ଭୁବନେଶ୍ୱର: ମଙ୍ଗଳବାର ଓଡିଶାରୁ ସୁସ୍ଥ ହୋଇଛନ୍ତି ୬୩ କରୋନା ଆକ୍ରାନ୍ତ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମୟୁରଭଞ୍ଜରୁ ୭, ଝାରସୁଗୁଜଡାରୁ ୬, ବାଲେଶ୍ୱର, କଟକରୁ ୫ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
<>
Another 63 Covid patients have recovered and are being discharged on 16.02.2021
14 from Sundargarh
7 from Mayurbhanj
6 from Jharsuguda
5 from Baleswar
5 from Cuttack
4 from Bargarh
3 from Anugul
3 from Bolangir
3 from Kalahandi
3 from Keonjhar
3 from Puri
3 from Rayagada— H & FW Dept Odisha (@HFWOdisha) February 16, 2021
</>
ସେହିପରି ବରଗଡରୁ ୪ଜଣ, ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି , କେନ୍ଦୁଝର, ପୁରୀ ଓ ରାୟଗଡାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।