ଆଜି ରାଜ୍ୟରୁ ୩ ହଜାର ୧୫୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୧୫୮  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଖୋର୍ଦ୍ଧାରୁ ସରିବାଧିକ ୫୧୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୮୪, ଯାଜପୁରରୁ ୩୩୨, ବାଲେଶ୍ବରରୁ ୧୭୪, ଭଦ୍ରକରୁ ୧୬୮, ମୟୂରଭଞ୍ଜରୁ ୧୬୪, ପୁରୀରୁ ୧୫୯, ନୟାଗଡରୁ ୧୪୯, କେନ୍ଦ୍ରାପଡାରୁ ୧୧୮, ଜଗତସିଂହପୁରରୁ ୧୧୨, ସୁନ୍ଦରଗଡରୁ ୧୦୦, କେନ୍ଦୁଝରରୁ ୯୨, ଅନୁଗୁଳରୁ ୮୨, କୋରାପୁଟରୁ ୭୪, ମାଲକାନାଗିରିରୁ ୬୪, ରାୟଗଡାରୁ ୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଆଜି ସର୍ବାଧିକ

ସେହିପରି ବୌଦ୍ଧରୁ ୪୧, ନବରଙ୍ଗପୁରରୁ ୪୧, ବରଗଡରୁ ୪୦, ଢେଙ୍କାନାଳରୁ ୩୬, ଝାରସୁଗୁଡାରୁ ୨୫, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୨, ଗଞ୍ଜାମରୁ ୧୯, ଗଜପତିରୁ ୧୯, ସମ୍ବଲପୁରରୁ ୧୫, ନୂଆପଡାରୁ ୧୪, ବଲାଙ୍ଗୀରିରୁ ୧୨, ସୋନପୁରରୁ ୯, ଦେବଗଡରୁ ଏବଂ ଷ୍ଟେଟ ପୁଲରୁ ୮୯ ଜଣ ଆକ୍ରାନ୍ତ ସୁସ୍ଥ ହଇଛନ୍ତି ।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୮୭ ହଜାର ୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଏବେ ରାଜ୍ୟରେ ୨୭ ହଜାର ୩୯୯  ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ