About Us

ସଫଳତାର ସହ ଆଗକୁ ବଢିଚାଲିଛି ପ୍ରଗତିବାଦୀ। ଅପ୍ରତିହତ ଗତିଶୀଳତା ଉପରେ ଦୃଷ୍ଟି
ଦେଇ ସମାଜର ବିକାଶ ଓ ନୂତନ ମୂଲ୍ୟବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ୧୯୭୩
ମସିହା ଜାନୁଆରୀ ୨୬ ତାରିଖରେ ଆରମ୍ଭ ହୋଇଥିଲା ପ୍ରଗତିବାଦୀ । ପାଠକଙ୍କ ଆଦୃତି
ଲାଭ କରିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପ୍ରଗତି ପଥେ ଆଗେଇ ଚାଲିଛି ପ୍ରଗତିବାଦୀ
। ବିଶିଷ୍ଟ ଜନନେତା ତଥା ଚିନ୍ତାନାୟକ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ପାଠକଙ୍କୁ
ତାଜା ଖବର ଯୋଗାଇ ଦେବା ପାଇଁ ଓଡିଆ ଡିଜିଟାଲ ମିଡିଆରେ ପାଦ ଥାପିଛି
ପ୍ରଗତିବାଦୀ। ଓଡିଶାର କୋଣ ଅନୁକୋଣର ଘଟଣାକୁ ନିରପେକ୍ଷ ଭାବେ ଆମ ପୃଷ୍ଠାରେ
ସ୍ଥାନ ଦେଇ ପାଠକଙ୍କ ପ୍ରଥମ ପସନ୍ଦ ହେବାକୁ ସଂକଳ୍ପବଦ୍ଧ "ପ୍ରଗତିବାଦୀ"।

ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ