Daily Archives

October 14, 2021

ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ୩ ଗିରଫ

କେନ୍ଦୁଝର : କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା । ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ୍ ।  ବୋମା ମାଡ଼ର କାରଣ ଜଣାପଡିନଥିବା ବେଳେ ପୋଲିସ ପଚାରଉଚରା ଜାରି ରଖିଛି । ଗତ ୧୦ ତାରିଖରେ ବିଧାୟକ ମୋହନ ମାଝୀ ଭାରତୀୟ ମଜଦୁର ସଂଘର ରାଜ୍ୟ…

ଏନସିବି ଅଫିସରେ ଆର୍ଯ୍ୟନଙ୍କ ସହ ସେଲଫି ନେବା ପଡିଲା ଭାରି,ଲୁକ ଆଉଟ ନୋଟିସ ଜାରି କଲା ପୋଲିସ

ନୂଆଦିଲ୍ଲୀ: ଏନସିବି ଅଫିସରେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହିତ ସେଲଫି ନେବା ପଡିଲା ଭାରି । ଫଟୋ ଉଠାଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କୁ ଥାନାରେ ହାଜର ହେବା ସହ ଲୁକ ଆଉଟ ନୋଟିସ ଜାରି କରିଛି ପୁଣେ ସିଟି ପୋଲିସ । ଏଥିସହ ଦେଶ ବାହାରକୁ ନଯିବାକୁ କୁହାଯାଇଛି । ସିଟି ପୋଲିସ…

ବାତ୍ୟା ନୁହେଁ, କେବଳ ବର୍ଷା ହେବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଛି । ଏବେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗି ରହିବ । ଏନେଇ ଆଇଏମଡି ଡିଜିଙ୍କ ସୂଚନା । ବାତ୍ୟା ଆଶଙ୍କାକୁ ଖଣ୍ଡନ କରି ଆଇଏମଡି ଡିଜି…

ଦିନକରେ ଦେଶରେ ୧୮, ୯୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆସିଲା ଭାରତର ଦୈନିକ ସଂକ୍ରମଣ ରିପୋର୍ଟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮, ୯୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯, ୮୦୮ ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ ୨୪୬ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ପୋଲିସର ଏନକାଉଣ୍ଟରରେ ୨ ଅପରାଧୀ ଆହତ

ରାଉରକେଲା: ଦୁଇ ଅପରାଧୀଙ୍କୁ ରାଉରକେଲା ପୋଲିସ ଏନକାଉଣ୍ଟର । ଏଥିରେ ଦୁଇ ଅପରାଧୀଙ୍କ ଗୋଡ଼ରେ ଗୁଳି ବାଜିବାରୁ ତଳେ ପଡିଯାଇଛନ୍ତି । ତେବେ ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ଘଟଣାସ୍ଥଳରୁ ପୋଲିସ ଉଠାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରିଥିଲା । ପରେ ଉଭୟଙ୍କୁ ଆଇଜିଏଚକୁ…

ଓଡିଶାରେ ୫୨୧ ନୂଆ କରୋନା ସଂକ୍ରମଣ

ଭୁବନେଶ୍ୱର :  ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ହାର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୮୦୯ ଜଣ…

ରାଜ୍ୟରେ ଆଜି ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୨୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୭୪କୁ ବୃଦ୍ଧି…

ଦିଲ୍ଲୀର ହୃଦୟ ଭାଙ୍ଗି ତୃତୀୟ ଥର ଫାଇନାଲରେ କୋଲକାତା

ଶାରଜାହ: ଭାଙ୍ଗିଲା ଦିଲ୍ଲୀ ହୃଦୟ । ଟ୍ରଫି ଜିତିବା ପାଇଁ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରି ଆସୁଥିବା ଦିଲ୍ଲୀର ସ୍ୱପ୍ନ ଅଧୁରା ରହିଗଲା । ପ୍ଲେ-ଅଫ ପାଇଁ ଦୁଇଥର ସୁଯୋଗ ପାଇ ମଧ୍ୟ ଦିଲ୍ଲୀ ଦଳ ଫାଇନାଲରେ ପ୍ରବେଶ କରିପାରିନାହିଁ । ତେବେ ଚଳିତ ଆଇପିଏଲ କ୍ୱାଲିଫାୟର ୨ରେ କୋଲକାତା ନାଇଟ…

ଆଜି ମହାମାୟାଙ୍କ ମହାନବମୀ

ଭୁବନେଶ୍ୱର: ଆଜି ଶକ୍ତିମୟୀଙ୍କ ମହାନବମୀ ପୂଜା । ୮ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବା ପରେ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତ ଜନନୀ ମା ଦୁର୍ଗା । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ ସିଦ୍ଧିଦାତ୍ରୀ ନବମ ଶକ୍ତି । ସାରା ଜଗତର ରିଦ୍ଧି ଓ ସିଦ୍ଧିର ଦେବୀ ହେଉଛନ୍ତି…

ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା;୨ ମୃତ

ନୟାଗଡ଼: ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ଉପରେ ଚଢିଗଲା ଅଜଣା ଗାଡ଼ି । ଫଳରେ  ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମାଇଛେଳି ପଞ୍ଚାୟତ ସମ୍ପଡ଼ା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ଜାତୀୟ ରାଜପଥରେ ଏହି…
ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ