Browsing Category
କନ୍ଧମାଳ
ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
କନ୍ଧମାଳ: ବସ୍ ଚାଲୁଥିଲା ବେଳେ ଲାଗିଗଲା ନିଆଁ । ହୁ ହୁ ହୋଇ ଜଳିଗଲା ବସ । ଅଳ୍ପକେ ବର୍ତ୍ତିଗଲେ ସମସ୍ତ ଯାତ୍ରୀ। କନ୍ଧମାଳ ଜିଲ୍ଲା କେ. ନୁଆଗାଁ ଥାନା କଞ୍ଜାମେଣ୍ଡି ଛକରେ ନିଆଁ ଲାଗି ଏକ ଯାତ୍ରୀବାହୀ ବସ ଜଳିଯାଇଛି । ସୂଚନା ଅନୁଯାୟୀ, ବସଟି ସକାଳୁ ୫୯ ନମ୍ବର ଯାତୀୟ ରାଜପଥ ଦେଇ…
ଏମିତି ବି ଆସେ ମୃତ୍ୟୁ: କାନ୍ଧରେ ଟାଙ୍ଗିଥିବା ଟାଙ୍ଗିଆରେ ଚାଲିଗଲା ଜୀବନ
ଖଜୁରୀପଡ଼ା: କଥାରେ ଅଛି ବିଧିର ବିଧାନ କେ କରିବ ଆନ । ମୃତ୍ୟୁ କାହାକୁ କିପରି ଭାବେ ଆସେ ତାହା କେହି ଜାଣି ନ ଥାଆନ୍ତି । ଜାଳ କାଠ ଓ ଟାଙ୍ଗିଆ କାନ୍ଧରେ ବୋଝେଇ ଆଣିବା ବେଳେ ନିଜ ପିନ୍ଧାଲୁଗା ଗୋଡ଼ରେ ଛନ୍ଦି ହୋଇ ଯିବାରୁ ତଳେ ପଡି ଯାଇଥିଲେ । ଟାଙ୍ଗିଆ ଧାରରେ ବେକ ଲାଗିଗଲା । ବାସ୍ ତା…
ଯୋଡାମୁଣ୍ଡ ଶିଶୁ କାଳିଆ ଆରପାରିରେ
କଟକ: ଆରପାରିରେ କାଳିଆ । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ କାଳିଆର ମୃତ୍ୟୁ ହୋଇଛି । କନ୍ଧମାଳର ଜୋଡାମୁଣ୍ଡ ଶିଶୁ ଜଗା-କାଳିଆ ୨ବର୍ଷ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଉଥିଲେ । ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ । ଦିଲ୍ଲୀ ଏମ୍ସରେ ଉଭୟ ଶିଶୁ ଦୀର୍ଘ ଦିନ ଧରି…