Browsing Category

କଟକ

ଅବକାରୀ ବିଭାଗର ଚଢ଼ାଉ : ୨୬ ଲିଟର ଦେଶୀ ମଦ ଜବତ, ୨ ଗିରଫ

ବାଙ୍କୀ: ଦେଶୀ ମଦ ସହ ଦୁଇ ଜଣଙ୍କୁ ବନ୍ଧିଲା ଅବକାରୀ ବିଭାଗ । କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଅବକାରୀ ବିଭାଗ ୨୬ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ୍ କରିଛି । ସୂଚନା ଅନୁଯାୟୀ,ଆଜି ସକାଳୁ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଡକ୍ଟର ଶାନ୍ତନୁ କୁମାର ଦାସଙ୍କ ନିର୍ଦେଶ କ୍ରମେ…

ନେତାଜୀ ଟର୍ମିନାଲ ପାଇଁ ହାଇକୋର୍ଟଙ୍କ ଅନୁମତି

କଟକ: କଟକରେ ନେତାଜୀ ବସ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ। ଖାନନଗରରେ ବସ ଟର୍ମିନାଲ ସ୍ଥାନାନ୍ତର ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି କୋର୍ଟ। ହାଇକୋର୍ଟ କହିଛନ୍ତି ବସ ଟର୍ମିନାଲ ନିର୍ମାଣ ରାଜ୍ୟ ସରକାରଙ୍କର ନୀତିଗତ ନିଷ୍ପତ୍ତି। ତେଣୁ ଏହା ଉପରେ ହସ୍ତକ୍ଷେପ…

ପାଣ୍ଡବ ବଖରା ପାହାଡ଼ ଜଙ୍ଗଲରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟବାନ ବୃକ୍ଷ

ବାଙ୍କୀ: ଜଙ୍ଗଲରେ ଅଗ୍ନିକାଣ୍ଡ । ବାଙ୍କୀ ଡମପଡା ବ୍ଲକ ପାଥପୁର ପଞ୍ଚାୟତ ଅମରେନ୍ଦ୍ରପୁର ଠାରେ ଥିବା ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପାଣ୍ଡବ ବଖରା ପାହାଡ଼ସ୍ଥ ଜଙ୍ଗଲ ରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଜଙ୍ଗଲର ବହୁ ଅଞ୍ଚଳ ପୋଡି ଛାରଖାର ହୋଇଯାଇଛି । ଏଥିରେ ବହୁ ମୂଲ୍ୟବାନ ବୃକ୍ଷ ତଥା…

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାରର ୬ ସଦସ୍ୟ

ନିଶ୍ଚିତକୋଇଲି : କଟକ ଜିଲ୍ଲା ମାହାଙ୍ଗା ଥାନା ଜଇପୁର-ଦୋବନ୍ଦିଆ ରାସ୍ତା ମଧୁପୁର ଛକଠାରେ ଜଳିଗଲା ଚଳନ୍ତା କାର୍ । ତେବେ କାରରେ ଥିବା ଗୋଟିଏ ପରିବାରର ୬ ସଦସ୍ୟ ଘଟମାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି  । ସୂଚନା ଅନୁଯାୟୀ, ଗୋଟିଏ ପରିବାରର ୬ ସଦସ୍ୟ ଏକ ଇଣ୍ଡିକୋ କାରରେ ଜଇପୁରରୁ…

ଭଗିପୁର ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ହରିଣ ଛାଲ ଉଦ୍ଧାର

ବାଙ୍କୀ: ଜଙ୍ଗଲରୁ ଉଦ୍ଧାର ହେଲା ହରିଣ ଛାଲ । ଆଜି ଚନ୍ଦକା ଡମପଡାବନା ଅଞ୍ଚଳ ଭଗିପୁର ସେକସନ ଅଧିନରେ ଥିବା ଭଗିପୁର ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ହରିଣ ଛାଲକୁ ବନବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବନବିଭାଗର ପେଟ୍ରୋଲିଂ ସମୟ ରେ ଭଗିପୁର ଗ୍ରାମ…

ଅବକାରୀ ବିଭାଗର ଚଢ଼ାଉ: ୪୦୦ ଲିଟର ଚୋରା ଦେଶୀ ମଦ ଜବତ, ୨ ଗିରଫ

ବାଙ୍କୀ: ଚଢ଼ାଉ କଲା ଅବକାରୀ ବିଭାଗ । ଗିରଫ ହେଲେ ଦେଶୀ ମଦ ବ୍ୟବସାୟୀ ।  ଆଜି ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ  ୨ ଜଣ ଦେଶୀ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏସାଇ ତେଲେଫର ଲାକ୍ରାଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ବାଙ୍କୀ କଟକ…

ବାଙ୍କୀର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ଜଣେ ଗିରଫ

ବାଙ୍କୀ : ବାଙ୍କୀର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଏସାଇ ତେଲେଫର ଲାକ୍ରାଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ ଏହି ଚଢାଉ କରିଥିଲା । ଚଢାଉ ବେଳେ 2 ପେଟି ଚୋରା ବିଦେଶୀ ମଦ ଜବତ କରାଯାଇଛି । ଘଟଣାରେ ଜଣକୁ ଗିରଫ ମଧ୍ଯ କରାଯାଇଛି ।…

କୂଅରେ ପଡ଼ି ୧୦ବର୍ଷ ଶିଶୁକନ୍ୟାର ମୃତ୍ୟୁ

ବାଙ୍କୀ: କୂଆରେ ବୁଡି ଚାଲିଗଲା ଶିଶୁକନ୍ୟାର ଜୀବନ । ବାଙ୍କୀ ଥାନା ଅଧିନସ୍ଥ ଗୋପାଳପୁର ଗାଁ କୂଅରେ ପଡ଼ି ଶିଶୁକନ୍ୟା ମୃତ୍ୟୁ ହୋଇଛି ।  ମୃତ ଶିଶୁକନ୍ୟାର ନାମ ଲକ୍ଷ୍ମୀ ପ୍ରିୟା ରାଉତ ବୋଲି ଜଣା ପଡିଛି। ମୁତ ଶିଶୁ କନ୍ୟାଙ୍କ ଘର ବଡମ୍ବା ଅଞ୍ଚଳର ତୁଳସୀପୁର ଗାଁ ମାନସ ରାଉତଙ୍କ ଝିଅ ବୋଲି…

ପୋଲିସ ଉପରକୁ ବୋମାମାଡ, କନେଷ୍ଟବଳ ଆହତ

ଆଠଗଡ : ପୋଲିସ ଉପରକୁ ବୋମାମାଡ । ଆଠଗଡ ଖୁଣ୍ଟୁଣି ଥାନା ଡାଳଭାଗ ଗାଁରେ ପୋଲିସ ଉପରେ ବୋମାମାଡ ହୋଇଥିବା ଜଣାପଡିଛି । ସେପଟେ ବୋମାମାଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ଆଠଗଡ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଡାଳଭାଗ ଗାଁରେ ଏକ ସିମେଣ୍ଟ କାରଖାନାକୁ…

ଶୁକ୍ରବାରଠାରୁ ଖୋଲିବ ବାବା ଧବଳେଶ୍ଵରଙ୍କ ପୀଠ

ଆଠଗଡ:  ଶୁକ୍ରବାରଠାରୁ ଖୋଲିବ ବାବା ଧବଳେଶ୍ଵରଙ୍କ ପୀଠ । ଆଠଗଡ ଉପଜିଲ୍ଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି  । ନିଷ୍ପତ୍ତି ଅନୁଯାୟୀ ୮ ତାରିଖରେ ପୂଜକଙ୍କ ପରିବାର ଦର୍ଶନ କରିବେ। ବୈଠକ ପରେ ଆଠଗଡ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ୯ ଓ ୧୦…
ବ୍ରେକିଂ