Browsing Category

କଳାହାଣ୍ଡି

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି :  ଆଜି କଳାହାଣ୍ଡି ଗସ୍ତ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସେ କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ । ଏହି ଅବସରରେ ଚାଷୀଙ୍କ ଲାଗି ବାର୍ତ୍ତା ଦେବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପ୍ରଭାବ ହ୍ରାସ ପରେ ଏହା…

ଓଲଟିଲା ଯାତ୍ରୀବାହୀ ବସ, ୨ ଗୁରୁତର

କଳାହାଣ୍ଡି : ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ଜଣେ ଯାତ୍ରୀ ଓ ହେଲପର ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି-ନବରଂଗପୁର ସୀମାନ୍ତରେ ଥିବା ଆମ୍ବପାଣି ଘାଟିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି…

ଲାଞ୍ଚ ନେବାବେଳେ ଧରାପଡିଲେ ଆଇସିଡିଏସ୍ ସୁପରଭାଇଜର

କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାଲ୍ସ ଜାଲରେ ଧରାପଡିଲେ ଆଇସିଡିଏସ୍ ସୁପରଭାଇଜର ରାଧାରାଣୀ ଦେଈ । 10,000 ଟଙ୍କା ଲାଞ୍ଚ ନେବା ତାଙ୍କୁ ଧରିଛି ଭିଜିଲାଲ୍ସ ଟିମ୍‌ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା କୁଟ୍ରୃଖମାର ସେକ୍ଟର ଆଇସିଡିଏସ୍ ସୁପରଭାଇଜର ରାଧାରାଣୀ ଦେଈ ଜଣେ ଅଙ୍ଗନବାଡି…

ବନ୍ଧୁକ ମୁନରେ ୪୦ ଭରି ସୁନା ଲୁଟ୍

କଳାହାଣ୍ଡି : ବନ୍ଧୁକ ମୁନରେ ୪୦ ଭରି ସୁନା ଲୁଟ୍‌। ଏଥିସହ ଦୁଇଟି ମୋବାଇଲ ଓ ଗୋଟିଏ ବୁଲେଟ ମଧ୍ୟ ଲୁଟି ନେଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗାଁର ଯଜାତି ପଟ୍ଟଯୋଶୀଙ୍କ ଘରୁ ଏହି ଲୁଟ ହୋଇଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ…

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ୨ ମୃତ

ରାୟଗଡା : ରାୟଗଡା ଜିଲ୍ଲା ଟିକିରି ଥାନା କାଳିଆପଡ଼ା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଲଟିଥିବା ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୨ ଜଣ ଗୁରୁତର ମଧ୍ୟ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, କଳାହାଣ୍ଡିରୁ କାମ ସାରି ଆନ୍ଧ୍ରର…
ବ୍ରେକିଂ