Browsing Category

ଓଡିଶା

filter-circle-outline

ସମ୍ବଲପୁରରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ

ବୁର୍ଲା: ବୁର୍ଲା ମେଡିକାଲରେ ପୁଣି ଭର୍ତ୍ତି ହେଲେ ୨ ଡେଙ୍ଗୁ ରୋଗୀ । ଏନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ଦୁଇ ରୋଗୀଙ୍କ ମଧ୍ୟରେ ଜଣେ ମହାରାଷ୍ଟ୍ରର ହୋଇଥିବା ବେଳେ ଅନ୍ୟଜଣେ ଦେବଗଡ ଜିଲ୍ଲାର ବୋଲି ଜଣାପଡିଛି । ଦେବଗଡ ଜିଲ୍ଲାରୁ ଆସିଥିବା ରୋଗୀ ଜଣକ…

ହାତୀ ଆକ୍ରମଣରେ ମହିଳା ମୃତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ । ବାଦମପାହାଡ଼ ରେଞ୍ଜ ଟିଆକାଟି ଗ୍ରାମର ସୁଖୀ ବାସ୍କେ ନାମକ ବୃଦ୍ଧା ତିନି ଚାରି ଜଣ ଅନ୍ୟ ମହିଳାଙ୍କ ସହିତ ଛତୁ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଦୁଇଟି ଗୋଠଛଡ଼ା ହାତୀ ହାବୁଡ଼ରେ ପଡ଼ିଥିଲେ।…

ରାଇକିଆ ଥାନା କାର୍ଯ୍ୟରତ ଗୃହରକ୍ଷୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ ଜଣେ କାର୍ଯ୍ୟରତ ମହିଳା ଗୃହରକ୍ଷୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ଗିରଫ ଯୁବକ ଜଣକ ହେଲେ ଖଜୁରୀପଡ଼ା ଥାନା ଅଞ୍ଚଳର କୁନା ଦିଗାଳ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ମହିଳାଙ୍କୁ ଜୋର ଜବରଦସ୍ତ…

ମାଛ ଧରିବା ବେଳେ ନଦୀରେ ବୁଡି ଯୁବକ ନିଖୋଜ

ବଡବିଲ :  ମାଛ ଧରିବା ବେଳେ ନଦୀରେ ବୁଡି ଯୁବକ ନିଖୋଜ । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସୁନା ନଦୀରେ ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ଯୋଡ଼ା ଉଲି ହଟିଙ୍ଗ ଅଞ୍ଚଳର ପୁତୁଲ ମୁଣ୍ଡା ଓରଫ ଟୁରା ବୋଲି ଜଣା ପଡିଛି । ସୂଚନାଯୋଗ୍ୟ ଶୁକ୍ରବାର ଦିନ ପୁତୁଲ ନଦୀରେ…

ବାଲିଗୁଡ଼ା ଉପ କାରାଗାରର ୩୦ ଅନ୍ତେବାସୀ କରୋନା ସଂକ୍ରମିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ୩୦ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି  । ଏହାପରେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନେଇ  ଜେଲ୍ ସୁପରିଟେଣ୍ଡେଣ୍ଟ୍ ସଞ୍ଜିବ କୁମାର ସଏ ସୂଚନା ଦେଇଛନ୍ତି ।   ଗତ ୨୬…

୨୦୦୮ କନ୍ଧମାଳ ଦଙ୍ଗା ମାମଲା, ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡାଦେଶ

ଫୁଲବାଣୀ: ବହୁ ଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡ ସ୍ଥିତ ଦେୱାନୀ ଓ ଫୌଜଦାରି ଅଦାଲତ (ଜେଏମଏଫସି)ର ବିଚାରପତି ଅନୁରାଗ ଦେହୁରୀ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୩୦ ଜଣ ଅଭିଯୁକ୍ତକୁ ୨ ବର୍ଷଲେଖାଏଁ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧ ହଜାର…

୩ ହଜାର ଟଙ୍କା ଲାଞ୍ଚ ନେଇ ଆରଆଇ ଗିରଫ

ଫୁଲବାଣୀ : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟର ।  ତିନି ହଜାର ଟଙ୍କା ଲାଞ୍ଚ ନେଇ କନ୍ଧମାଳ ଜିଲ୍ଲାର ଜଣେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୁଦାରୀ ଆରଆଇ ସୁନୀଲ ଦିଗାଲ । ସେହି ଅଞ୍ଚଳର…

ସୁବର୍ଣ୍ଣରେଖା ନଦୀରେ ବୁଡ଼ି ଜଣେ ନିଖୋଜ

ବାଲେଶ୍ବର  : ବାଲେଶ୍ବର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ମାନପୁର ସୁବର୍ଣ୍ଣରେଖା ନଦୀ ସିଆଡି ଘାଟରେ ଅଘଟଣ। ଶ୍ରାବଣ ସୋମବାରର ଜଳାଭିଷେକ ପାଇଁ ନଦୀକୁ ପାଣି ଆଣିବାକୁ ଯାଇ ବୁଡ଼ ମାରିବା ବେଳେ ଦୁଇ ଭାଇ ବୁଡି ଯାଇଥିବା ସୂଚନା ରହିଛି । ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ…

ଓଭରବ୍ରିଜ୍‌ ଉପରେ ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ଅଧିନ ତାମୁଳିଆ ଉଡନ୍ତା ପୋଲ ଉପରେ ହଠାତ ଜଲିଗଲା ଟ୍ରକ।  ଆଜି ପ୍ରାୟ ଦିନ ୧୨ଟାରେ ଏକ ଚଳନ୍ତା ଡମ୍ଫରରେ  ଅଚାନକ ନିଆଁ ଲାଗିଯାଇଥିଲା। ନିଆଁ ଜଳିବା ପରେ ଗାଡି ଅଟକାଇ ଡ୍ରାଇଭର ଓ ହେଲପର ତଳକୁ ଆସିଥିଲେ। ଖବରପାଇ ଦମକଳବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ…

ବାପା-ମା’ ହରାଇଥିବା ୧୦୩ ଶିଶୁଙ୍କୁ ଆଶୀର୍ବାଦ 

ଦେବଗଡ଼:  ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା ଓ ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ଘୋଷିତ ଆଶୀର୍ବାଦ ଯୋଜନାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା…
ବ୍ରେକିଂ