Browsing Category

ଝାରସୁଗୁଡ଼ା

ଝାରସୁଗୁଡାର ୪ ଦୋକାନ ଲୁଟ ଘଟଣାରେ ଅଭିଯୁକ୍ତ ଗିରଫ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନାରେ ଥିବା ୪ ଟି ଦୋକାନରୁ ଲୁଟ ହେବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।  ଏହି ଘଟଣାରେ ପୋଲିସ ନେପାଳ ଓରଫ ଅଭୟ ରଣାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନିକଟରୁ ପୋଲିସ ଗୋଟିଏ ପଲସର, ୧୮୦୦ ଟଙ୍କା,ଚାରୋଟି ମୋବାଇଲ,୮ ଟି ଇଅର ଫୋନ ଓ ଦୋକାନ…

ଜିଏସଟି ଠକେଇ ଅଭିଯୋଗରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଝାରସୁଗୁଡା: ଜିଏସଟି ଠକେଇରେ ବନ୍ଧା ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ । ପ୍ରାୟ ୩୨୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଝାରସୁଗୁଡା ଟାଉନ ଥାନା ସରବାହାଲ ଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛି ସମ୍ବଲପୁର ସିଟି ପୋଲିସ ଓ ଜିଏସଟି…

ଝାରସୁଗୁଡାରେ ବର୍ଜ୍ୟବସ୍ତୁ ପ୍ରକଳ୍ପ ଶୁଣାଣିକୁ ବିରୋଧ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଠାରେ ହେବାକୁ ଥିବା ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପରିଚାଳନା, ସଂରକ୍ଷଣ ଓ ନିଷ୍କାସନ ପ୍ରକଳ୍ପ ଶୁଣାଣି ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ସ୍ଥଗିତ ହୋଇଛି। ଲଖନପୁର ତହସିଲ ଅଧିନରେ ହାଇଦ୍ରାବାଦର ରାମଜି ଏନଭିରୋ ସର୍ଭିସେସ ପ୍ରାଇଭେଟ…

ଝାରସୁଗୁଡ଼ାରୁ ୫ ଶିଶୁ ଶ୍ରମିକ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ା ବେହେରାମାଲ କିଷାନ ପଡାରୁ ୫ ଶିଶୁ ଶ୍ରମିକ ଉଦ୍ଧାର । ଏକ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୫ ଜଣ ଶିଶୁଙ୍କୁ ଚାଇଲଡ଼ ଲାଇନ ଉଦ୍ଧାର କରିଛି । ସମସ୍ତ ଶିଶୁ ୧୦ ବର୍ଷରୁ ୧୩ ବର୍ଷର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ବେହେରାମାଲ କିଷାନ ପଡାର ଏକ କୋଠା…

ପଓ୍ୱନ କୁମାର ଜୁଟସୀ ଝାରସୁଗୁଡ଼ା ଏୟାରପୋର୍ଟର ନୂଆ ନିର୍ଦ୍ଦେଶକ ହେଲେ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ପଓ୍ୱନ କୁମାର ଜୁଟସୀ ଦାୟିତ୍ୱ ଗ୍ରହଣ କରିଛନ୍ତି । କିଶୋର କୁମାର ସେନାପତିଙ୍କ ସ୍ଥାନରେ ପଓ୍ୱନ କୁମାର ଜୁଟସୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କିଶୋର ସେନାପତିଙ୍କୁ ଦିଲ୍ଲୀ ମୁଖ୍ୟାଳୟକୁ ବଦଳି…

ଗ୍ୟାସ୍ ଟାଙ୍କିରେ ପାଣି ଭର୍ତ୍ତି ରାକେଟର ପର୍ଦ୍ଦାଫାସ, ୩ ଗିରଫ

ଝାରସୁଗୁଡା: ଘରୋଇ ଗ୍ୟାସ୍ ଟାଙ୍କିରେ ପାଣି ଭର୍ତ୍ତି ରାକେଟର ପର୍ଦ୍ଦାଫାସ । ୩ ଅଭିଯୁକ୍ତ ଗିରଫ । ଲୋକଙ୍କ ଘରକୁ ଡେଲିଭରି କରିବା ପୂର୍ବରୁ ଗ୍ୟାସ ଚୋରି କରି ପାଣି ଭର୍ତ୍ତି କରୁଥିଲେ । IOCL ବୋଟଲିଂ ପ୍ଲାଟଣ୍ଟରୁ ଡିଷ୍ଟ୍ରିବ୍ୟୁଟରଙ୍କ ପାଖକୁ ଯିବା ବେଳେ କାରସାଦି ହେଉଥିଲା । ପ୍ରତି…

ବନ୍ଧୁକ ସହ ଯୁବକ ଗିରଫ

ଝାରସୁଗୁଡା : ବ୍ରଜରାଜନଗର ଓପିଏମ ଛକରେ ବନ୍ଧୁକ ଧରି ବୁଲୁଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି । ନିକଟରୁ ଏକ ଦେଶି ବନ୍ଧୁକ ଜବତ କରିଛି ପୋଲିସ।ଏନେଇ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଓପିଏମ ଛକ ରେ ଅଭିଯୁକ୍ତ ଯୁବକ ବନ୍ଧୁକ ଧରି…

ଝାରସୁଗୁଡ଼ାରୁ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର

ଝାରସୁଗୁଡ଼ା: ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର । ଝାରସୁଗୁଡ଼ା ସହର ଉପକଣ୍ଠ ବେହେରାମାଲ ସ୍ଥିତ ମୁଡିମିଲ ଗଳିରୁ ଉଦ୍ଧାର କରିଛି ପୋଲିସ ।  ମୃତ ଯୁବକ ଜଣଙ୍କ ସ୍ଥାନୀୟ ପୁରୁଣା ବସ୍ତି ଅଞ୍ଚଳର ବିପିନ ସାହା ବୋଲି ଜଣାପଡିଛି । ପୋଲିସ ତାଙ୍କ ନିକଟରୁ  ୭୪ ହଜାର ଟଙ୍କା, ମନିପର୍ସ…

ଝାରସୁଗୁଡାରୁ ଦେଶି ବନ୍ଧୁକ ଧାରି ଗିରଫ

ଝାରସୁଗୁଡା : ଦେଶି ବନ୍ଧୁକ ଧରି ବୁଲୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ । ଏଥିସହ ବନ୍ଧୁକକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶ ବଳିଆ ଜିଲ୍ଲା ଅଞ୍ଚଳର ରବି ଗୁପ୍ତା ବୋଲି ଜଣା ପଡିଛି । ସେ ଝାରସୁଗୁଡା ସହର ମାଉଳିଗୁଡି ଅଞ୍ଚଳରେ ରହି ବ୍ୟବସାୟ କରୁଥିବା…

ଝାରସୁଗୁଡାର ମଙ୍ଗଳବଜାରେ ଏକ ଟିକାକରଣ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ଉଦଘାଟନ କଲେ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ମଙ୍ଗଳବଜାରର ମଦ୍‌ରାସାରେ ଥିବା ଟିକାକରଣ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଛନ୍ତି । ଲୋକଙ୍କୁ ଟିକା ପ୍ରଦାନ ପାଇଁ ଖିଦମଦ କମିଟି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଟାକାକରଣ କେନ୍ଦ୍ରର ପ୍ରଶଂସା କରିଛନ୍ତି ଶ୍ରୀ ଦାସ ।…
ବ୍ରେକିଂ
ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି