ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ବିସିସିଆଇ ପ୍ଲେଇଙ୍ଗ ଇଲେଭେନ ଘୋଷଣା

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲା । ଏଥିପାଇଁ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଦଳର ଅଧିନାୟକ ବିରାଟ କୋହଲି ଫାଇନାଲ ମୁକାବିଲାର ଦିନକ ପୂର୍ବରୁ ୧୧ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ଏହି ମୁକାବିଲାରେ ଭାରତ ତିନିଜଣ ପ୍ରେସର ଓ ୨ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ।

ପ୍ଲେଇଙ୍ଗ ଇଲେଭେନ୍‌
୧ – ରୋହିତ ଶର୍ମା
୨ – ଶୁବମାନ ଗିଲ୍
୩ – ଚେ ପୂଜାରା
୪ – ବିରାଟ କୋହଲି (ଅଧିନାୟକ)
୫ – ଅଜିଙ୍କ୍ୟ ରାହାଣେ
୬ – ଋଷଭ ପନ୍ତ (WK)
୭ – ରବିନ୍ଦ୍ର ଜାଡେଜା
୮ – ରବି ଅଶ୍ୱିନ୍
୯ – ଜସପ୍ରୀତ ବୁମ୍ରା
୧୦ – ଇଶାନ୍ତ ଶର୍ମା
୧୧ – ମହମ୍ମଦ ଶାମି

Leave A Reply

Your email address will not be published.

ବ୍ରେକିଂ