୩ ବର୍ଷ ହୋଇଥିଲା । ସେ…

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ନୂଆ ଜର୍ସି

ନୂଆଦିଲ୍ଲୀ: ଅକ୍ଟୋବର ୧୭ ରେ  ୟୁଏଇ ଓ ଓମାନରେ ଅନୁଷ୍ଠିତ ହେବ ଟି -୨୦ ବିଶ୍ୱକପ ୨୦୨୧ । ଏଥିପାଇଁ  ଭାରତୀୟ କ୍ରିକେଟ୍ ଦଳ ନୂଆ ଜର୍ସିରେ ନଜର ଆସିବେ । ଏନେଇ ବିସିସିଆଇ ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସିର ଉନ୍ମୋଚନ କରିଛି । ବିସିସିଆଇ ଟ୍ୱିଟ୍ କରି ଜର୍ସିର ଉନ୍ମୋଚନ କରିବା ସହିତ ଲେଖିଛି…

ଲଖୀମପୁର ଖେରୀ ହିଂସା ଘଟଣା: ରାଷ୍ଟ୍ରପତିଙ୍କୁ ଭେଟି ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସା ଘଟଣା । କଂଗ୍ରେସର ୭ ଜଣିଆ ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛି ଦଳ । ରାହୁଲ ଗାନ୍ଧୀ କହିଛନ୍ତି, ପୀଡ଼ିତ…

ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା । କିଛି ଯୁବକ ଭୁବନେଶ୍ୱର କଂଗ୍ରେସ ଭବନରେ ଅଫିସ ତାଲା ଭାଙ୍ଗି ଭିତରକୁ ପଶି ଭଙ୍ଗାରୁଜା କରିଥିବା ସୂଚନା ରହିଛି । ତେବେ ଏହି ଯୁବକମାନେ ଭଙ୍ଗାରୁଜା କରି ଫେରାର୍ ହୋଇ ଯାଇଥିବା ଜଣାପଡିଛି । କେଉଁ କାରଣରେ କଂଗ୍ରେସ ଭବନରେ…

ଆଜି ଆଇପିଏଲ କ୍ୱାଲିଫାୟର-୨: ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ: ଆଜି ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟାର । ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡା ଟକ୍କର ହେବ । ତେବେ ଆଜିର ମ୍ୟାଚ ଯିଏ ଜିତିବ, ସେ ଫାଇନାଲକୁ ସିଧା ପ୍ରବେଶ କରିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ ଠାରେ ଖେଳାଯିବ…
ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ