Browsing Category

ଗଞ୍ଜାମ

ଗାଁ ଦାଣ୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଗାଁ ଦାଣ୍ଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହୁମ୍ମା ବଡ ସାହିର ଦଣ୍ଡପାଣି ବିଶ୍ୱାଳ ବୋଲି ଜଣାପଡିଛି । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ…

ଶ୍ରମିକଙ୍କୁ ନେଉଥିବା ଟ୍ରାକ୍ଟର ଓଲଟିଲା: ୧ ମୃତ,୧୫ରୁ ଉର୍ଦ୍ଧ୍ୱ ଆହତ  

ପାତ୍ରପୁର: ଜରଡା ଥାନା ପାତ୍ରପୁର ବ୍ଳକ ଅନ୍ତର୍ଗତ ରାଜପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା  ବେଳେ ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସମସ୍ତ ଶ୍ରମିକ…

ବାଇକ ଦୃଘଟଣାରେ ଚାଲିଗଲେ ସ୍ୱାମୀ, ଅପଳ୍ପେ ବର୍ତ୍ତିଲେ ସ୍ତ୍ରୀ  ଓ କୁନି ଝିଅ

ଚିକିଟି: ବାଇକ ଦୃଘଟଣାରେ ଆଖି ବୁଜିଲେ ସ୍ୱାମୀ ।  କେ ନୂଆଗାଁ ଥାନା ଧାନଘର ଫାଣ୍ଡି ଅଧିନସ୍ତ ଲାଷ୍ମୀପୁର ରାସ୍ତାରେ ବାଇକ ଦୃଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ,ଶ୍ରୀକାକୁଲମ ଜ଼ୀଲ୍ଲା ଅନ୍ତର୍ଗତ ମୁଳି ପଦର ଗ୍ରlମର ସୁରେନ୍ଦ୍ର ବେହେରା(55)ନିଜ…

୫ବର୍ଷିୟ ଶିଶୁର ଗଳା କାଟି ହତ୍ୟା ଉଦ୍ୟମ

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ସୋରଳ ଗାଁରେ ଜଣେ ୫ବର୍ଷ ନାବାଳିକା ଶିଶୁର ଗଳା କାଟି ହତ୍ୟା ଉଦ୍ୟମ କରାଯାଇଛି । ଶିଶୁଟିକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲର ଭର୍ତ୍ତି କରାଯାଇଛି । ଦୁଇ ଜଣ ଦୁର୍ବୃତ୍ତ ଏକ ବନ୍ଦ କୋଠରୀରେ ହତ୍ୟା ଉଦ୍ୟମ କରିଥିବା ଜଣାପଡିଛି ।…

ପୁଣି ଠାବ ହେଲା ନକଲି କୋଲ୍ଡ ଡ୍ରିଙ୍କ୍ସ କାରଖାନା

ବ୍ରହ୍ମପୁର: ପୁଣି ଠାବ ହେଲା ନକଲି କୋଲ୍ଡ ଡ୍ରିଙ୍କ୍ସ କାରଖାନା । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ଏକ ନକଲି କୋଲ୍ଡ ଡ୍ରିଙ୍କସ କାରଖାନା ଠାବ ହୋଇଛି । ସଦର ଥାନା ସୁକୁଣ୍ଡା ଗାଁରେ ଏହି କାରଖାନାକୁ ପୋଲିସ ଠାବ କରିଛି । ତେବେ, ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ…

ବାଇକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

ପାତ୍ରପୁର: ପାତ୍ରପରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜରଡା ଥାନା ଅନ୍ତର୍ଗତ ବାଣପୁର ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଓ ବୋଲେରୋ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ବ୍ରହ୍ମପୁର ସଦର ଥାନା ଲୋଚାପଡା ଗାଁର ଟୁନା…

ଘରୋଇ କଳିକୁ ନେଇ ଝିଆରୀର ତଣ୍ଟି କାଟିଦେଲା ଦାଦା

ଭଞ୍ଜନଗର: ଘରୋଇ କଳିକୁ ନେଇ ହତ୍ୟା ଉଦ୍ୟମ । ୧୨ବର୍ଷ ବୟସ ଝିଆରୀର ତଣ୍ଟି କାଟିଦେଲା ଦାଦା । ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତେବେ ଆହତ ଝିଆରୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା…

ବ୍ରିଜ୍‌ ର ଗାର୍ଡ ୱାଲ୍‌ ରେ ପିଟିହେଲା ଯାତ୍ରୀବାହୀ ବସ୍

ମୋହନା : ଗଞ୍ଜାମ ଜିଲ୍ଲା ଖେମୁଣ୍ଡିଖୋଲ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦  ରୁ ଉର୍ଦ୍ଧ୍ୱ ଯାତ୍ରୀ  ।ଅନ୍ୟପକ୍ଷରେ ଦୁର୍ଘଟଣାରେ ହେଲପର ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମହାବୀର ନାମକ ଯାତ୍ରୀବାହୀ ବସ୍‌ ଟି ୫୦…

ବ୍ରହ୍ମପୁରରେ ନକଲି ହଳଦୀ ଏବଂ ଲଙ୍କାଗୁଣ୍ଡ କାରଖାନା ଠାବ

ବ୍ରହ୍ମପୁର : ରାଜ୍ଯରେ ନକଲି ସାମଗ୍ରୀର ଉତ୍ପାଦନ ବଢିବାରେ ଲାଗିଛି । କଟକ, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ନକଲି ଖାଦ୍ୟ ପ୍ରସ୍ତୁତି ସାମଗ୍ରୀର କାରଖାନା ଠାବ ହୋଇଛି । ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ତିଆରି କାରଖାନା ଉପରେ ଚଢାଉ କରିଛି ପୋଲିସ ।…

ମଦ ଦୋକାନରେ କଳା କନା ବୁଲାଇଲେ ଚୋର

ବଡ଼ସାହି: ମଦ ଦୋକାନରୁ ଚୋରି । ଗଞ୍ଜାମ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବାଲିଯୋଡ଼ା ଛକରେ ଖୋଲା ଯାଇଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଗତକାଲି ରାତିରେ ପ୍ରାୟ ଲକ୍ଷାଧିକ ଟଙ୍କାର ମଦ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ, ଦୋକାନରୁ ବିଭିନ୍ନ ବ୍ରାଣ୍ଡର  ୨…
ବ୍ରେକିଂ