ହାଇଦ୍ରାବାଦରେ କ୍ରାଇମ କରି ଭୁବନେଶ୍ବରରେ ୫ ସାଇବର ଠକ ଗିରଫ

ଭୁବନେଶ୍ବର : ହାଇଦ୍ରାବାଦରେ କ୍ରାଇମ୍‌, ଭୁବନେଶ୍ବରରେ ଗିରଫ । ୫ ସାଇବର ଠକଙ୍କୁ ଗିରଫ କଲା ପୋଲିସ । ଭରତପୁର ଥାନା ପୋଲିସ ସହାୟତାରେ ଗିରଫ କଲା ହାଇଦ୍ରାବାଦ ପୋଲିସ ।

ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମ କରିଥିବା ଅଭିଯୋଗ ହୋଇଥିଲା। ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିସନରେଟ ପୋଲିସ।

Leave A Reply

Your email address will not be published.

ବ୍ରେକିଂ