ବାଦାମ ପକୋଡା

ଆବଶ୍ୟକ ସାମଗ୍ରୀ;

  • ୨ କପ ଚିନାବାଦାମ
  • ଗୋଟେ କପ ଚାଉଳ ଗୁଣ୍ଡ
  • ଗୋଟେ କପ ବେସନ
  • ଗୋଟେ ଚାମଚ ଲଙ୍କା ଗୁଣ୍ଡ
  • ଗୋଟେ ଚାମଚ ଲୁଣ
  • କିଛି ଭୃଷୁଙ୍ଗା ପତ୍ର
  • ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ବେସନ, ଚାଉଳ ଗୁଣ୍ଡ, ବାଦାମ, ଲଙ୍କା ଗୁଣ୍ଡ, ଭୃଷୁଙ୍ଗା ପତ୍ର, ଲୁଣକୁ ମିଶାନ୍ତୁ । ଟେଷ୍ଟ ବଢେଇବା ପାଇଁ ଗୋଟେ ଚାମଚ ଗରମ ତେଲ ମିଶାନ୍ତୁ । ଆବଶ୍ୟକତା ଅନୁସାରେ ପାଣି ଦେଇ ଏକ ମୋଟା ଘୋଳ ବନାନ୍ତୁ । ଏବେ କଡେଇରେ ତେଲ ଗରମ କରନ୍ତୁ । ଏବେ ବାଦାମ ମିଶ୍ରିତ ଘୋଳକୁ ଛାଣି ଦିଅନ୍ତୁ । ଏବେ ଛଣା ବାଦାମ ପକୋଡାକୁ ଗରମ ଗରମ ଚାହା ସହିତ ମଜା ନିଅନ୍ତୁ ।

Leave A Reply

Your email address will not be published.

ବ୍ରେକିଂ