୩ ହଜାର କୋଟିର ମାଦକ ଦ୍ରବ୍ୟ ଜବତ

କୋଚୀ: ଜାହାଜରୁ ୩ ହଜାର କୋଟିର ମାଦକ ଦ୍ରବ୍ୟ ଜବତ । ସର୍ଭେଲାନ୍ସ ପାଟ୍ରୋଲିଂ ବେଳେ ଆରବ ସାଗରରୁ ନୌସେନା ଦ୍ୱାରା ମାଦକ ଦ୍ରବ୍ୟ ଭର୍ତ୍ତି ମାଛମରା ବୋଟକୁ ଜବତ କରାଯାଇଛି ।

ଏହାର ଆନୁମାନିକ ୩ କ୍ୱିଣ୍ଟାଲ ଓଜନର ମାଦକ ଦ୍ରବ୍ୟ ବୋଟ ଭିତରୁ ଜବତ କରିବାରେ ସକ୍ଷମ ହୋଇଛି INS ସର୍ବଣା । ତେବେ ଏହାର ଆନ୍ତର୍ଜାତିକ ବଜାର ମୂଲ୍ୟ ୩ ହଜାର କୋଟି ହେବ ବୋଲି ସୂଚନା ମିଳିଛି । ଘଟଣାରେ ବୋଟକୁ ଜବତ କରିବା ସହ କ୍ରିଉ ମେମ୍ବରଙ୍କୁ କେରଳର କୋଚି ବନ୍ଦରରେ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.

ବ୍ରେକିଂ