ଭୁବନେଶ୍ଵର: ଦୀର୍ଘ ୯ ମାସରୁ ଅଧିକ ଦିନ ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭାଇରସରୁ ଏବେ ଧିରେ ଧିରେ ଆଶ୍ୱସ୍ତି ମିଳୁଛି। ଆଜି ରାଜ୍ୟରୁ ୨୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଅନୁଗୁଳରୁ ୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୨୮, ବରଗଡରୁ ୨୪, କଟକରୁ ୨୩, ସୁନ୍ଦରଗଡରୁ ୧୭, ଯାଜପୁରରୁ ୧୫, ଝାରସୁଗୁଡାରୁ ୧୫, ବାଲେଶ୍ବରରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବଲାଙ୍ଗୀରିରୁ ୮, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୭, ଜଗତସିଂହପୁରରୁ ୬, ମୟୂରଭଞ୍ଜରୁ ୬, କଳାହାଣ୍ଡିରୁ ୪, ମାଲକାନାଗିରିରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 244 Covid patients have recovered and are being discharged on 08.01.2021
32 from Anugul
28 from Sambalpur
24 from Bargarh
23 from Cuttack
17 from Sundargarh
15 from Jajapur
15 from Jharsuguda
14 from Baleswar
10 from Kendrapara
8 from Bolangir
7 from Keonjhar— H & FW Dept Odisha (@HFWOdisha) January 8, 2021
ସେହିପରି ବୌଦ୍ଧରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ସୋନପୁରରୁ ୩, ନୂଆପଡ଼ାରୁ ୨, ଦେବଗଡ଼ରୁ ୧, ଗଞ୍ଜାମରୁ ୧, କନ୍ଧମାଳରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
7 from Khordha
6 from Jagatsinghpur
6 from Mayurbhanj
4 from Kalahandi
4 from Malkangiri
3 from Boudh
3 from Nabarangpur
3 from Nayagarh
3 from Sonepur
2 from Nuapada
1 from Deogarh
1 from Ganjam
1 from Kandhamal
1 from Koraput
6 from State Pool— H & FW Dept Odisha (@HFWOdisha) January 8, 2021
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୩୯୬ ରେ ପହଞ୍ଚିଛି । ୧ ହାଜର ୯୧୯ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୯୦ ଜଣ କରୋନାରେ ମୃତ୍ୟୁ ହେଇଛି ।