ବସ ଚଲାଇ ସମସ୍ତଙ୍କୁ ଚକିତ କଲେ ଏହି ହିରୋଇନ

ମୁମ୍ବାଇ: ବସ ଚଲାଇଲେ ବଲିଉଡ୍‌ର  ଚୁଲବୁଲି ନାୟିକା ତମନ୍ନା ଭାଟିଆ। ନିକଟରେ ସେ ନିଜେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ତମନ୍ନା ଏକ ପଡିଆ ଭିତରେ ବସ୍‌ ଚଲାଉଥିବା ଦେଖାଯାଉଛି।

ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତମନ୍ନା ମାସ୍କ ପିନ୍ଧି ବସ୍ ଚଲାଉଛନ୍ତି ।

ତେବେ ସେ ତାଙ୍କ ଆଗାମୀ ଫିଲ୍ମ ପାଇଁ ବସ ଚଳାଇବା ଶିଖୁଥିବା ଜଣାପଡିଛି।   ତମନ୍ନାଙ୍କ ଏହି ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ