ଭୁବନେଶ୍ୱର ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ପୁଣିଥରେ ସିଲ୍

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ମୁଖ୍ୟ କାର୍ଯ୍ୟାଳୟକୁ ପୁଣିଥରେ ସିଲ୍‌ କରାଯାଇଛି। ବ୍ୟାଙ୍କ୍‌କୁ ୪ ଦିନ ପାଇଁ ସିଲ୍‌  କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି) । ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତୁ ନିଆଯାଇଛି।  ୮ରୁ ୧୧ ତାରିଖ ୯୬ ଘଣ୍ଟା ପର୍ଯ୍ୟନ୍ତ  ବ୍ୟାଙ୍କକୁ ସିଲ୍‌ କରିଛି ବିଏମସି।

ପୂର୍ବରୁ ବ୍ୟାଙ୍କରୁ ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ୨ ଦିନ ପାଇଁ ସିଲ କରାଯାଇଥିଲା ।

Leave A Reply

Your email address will not be published.

ବ୍ରେକିଂ