Browsing Category

କେନ୍ଦୁଝର

ଜଙ୍ଗଲରେ ନିଆଁ ଲଗାଇ ୩ ଶିକାରୀ ଗିରଫ୍

ତେଲକୋଇ: ଜଙ୍ଗଲରେ ନିଆଁ ଲଗାଇ ଗିରଫ ହେଲେ ଶିକାରୀ । କେନ୍ଦୁଝର ଜିଲ୍ଲା ଝାରବେଡା ସଂରକ୍ଷିତ ଜଙ୍ଗଲରେ ୩ ଶିକାରୀ ଗିରଫ୍ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଗିରଫ ଶିକାରୀମାନେ ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିଲେ । ଏତକିବେଳେ ବନବିବାଗ ଏମାନଙ୍କୁ ଗିରଫ…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ , ୨୦ ଆହତ

ଆନନ୍ଦପୁର: ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ ।  ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ଘାଟିରୁ ଓଲଟି ପଡ଼ିବା ପରେ ବସ୍‌ରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଆନନ୍ଦପୁର-କରଞ୍ଜିଆ ରାସ୍ତାର…

ବସ୍ ଉପରେ ଖସି ପଡ଼ିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସଡକ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ବସ୍‌ ଉପରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଖସିପଡିଛି । ତେବେ ବସ୍‌ ରେ ଥିବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି  । ସୂଚନା ଅନୁଯାୟୀ, ଆଜି ସକାଳେ…

ପୁଲୱାମା ସହିଦଙ୍କ ସ୍ମରଣରେ ନରେନ୍ଦ୍ରଙ୍କ ମାଗଣା ଅଟୋ ସେବା   

ଆନନ୍ଦପୁର: ଗତ ୨୦୧୯ମସିହା ଫେବୃୟାରୀ ୧୪ ତାରିଖରେ ପୁଲୱାମା ଠାରେ ପାକିସ୍ଥାନ ଆତଙ୍କବାଦୀ ଙ୍କ ଆକ୍ରମଣ ର ଶିକାର ହୋଇ ୪୦ଜଣ ଭାରତୀୟ ସୈନ୍ୟ ବିର ଗତି ହୋଇଥିଲେ । ସେହି ଅମର ଯବାନ ମାନଙ୍କ ସ୍ମୃତି ପାଇଁ ଉକ୍ତ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା…

ଧାନ ଡୋଲି ପଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଶୋଇଥିବା ବେଳେ ଧାନ ଡୋଲି ପଡ଼ି ଚାପି ହୋଇଗଲେ ଦମ୍ପତି । ଫଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱୀମା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା…

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପରଜନପୁର ପଞ୍ଚାୟତ କଲଣ୍ଡା ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଏଠାରେ ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି । ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । ମୃତକ ଜଣକ ପୂଜା ବେହେରା ବୋଲି…

ସଡକ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ

କେନ୍ଦୁଝର : କେନ୍ଦୁଝର ପଣ୍ଡାପଡା ଥାନା ସୋମଗିରି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବୋଲେରୋ  ଭାରସାମ୍ୟ ହରାଇ ରାସ୍ତାରୁ ୧୦ଫୁଟ ତଳକୁ ଖସି ପଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି  । ଆହତଙ୍କୁ ଜିଲ୍ଲା ମୁଖ୍ୟ…

ଘର ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟାଉନ୍‌ ଥାନା ଷଠିଘର ସାହି ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରକୁ ଏକ ଟ୍ରକ ପଶିଯିବା ଫଳରେ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ସୂଚନା ଅନୁଯାୟୀ,…

ଜେନେରେଟର ହେଲା କାଳ, ଶ୍ୱାସରୁଦ୍ଧ ହୋଇ ୨ ମୃତ

କେନ୍ଦୁଝର : ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ । ଘଟଣାରେ ଅନ୍ୟ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି ।  କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଏଭଳି ଅଘଟଣ ଘଟିଛି । ତେବେ ଗୁରୁତରଙ୍କ ମଧ୍ୟରୁ ଜଣକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ କେନ୍ଦୁଝର ମୁଖ୍ୟ…

ଭଉଣୀର ଟାଙ୍ଗିଆ ଚୋଟରେ ଭାଇ ଘାଇଲା

କେନ୍ଦୁଝର: ଭଉଣୀର ଟାଙ୍ଗିଆ ଚୋଟରେ ଭାଇ ଘାଇଲା । ସମ୍ପତ୍ତି ପାଇଁ ସମ୍ପର୍କକୁ ଭୁଲି ଭାଇକୁ ଟାଙ୍ଗିଆରେ ହାଣିଲା ଉଭଣୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅଧିନସ୍ଥ କାଳିଆବେଡା ଗ୍ରାମର ମୁଣ୍ଡା ସାହିରେ ଦେଖିବାକୁ ମିଳିଛି ଏପରି ଘଟଣା । ତେବେ ଗୁରୁତର ଯୁବକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ…
ବ୍ରେକିଂ