Browsing Category

ଢେଙ୍କାନାଳ

ଢେଙ୍କାନାଳରେ ବଜ୍ରପାତ ଘଟି ୮ ଗୋରୁ ମୃତ

ଭୁବନ : ବଜ୍ରପାତରେ ୮ଟି ଗୋରୁ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଭୁଷଳ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ପଠାରେ ସମସ୍ତ ଗୋରୁଙ୍କ ମୃତଦେହ ଠାବ ହୋଇଥିଲା ।  ବୁଧବାର ଦିନ ୩ଟା ବେଳେ ଗୋରୁ ଗୁଡିକ ଘରକୁ ଫେରୁଥିବା ସମୟରେ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଯାହାଫଳରେ ସେଇଠାରେ…

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପସିଲା କାର୍, ଜଣେ ମୃତ

ଢେଙ୍କାନାଳ: ଭାରସାମ୍ୟ ହରାଇ ପୋଖରୀ ଭିତରକୁ କାର୍ ପସିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ଗ୍ରାମର ତ୍ରିଲୋଚନ ସାହୁଙ୍କ ପୁଅ ଗଦାଧର ସାହୁ ।  ଗଦାଧର ହରିପୁରରୁ ଇଣ୍ଡିଗୋ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ମୁଗୁପାଳ…

୧୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ କାନପୁରା ପଞ୍ଚାୟତରାଜ ହାଇସ୍କୁଲ ୭ ଦିନ ପାଇଁ ବନ୍ଦ

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କାନପୁରା ପଞ୍ଚାୟତରାଜ ହାଇସ୍କୁଲ ୭ଦିନ ପାଇଁ ବନ୍ଦ ନିର୍ଦ୍ଦେଶ । ସ୍କୁଲର ନବମ ଓ ଦଶମ ଶ୍ରେଣୀର ଶନିବାର ୧୧ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ଏହି ବନ୍ଦ ଘୋଷଣା କରିଛି ଶିକ୍ଷା ବିଭାଗ । ସୂଚନାଯୋଗ୍ୟ ଗତ ୧ ତାରିଖ ବୁଧବାର ଦିନ…

ଢେଙ୍କାନାଳରୁ ୪ ଶିକାରୀ ଗିରଫ, ୨ ବନ୍ଧୁକ ଜବତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କପିଳାଶ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କ ଉପଦ୍ରବ ଥମୁନି । ତେବେ କପିଳାଶ ବନାଞ୍ଚଳ ବନ କର୍ମଚାରୀଙ୍କ ପକ୍ଷରୁ ଶୁକ୍ରବାର ଅଚାନକ କପିଳାଶ ଅଭୟାରଣ୍ୟରେ ଚଢ଼ାଉ କରି ଚାରିଜଣ ଶିକାରୀ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କଠାରୁ ୨ଟି ବନ୍ଧୁକ,…

ଦେହରେ ନିଆଁ ଲାଗି ଅଙ୍ଗନୱାଡି କର୍ମୀ ଗୁରୁତର

କାମାକ୍ଷାନଗର  :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ପଞ୍ଚାୟତର ଅସନାଟିଆ ସାହିରେ ଅଭାବନୀୟ ଘଟଣା ଘଟିଛି । ଦେହରେ ନିଆଁ ଲାଗି ଅସନପାଟିଆ ସାହି ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରର କର୍ମୀ ଗୁରୁତର ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ …

୩ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ତୁମୁସିଙ୍ଗା ଗାଁରୁ ବନ ବିଭାଗ ୧୮୦ ସିଫଟ ଶାଗୁଆନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ତେବେ ଏଥିରେ କାହାକୁ ଗିରଫ କରିନାହିଁ ବନବିଭାଗ । ଖବର ପାଇ ଢେଙ୍କାନାଳ ମୋବାଇଲ…

୩ ଘଣ୍ଟାର ପରିଶ୍ରମ ପରେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାରରୁ ମହିଳା ଉଦ୍ଧାର

ଢେଙ୍କାନାଳ: ୩ ଘଣ୍ଟାର ପରିଶ୍ରମ ପରେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାରରୁ ଉଦ୍ଧାର ହେଲେ ମହିଳା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଗାଁରେ ଘଟିଛି ଏହି ଘଟଣା। ମହିଳା ଜଣକ କଙ୍କଡାହାଡ ଥାନା କଣ୍ଟାପାଳ ଗାଁର ବୋଲି ଜଣାପଡିଛି। ସୂଚନାମୁତାବକ ଆଜି ସକାଳେ ଗାଁ…

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର, ତାଲିମ ନେବେ ୧୧୧୪ ଡାକ୍ତର

ଭବନେଶ୍ଵର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ…

୫ ଫୁଟର ନାଗ ସାପ ଉଦ୍ଧାର

ଢେଙ୍କାନାଳ: ପ୍ରଫେସନାଲ ସାପ ଧରାଳି ହୋଇ ନଥିଲେ ମଧ୍ୟ ୫ ଫୁଟ୍ ଲମ୍ବର ଏକ ନାଗ ସାପ ଉଦ୍ଧାର କଲେ ଯୁବକ। ଢେଙ୍କାନାଳ ଜିଲ୍ଲା ବୁଢିବିଲି ଅଞ୍ଚଳର ବାବାଜୀ ନାମକ ଜଣେ ଯୁବକ ବିନା ଗ୍ଲୋବ୍ସରେ , ହାତରେ ବିଷଧର ନାଗସାପକୁ ଧରି ନିକଟସ୍ଥ ପଡିଆରେ ଛାଡି ଦେଇଥିବା ଜଣାପଡିଛି ।  ସୂଚନାନସାରେ…

ପ୍ରେମ ବିବାହକୁ ନେଇ ଘରେ ପଶି ଆକ୍ରମଣ, ପରିବାରର ୫ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗାଁରେ ଘରେ ପଶି ଆକ୍ରମଣ ଅଭିଯୋଗ। ଆକ୍ରମଣରେ ପରିବାରର ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରେମ ବିବାହକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଝିଅ ଘର ଲୋକ ରାତି…
ବ୍ରେକିଂ