ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ମୃତ

ଅନୁଗୋଳ : ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ମୃତ।  ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ଗାଁରେ ଏଭଳି ଘଟଣା ଘଟିଛି । ମୃତ ହାତୀକୁ ଆନୁମାନିକ ୧୦ ବର୍ଷ ହୋଇଥିବ ବୋଲି ବନବିଭାଗ ସୂଚନା ଦେଇଛି ।

ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିବା ବେଳେ ହାତୀଟି ଏହା ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

 

Leave A Reply

Your email address will not be published.

ବ୍ରେକିଂ