ଚିଲିକା ସୁରକ୍ଷା ଓ ପାରିପାଶ୍ୱର୍କ ଉନ୍ନୟନ ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଚିଲିକାର ସୁରକ୍ଷା ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୯୯୧ ମସିହାରେ ଚିଲିକା…

ଭାରସାମ୍ୟ ହରାଇ ଗ୍ୟାରେଜ ଭିତରେ ପଶିଲା ଟ୍ରକ; ଜଣେ ମୃତ, ୨ ଗୁରୁତର ଆହତ

ବଣାଇ: ଭାରସାମ୍ୟ ହରାଇ ଗ୍ୟାରେଜ ଭିତରେ ପଶିଗଲା ଟ୍ରକ । ଘଟଣାସ୍ଥଳରେ ଗ୍ୟାରେଜ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ହେଲପର ଗୁରୁତର ଆହତ । ମଙ୍ଗଳବାର ସଂଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏଭଳି ଦୁର୍ଘଟଣା । ମୃତକ ଜଣଙ୍କ ହେଲେ ଡମୁରୁ ମୁଣ୍ଡା ବୋଲି ଜଣାପଡିଛି । ସୂଚନାଯୋଗ୍ୟ…

ସିବିଏସ୍ଇ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର:  ସିବିଏସ୍ଇ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଛା ଜଣାଇଛନ୍ତି। ଏ ନେଇ ସେ ଟ୍ଵିଟ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ କରି ସେମାନଙ୍କର ସୁସ୍ଥ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା…

ମନ୍ତ୍ରୀ ସୁଶାନ୍ତ ସିଂହ ଦ୍ୱାରା ମୋ ଅନୁଭୂତିରେ ଲଦାଖ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଭ୍ରମଣକାରୀର ଅଭିଜ୍ଞତା ଓ ଅନୁଭୂତି ପାଠକମାନଙ୍କୁ ଆକର୍ଷିତ କରିଥାଏ । ତଥ୍ୟଭିତ୍ତିକ ଭ୍ରମଣ କାହାଣୀ ଆମକୁ ଯେତେ ରୋମାଞ୍ଚିତ କରେ ତା’ଠାରୁ ଅଧିକ ଜ୍ଞାନବୃଦ୍ଧିରେ ପ୍ରଭାବିତ କରିଥାଏ । ବିଶେଷ ଭାବରେ ବାହାର ସ୍ଥାନର କଳା, ସଂସ୍କୃତି, ପରମ୍ପରା, ଲୋକଙ୍କ ଜୀବନଶୈଳୀ, ଭୌଗୋଳିକ…

ଦେଶରେ ବଢୁଛି ସଂକ୍ରମଣର ରିପ୍ରଡିଭିଟି ରେଟ୍

ନୂଆଦିଲ୍ଲୀ: ଦେଶରେ ବଢୁଛି ସଂକ୍ରମଣର ରିପ୍ରଡିଭିଟି ରେଟ୍ । ପ୍ରେସମିଟରେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । କେସ୍ ବଢୁଥିବା ବିଭିନ୍ନ ଦେଶ ଭଳି ଭାରତରେ ବି ଆର୍.ଭାଲ୍ୟୁ ବଢୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାସହ ଆମେରିକାରେ ୧.୨, କାନାଡାରେ…

ଖ୍ରୀଷ୍ଟମାସରେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଓ ଅମିରଙ୍କ ଫିଲ୍ମ ‘ଲାଲ ସିଂହ ଚଡଢା ରିଲିଜ ହେବ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସରେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଓ ଅମିରଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍‌ଢା ‘ ମଧ୍ୟରେ ହେବ କଡା ଟକ୍କର । ଯାହାଫଳରେ ସିନେ ପ୍ରେମୀଙ୍କୁ ଏହି ଦିନରେ ଦୁଇଟି ଭଲ ଚଳଚ୍ଚିତ୍ର ଦେଖିବାକୁ ପାଇବେ । ତେବେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’ର…

ପାଳଙ୍ଗ ମସରୁମ ମସଲା

ଆବଶ୍ୟକ ସାମଗ୍ରୀ ଛତୁ, ପାଳଙ୍ଗ ପତ୍ର, ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଧନିଆ ପାଉଡର, ଗରମ ମସଲା, କସ୍ତୁରୀ ମେଥି, କ୍ୟାପସିକମ୍‌, ପିଆଜ, ଅଦା, କଂଚା ଲଙ୍କା, ଦହି, ଟମାଟୋ, ଟମାଟୋ ସସ୍‌, ତେଲ, ଗୋଲମରିଚ ପାଉଡର । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଛତୁକୁ କାଟି ଧୋଇ…

ଆଜି ଓଡିଶାରୁ ୧୭୦୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୧୭୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୩ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ…

ଧାନ ବିଲରେ କାମ କରୁଥିବା ବେଳେ ବ୍ରଜପାତ, ୨ ମୃତ

ବାଲେଶ୍ବର : ଧାନ ବିଲରେ କାମ କରୁଥିବା ବେଳେ ବ୍ରଜପାତ । ଏଥିରେ ୨ ଜଣଙ୍କର ମୃତ୍ୟୁ  ଘଟିଥିବା ସୂଚନା ମିଳିଛି । ସିମୁଳିଆ ଥାନା କହ୍ନେଇଁବିନ୍ଧା ଗାଁରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ୨ ଶ୍ରମିକ କାମ କରିବା ପାଇଁ ମୟୂରଭଞ୍ଜରୁ ସିମୁଳିଆ ସ୍ଥିତ କହ୍ନେଇଁବିନ୍ଧା…

ବଲିଉଡ ସିଙ୍ଗର ହନି ସିଂ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିଲେ ପତ୍ନୀ

ନୂଆଦିଲ୍ଲୀ: ବଲିଉଡର ବିବାଦୀୟ ରାପର ହନି ସିଂ ପୁଣି ଥରେ ଅଡୁଆରେ ପଡିଛନ୍ତି । ହନିଙ୍କ ପତ୍ନୀ ଶାଲିନୀ ତଲୱାର ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ତିସ ହଜାରୀ କୋର୍ଟର ମାଜିଷ୍ଟ୍ରେଟ ତାନିୟା ସିଂଙ୍କ ନିକଟରେ ଶାଲିନୀ…
ବ୍ରେକିଂ