Browsing Category

ଗଜପତି

୨ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ଗଜପତି: ୨ ବାଇକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜଣଙ୍କ ଜୀବନ । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗଜପତି  ଜିଲ୍ଲା ମୋହନାର ଅଡବା ଥାନା ଅନ୍ତର୍ଗତ ଡମାଟୁଆ ଗାଁ ଛକ ନିକଟରେ ଏଭଳି ଦୁଃଖଦ ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ମୃତାହତ ନିକଟ ସମ୍ବଲପୁର ଗାଁର ବୋଲି ଜଣାପଡିଛି।…
ବ୍ରେକିଂ