ଅନୁଗୁଳର ରେଙ୍ଗାଲି ଡ୍ୟାମ ପ୍ରଥମ ବନ୍ୟାଜଳ ଛାଡିଲା

ଅନୁଗୁଳ: ପ୍ରଥମ ବନ୍ୟାଜଳ ଛାଡିଲା ରେଙ୍ଗାଲି ଡ୍ୟାମ । ରେଙ୍ଗାଲି ଡ୍ୟାମର କର୍ତ୍ତୃପକ୍ଷ ବୁଧବାର ସକାଳ ୧୧ ଟାରେ ଡ୍ୟାମର ସ୍ଲୁଇସ୍ ଗେଟ୍ ନଂ-୭ ରୁ ବନ୍ୟା ଜଳ ଛାଡିଥିବା ସୂଚନା ମିଳିଛି।

ଜଳଭଣ୍ଡାରକୁ ଜଳ ପ୍ରବାହ ୧୬୨୭ କ୍ୟୁସେକ୍ ହୋଇଥିବାବେଳେ ଆଉଟଫ୍ଲୋ ୧୦୦୦ କ୍ୟୁସେକ୍ ଥିଲା। ସକାଳ ୧୧ଟାରେ ଡ୍ୟାମର ଜଳ ସ୍ତର ସର୍ବାଧିକ ୧୨୫.୫ ମିଟର ତୁଳନାରେ ୧୧୯.୮ ମିଟର ଥିଲା ।

ବନ୍ୟା ଜଳ ଛଡାଯିବା ପୂର୍ବରୁ ଜଳସମ୍ପଦ ବିଭାଗ ନଦୀ କୂଳର ଗାଁର ଲୋକଙ୍କୁ ନଦୀ କିମ୍ବା ଏହାର କୂଳକୁ ନ ଯିବାକୁ ପରର୍ମଶ ଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ