Browsing Category

କୋରାପୁଟ

କୋରାପୁଟରୁ ୨୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସେମିଲିଗୁଡା: ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏଥିପାଇଁ ଗଞ୍ଜେଇ ବେପାରୀମାନେ ବିଭିନ୍ନ ପନ୍ଥ ମଧ୍ୟ ଆପଣାଉଛନ୍ତି । କିନ୍ତୁ ସେ ସବୁ ଫେଲ ମାରୁଛି । ଯାହାଫଳରେ କୋରାପୁଟରୁ ୨୭୫ କେଜିର ଗଞ୍ଜେଇ ଜବତ କରିଛି ସେମିଲିଗୁଡା ପୋଲିସ । ଯାହାର ଆନୁମାନିକ…

କୋରାପୁଟରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଲମତାପୁଟ: କୋରାପୁଟରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ୨ଗଞ୍ଜେଇ ବେପାରୀକୁ ଜୟନ୍ତଗିରି ଅଞ୍ଚଳରୁ ଧରିବାରେ ସଫଳ ହୋଇଛି । ତେବେ ଏହାର ଆନୁମାନିକ ମୂଲ୍ୟ  ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଯୁବକମାନେ ହେଲେ ମାଛକୁଣ୍ଡର ଦେବେନ୍ଦ୍ର…

ନୀଳଗିରିରେ ଜୁଆ ଆଡ୍ଡା ଠାବ : ୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୨୦ ଅଟକ

କୋରାପୁଟ: ଜୁଆ ଆଡ୍ଡାରେ ପୋଲିସର ଅଚାନକ ଚଢାଉ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଖଟୁଲୁଗୁଡା ନିକଟ ନୀଳଗିରି ବଣରେ ଚାଲିଥିଲା ଜୁଆ ଆଡ୍ଡା ଉପରେ ଚଢାଉ କରି ମୋଟ୍  ୭ଲକ୍ଷ ୮୩ହଜାର ୪୪୦ ଟଙ୍କା ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ୨୦ ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ଆଉ କିଛି…

କୋରାପୁଟରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ବଡପଡ଼ା ନୀଳଗିରି ଜଙ୍ଗଲରୁ ୧ ହଜାର ୧୦କେଜି ୯୦୦ଗ୍ରାମ  ଗଞ୍ଜେଇ ଜବତ । ତେବେ ଏହାର ଆନୁମାନିକ ମୂଲ୍ୟ  ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଲମତାପୁଟ ଓ ସଗର MDR ରାସ୍ତା ପାର୍ଶ୍ଵରେ ଥିବା ବଡପଡ଼ା ଗାଁ ନିକଟ ନୀଳଗିରି ଜଙ୍ଗଲରୁ ମାଛକୁଣ୍ଡ ପୋଲିସ ବିପୁଳ…

କଦଳୀ ବୋଝେଈ ଟ୍ରକରୁ କୋଟିଏ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ: କଦଳୀ ବୋଝେଈ ଟ୍ରକରୁ କୋଟିଏ ଟଙ୍କାରୁ ଉଦ୍ଧ୍ୱର୍ର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ମୋହନ ପଡ଼ାରୁ ୧୨ କ୍ୱାଣ୍ଟାଲରୁ  ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ସୁନାବେଡା ପୋଲିସ । ଗିରଫମାନେ ହେଲେ ଝାଡ଼ଖଣ୍ଡ ବୋକାର ଅଞ୍ଚଳର ରମନ କୁମାର ରାଉତ ଓ…

ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରୁ ଏକ କୋଟିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ଜୟପୁର: ଗଞ୍ଜେଇ ମାଫିଆଙ୍କ ଅଭିନବ ଉପାୟ । କେତେବେଳେ ପରିବା ଗାଡି ତ ପୁଣି କେତେବେଳେ ବାଇଗଣ ବୋଝେଇ ଗାଡିରେ ଚୋରା ଚାଲାଣ କରୁଛନ୍ତି । କିନ୍ତୁ ଏଥର ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ନଜର ଆସିଛି  । ହେଲେ ଏହି ଯୋଜନା ବି ଫେଲ ମାରିଲା । ଧରି ପକାଇଲା…

ପାଟ୍ରୋଲିଂ ବେଳେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସେମିଲିଗୁଡା :  କୋରାପୁଟ ଜିଲ୍ଲା ସେମିଳିଗୁଡା ପୋଲିସ ଦ୍ବାରା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୨ଟି ଗାଡି ଜବତ କରାଯାଇଛି ।  ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।  ଗୋଟାଏ ସ୍କ୍ରୋପିଓ ଓ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ବିହାର ଅଭିମୁଖେ ଚାଲାଣ ହେଉଥିଲା । ତେବେ…

ଦାଦାବଟି ଆଦାୟକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ସେମିଲିଗୁଡା  :  ଦାଦାବଟି ନଦେବାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି  ଜଣକ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ରାମ ଖିଲ ବୋଲି ଜଣାପଡ଼ିଛି । ମୃତକ ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ସଡୁଭାଇ । ରାମ ଖିଲ କୁନ୍ଦୁଲି ଗ୍ରାମରେ ଏଲଆଇ ପଇଣ୍ଡ…

ଅଟୋରୁ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ସେମିଲିଗୁଡା : ଅଟୋରୁ ୧୯୭ କେଜି ୯୦୦ଗ୍ରାମର ଗଞ୍ଜେଇ ଜବତ । ଏହାର ଆନୁମାନିକ ମୁଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୋଲିସର ମିଳିତ ପାଟ୍ରୋଲିଂ ସମୟରେ  ଗଞ୍ଜେଇ ଭର୍ତ୍ତି ଅଟୋକୁ ଜବତ କରାଯାଇଛି । ଘଟଣାରେ ପୋଲିସ ଜଣେ ଗଞ୍ଜେଇ ମାଫିଆକୁ  ଗିରଫ…

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାମୁତା ଏବଂ ବେଣାଗା ଅଂଚଳରେ ଵ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ । ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ ସହ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସବ୍ ଇନ୍ସପେକ୍ଟର ବିଷ୍ପଜିତ ଦାଶ, ସଞ୍ଜୟ କୁମାର କାଣ୍ଡିଙ୍କ ନେତୃତ୍ୱରେ…
ବ୍ରେକିଂ