Browsing Category

ଦେବଗଡ଼

ବିଜ୍ଞାନ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଥାନାରେ ଏତଲା

ଦେବଗଡ: ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ । ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିବା ଜଣାପଡିଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ କୁଣ୍ଡେଇଗୋଳା ଗ୍ରାମରେ ନିଜ…

ହନୁମାନ ପଇସାକୁ କେନ୍ଦ୍ର କରି ହତ୍ୟା, ୩ ଗିରଫ

ଦେବଗଡ଼: ହନୁମାନ ପଇସା ରଖିବା ହେଲା କାଳ । ତେବେ ଏହାକୁ ହାସଲ କରିବା ଲୋଭରେ ଜଣେ ବନ୍ଧୁଙ୍କୁ ଅନ୍ୟ ବନ୍ଧୁମାନେ ମିଶି ହତ୍ୟା କରିଥିବା ଘଟଣାର ପର୍ଦ୍ଦାଫାସ । ଏଭଳି ଅଭାବନୀୟ ଘଟଣା ଦେବଗଡ଼ ଥାନା ଅନ୍ତର୍ଗତ ରାଇତାଲ ଗାଁରେ ଘଟିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି…

ବାପା-ମା’ ହରାଇଥିବା ୧୦୩ ଶିଶୁଙ୍କୁ ଆଶୀର୍ବାଦ 

ଦେବଗଡ଼:  ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା ଓ ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ଘୋଷିତ ଆଶୀର୍ବାଦ ଯୋଜନାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା…

ଘୋଡା ଗାଡିରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରତ୍ନ ସିଂହାସନକୁ ବିଜେ ହେଲେ ତିନିଠାକୁର

ଦେବଗଡ଼:  ଦେବଗଡ ସ୍ଥିତ ଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରତ୍ନ ସିଂହାସନକୁ ବିଜେ କରିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ତିନି ଠାକୁରଙ୍କୁ ରଥରେ ଗୁଣ୍ଡିଚା ମନ୍ଦିରକୁ ନିଆ ନଯାଇ ଘୋଡା ଗାଡିରେ ମନ୍ଦିରକୁ ନିଅଯାଇଥିଲା । ପୂର୍ବତନ ବାମଣ୍ଡା…

ଟିକିରା ନଦୀକୁ ଗାଧୋଇବାକୁ ଯାଇ ଚାଷୀ ବୁଡିଗଲେ

ଦେବଗଡ଼: ନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ଚାଷୀ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ପରା ପଞ୍ଚାୟତ ଅନ୍ତର୍ଗତ ରୋଟାନାଳି ଗ୍ରାମରେ ଏଭିଳି ଅଘଟଣ ଘଟିଛି । ମୃତକ ଜଣକ ହେଲେ ରୋଟାନାଳି ଗ୍ରାମର ପ୍ରତାପ କୁମାର ପ୍ରଧାନ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ପ୍ରତାପ ଗୁରୁବାର ସକାଳୁ ହଳ ଲଙ୍ଗଳ…

ଦେବଗଡ଼ରୁ ବାଘଛାଲ ଜବତ, ୪ ଗିରଫ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜରୁ ବାଘ ଛାଲ ଜବତ ।  ଏଥିରେ ସଂପୃକ୍ତି ଥିବା ୪ ଜଣଙ୍କୁ ଗିରଫ କରାଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଫାସିମାଲ ନିକଟସ୍ଥ ଟୁଲୁପ ଗ୍ରାମର ମନୋହର ମାଝି, ଗୁରୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଳ, ନାକଟିଦେଉଳ…

ଜଙ୍ଗଲରୁ ଜଣେ ଚାରି ମାସର ଶିଶୁ ପୁତ୍ର ଉଦ୍ଧାର

ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଥାନା କାଦୋପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମସିନ୍ତା ଗ୍ରାମ ନିକଟରୁ ଜଣେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁଟିର ବୟସ ଚାରି ମାସ ହେବ ବୋଲି କୁହାଯାଉଛି । ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ କିଛି ଯୁବକ କାଦୋପଡା ଆସୁଥିବା ସମୟରେ ଭାଲିଆବୁରୀ…

ବେଆଇନ ଜନ୍ତୁ ଶିକାର ଅଭିଯୋଗରେ ୬ ଶିକାରୀ ଗିରଫ; ବୋମା, ବନ୍ଧୁକ ସମେତ ବହୁ ମାରଣାସ୍ତ୍ର ଜବତ

ଦେବଗଡ: ବେଆଇନ ଜନ୍ତୁ ଶିକାର ଅଭିଯୋଗରେ ୬ ଶିକାରୀ ଗିରଫ । ଏଥିସହ ସେମାନଙ୍କଠାରୁ ୧୪ ଗୋଟି ବୋମା, ଗୋଟିଏ ବନ୍ଧୁକ ସମେତ ବିପୁଳ ମାରଣାସ୍ତ୍ର ଜବତ କରାଯାଇଛି । ଦେବଗଡ ବନଖଣ୍ଡ ରିଆମାଲ ଏବଂ ବାଟକୋଟ ବନାଞ୍ଚଳର ୨ଟି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବନବିଭାଗ ।…

ମହିଳାଙ୍କୁ ଅସଦାଚରଣ କରି ୩ ଗିରଫ

ଦେବଗଡ: ମହିଳାଙ୍କୁ ଅସଦାଚରଣ ଓଦମ୍ପତିଙ୍କୁ ହତ୍ୟା ଧମକ । ୩ ଯୁବକ ଗିରଫ ହୋଇଥିବା ଜଣାପଡିଛି । ଦେବଗଡ଼ ଥାନା ଅନ୍ତର୍ଗତ ଗଇଲୋ  ଗ୍ରାମରେ ଘରେ ଏକୁଟିଆ ଥିବା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ କରିବାସହ ଦମ୍ପତିଙ୍କୁ ହତ୍ୟା ଧମକ ଦେଇଥିଲେ । ଏନେଇ ସୀତା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ…

ଦୁଇଶହ ବସ୍ତା କେନ୍ଦୁପତ୍ର ଜବତ, ୨ଗିରଫ

ଦେବଗଡ: ଦୁଇଶହ ବସ୍ତା କେନ୍ଦୁପତ୍ର ଜବତ । ପିକଅପ୍ ଭ୍ୟାନ୍ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି ବନବିଭାଗ । ସମ୍ବଲପୁର ଜମନକିରାରୁ  ପଶ୍ଚିମବଙ୍ଗକୁ  କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ କୁରଡ ନିକଟରେ ଜବତ କରିବାରେ ସଫଳ ହୋଇଛି । ସେହିପରି…
ବ୍ରେକିଂ