Daily Archives

October 13, 2021

ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ: ଆଜି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି । ଦିନ ୨ ଟା ୪୫ ମିନିଟରେ ଏନଡିପିଏସ କୋର୍ଟରେ ଶୁଣାଣି କରାଯିବ । ଗତ ୧୧ ତାରିଖରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ତାହାକୁ ଆଜି ପାଇଁ ସ୍ଥଗିତ ରଖିଥିଲେ ।…

ଧାବିକା ହିମା ଦାସ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତର ଜଣାଶୁଣା ଷ୍ଟାର ଆଥଲେଟ  ହିମା ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଟ୍ରେନିଂ ନେବା ପାଇଁ ତିନି ଦିନ ପୂର୍ବରୁ ପଟିଆଲାରେ ପହଞ୍ଚିଥିଲେ।  କିନ୍ତୁ ଏହି ସମୟରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଯାହାଫଳରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ…

ବ୍ରାଉନ ସୁଗାର କାରବାରରେ ୫ ଗିରଫ

ପୁରୀ: ବ୍ରାଉନ ସୁଗାର କାରବାରରେ  ୫ ଗିରଫ । ୫ ଜଣ ଡ୍ରଗ୍ସ ବ୍ରବସାୟୀଙ୍କୁ ଗିରଫ କରିଛି ପୁରୀ ଏସଟିଏଫ୍ । ଏଥିସହ ସେମାନଙ୍କଠାରୁ  ୨୫୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି  । ଜବତ ୨୫୦ ଗ୍ରାମ୍ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା। ଏନେଇ ବଳିଆପଣ୍ଡା ଥାନାରେ…

ତୁଲସୀ ପାହାଡ଼ ଏନକାଉଣ୍ଟର ପରେ ମାଲକାନଗିରିରେ ପୋଲିସ ଡ଼ିଜିଙ୍କ ମାଓ ସମୀକ୍ଷା

ମାଲକାନଗିରି: ମାଲକାନଗିରିରେ ପୋଲିସ ଡ଼ିଜି ଅଭୟ । ମାଥିଲି ବ୍ଲକ ଅନ୍ତର୍ଗତ ତୁଲସୀ ପାହାଡ଼ ଏନକାଉଣ୍ଟର ପରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି । ଏହି ଅବସରରେ ସେ ଯବାନଙ୍କ ସହ ଆଲୋଚନା କରିଛନ୍ତି । ଗତକାଲି ପୋଲିସ ଗୁଳିରେ ନିହତ ହୋଇଥିଲେ ୩ ମାଓବାଦୀ । ମୃତକଙ୍କ ମଧ୍ୟରେ ୨…

ମନୀଷ ଅନୁରାଗ ମୃତ୍ୟୁ ମାମଲା, ୨ ଜଣଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କନ୍ଧମାଳ ସ୍ପେଶାଲ ସ୍କ୍ବାର୍ଡରେ ୨ଜଣ ମନୀଷ ଅନୁରାଗ ମୃତ୍ୟୁ ମାମଲାକୁ ନେଇ ଆତ୍ମସମର୍ପଣ କରିଛନ୍ତି । ତେବେ ସେମାନଙ୍କୁ ଖୁବଶୀଘ୍ର ଭୁବନେଶ୍ୱର ଆଣି ପଚରାଉଚରା କରି ମନିଷ ମୃତ୍ୟୁ ରହସ୍ୟର ଗୁମର…

କୋଭିଡ କଟକଣା ମଧ୍ୟରେ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଚାଲିଛି

କଳାହାଣ୍ଡି: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୋଭିଡ କଟକଣା ମଧ୍ୟରେ ଚାଲିଛି । ମାଆଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ଚାଲିଥାଏ । ମହାଷ୍ଟମୀ ରାତିରେ, ଗୁପ୍ତପୂଜା ଓ…

ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିଛି । ଗତ ୨୪ ଘଣ୍ଟାରେ ୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି ।  ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା…

ଦେଶରେ ଆଉ ୧୫,୮୨୩ କରୋନା ପଜିଟିଭ ଚିହ୍ନଟ, ୨୨୬ ମୃତ

ନୂଆଦିଲ୍ଲୀ: ଦେଶର ହ୍ରାସ ପାଉଛି ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୧୫, ୮୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ୩,୪୦,୦୧,୭୪୩ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୨୨,୮୪୪ ଜଣ କୋରୋନା ଆକ୍ରାନ୍ତ…

ରାଜ୍ୟରେ ଆଜି ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୬୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ…

ଆଜି ମହାଷ୍ଟମୀ

ଭୁବନେଶ୍ବର: ଆଜି ମହାଷ୍ଟମୀ । ମହାସପ୍ତମୀରେ ଚକ୍ଷୁଦାନ ପରେ ମର୍ତ୍ତ୍ୟମଣ୍ଡଳରେ ବିରାଜିତ ହୋଇଛନ୍ତି ମା' ଦୁର୍ଗତିନାଶିନୀ । ଦେବୀ ପୀଠରେ ଚାଲିଛି ପୂଜାପାଠ । ହାତ ଗଣତି କର୍ମକର୍ତ୍ତା ଓ ପୁରୋହିତଙ୍କୁ ନେଇ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । ମହାଷ୍ଟମୀରେ ପ୍ରତି ପୂଜାମଣ୍ଡପରେ ପ୍ରଥମେ…
ବ୍ରେକିଂ