୩୭୮ ଓଏଏସ ଅଧିକାରୀଙ୍କ ନିଯୁକ୍ତି ବୈଧ: ହାଇକୋର୍ଟ

କଟକ: ୩୭୮ OASଙ୍କ ପାଇଁ ଖୁସି ଖବର।  ୨୦୦୬ ଓଏଏସ୍ ନିଯୁକ୍ତ ବିବାଦ ମାମଲାରେ ୩୭୮ ଓଏଏସ୍ ଅଧିକାରୀଙ୍କୁ ଆଶ୍ୱସ୍ତି ମିଳିଛି । ଓଏଏସ ଅଧିକାରୀଙ୍କ ନିଯୁକ୍ତକୁ ବୈଧ କରିଛନ୍ତି ହାଇକୋର୍ଟ । ସ୍ୟାଟଙ୍କ ଆଦେଶ ରଦ୍ଦ ସହ ନିଯୁକ୍ତିକୁ ବୈଧ କରିଛନ୍ତି ହାଇକୋର୍ଟ । ୨୦୦୬ର ନିଯୁକ୍ତି…

ପୀୟୁଷ ଗୋଏଲଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି।  କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ…

ବାନ୍ଦିପୋରାରେ ଗ୍ରେନେଡ ଆକ୍ରମଣ: ୬ ସାଧାରଣ ନାଗରିକ ଆହତ

ଶ୍ରୀନଗର: ମଙ୍ଗଳବାର ଉତ୍ତର କାଶ୍ମୀରର ବାନ୍ଦିପୋରାର ସୁମ୍ବଲ ପୁଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଗ୍ରେନେଡ ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣରେ ଅନେକ ଗାଡିର କାଚ ଭାଙ୍ଗି ଯାଇଛି। ଏହି ହଠାତ୍ ଆକ୍ରମଣ ପରେ ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଥିଲା । ଆକ୍ରମଣ…

ଗର୍ଭାବସ୍ଥାରେ ମହିଳାଙ୍କ ପାଇଁ ଖୁବ ଲାଭଦାୟକ ଖଜୁରୀ

ଖଜୁରୀକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । ଏଥିରେ ସୁସ୍ଥ ଚର୍ବି, ସୋଡିୟମ୍, ଡାଏଟାରୀ ଫାଇବର, ପ୍ରାକୃତିକ ଚିନି, ପ୍ରୋଟିନ୍, ଭିଟାମିନ୍ ଡି, ଆଇରନ୍ ଏବଂ ପୋଟାସିୟମ୍ ଥାଏ । ଯଦିଓ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ, କିନ୍ତୁ ଗର୍ଭବତୀ ମହିଳାମାନଙ୍କ ପାଇଁ ଏହା…

ମଙ୍ଗଳବାର ଦିନ କରନ୍ତୁ ଏହି କାର୍ଯ୍ୟ, ଦୂର ହେବ ସବୁ ବାଧା ବିଘ୍ନ

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ବିଭିନ୍ନ ଦେବତାଙ୍କୁ ଉତ୍ସର୍ଗ କରାଯାଇଥାଏ ଏବଂ ନିର୍ଦ୍ଦିଷ୍ଟ ଦିନ ଅନୁଯାୟୀ ଦେବତାମାନଙ୍କୁ ପୂଜା କରାଯାଇଥାଏ। ଆଜି ଅର୍ଥାତ୍ ମଙ୍ଗଳବାର ଭଗବାନ ହନୁମାନଙ୍କ ପାଇଁ  ଉତ୍ସର୍ଗ କରାଯାଇଛି ।  ଏହି ଦିନ ହନୁମାନଙ୍କର ପୂଜାପାଠର ଏକ ନିୟମ ଅଛି ଏବଂ…

ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

ନଭେମ୍ବର ମାସ ଉତ୍ସବ ଏବଂ ଉତ୍ସାହରେ ପରିପୂର୍ଣ୍ଣ । ଯଦି ଆପଣ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବ୍ୟାଙ୍କ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି, ତେବେ ସମସ୍ତ ଘରୋଇ ଏବଂ ସରକାରୀ ବ୍ୟାଙ୍କ ଛୁଟି ଜାଣିବା ଜରୁରୀ ଅଟେ ।  ଛୁଟିଦିନକୁ ଧ୍ୟାନରେ ରଖି କାର୍ଯ୍ୟ ଯୋଜନା କରିବା ଉଚିତ୍। ଆରବିଆଇ…

ମାଛର ଦାମ୍ ୩୬ ଲକ୍ଷ

କୋଲକାତା:  ଗୋଟିଏ ମାଛ ପାଇଁ ଲକ୍ଷପତି ହୋଇଗଲେ ମତ୍ସ୍ୟଜୀବୀ । ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ୫ଜଣ ମତ୍ସ୍ୟଜୀବୀ ମାଛ ଧରିବା ବେଳେ ଜାଲରେ ପଡିଥିଲା ୭୮.୪ କେଜି ଓଜନର ଏହି ବିଶାଳକାୟ ମାଛ। ମାଛ ପାଇଁ ନିଲାମ ଡକାଗଲା। ଲକ୍ଷେ ନୁହେଁ କି ୨ ଲକ୍ଷ ନୁହେଁ, ପୁରା ୩୬ ଲକ୍ଷ ୫୩ ହଜାର ଟଙ୍କାରେ…

ମଟର ପଲାଉ

ଆବଶ୍ୟକ ସାମଗ୍ରୀ ବାସୁମତି ଚାଉଳ, ଘିଅ, ଲୁଣ, ଚିନି, ଗୋଲମରିଚ, ଲବଙ୍ଗ, ଗୁଜୁରାତି, ଡାଲଚିନି, ତେଜପତ୍ର, ହଳଦୀ ପାଉଡର, କାଜୁ, କିସମିସ, ଜିରା, ପିଆଜ, ରସୁଣ, ଅଦା, ଟମାଟୋ, ଗ୍ରୀନ୍ ମଟର, ଜିରା ପାଉଡର । ପ୍ରସ୍ତୁତି ପ୍ରଣାଳ ପ୍ରଥମେ ବାସୁମତି ଚାଉଳକୁ ୧୫ ରୁ ୨୦ ମିନିଟ…

୪୭ ବର୍ଷ ବୟସରେ ରବିନା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି । ୨୬ ଅକ୍ଟୋବର ୧୯୭୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରବିନା । ରବିନା ଜଣେ ଅଭିନେତ୍ରୀ ହେବା ସହିତ , ଜଣେ ମଡେଲ ଏବଂ ପ୍ରଡ୍ୟୁସର ମଧ୍ୟ । ଅନେକ ହିଟ…

ମମିତାଙ୍କ ପରିବାରକୁ ଭେଟିବାକୁ କଣ୍ଟାବାଞ୍ଜିରେ ବିଜେପି ଟିମ୍

ବଲାଙ୍ଗୀର: ମମିତା ମେହେରଙ୍କ ଘରେ ବିଜେପିର ଉଚ୍ଚ ପ୍ରତିନିଧି ଦଳ। କଣ୍ଟାବାଞ୍ଜିରେ ପହଞ୍ଚିଲା ବିଜେପି ଟିମ୍। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ  ବିଜେପିର ୧୫ ଜଣିଆ ଟିମ୍  ମୃତ ସନସାଇନ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ…
ବ୍ରେକିଂ