Browsing Category

ନବରଙ୍ଗପୁର

ଗଞ୍ଜେଇ ଚୋରା ଚାଲାଣ: ଯବାନଙ୍କ ସହ  ୩ ସହଯୋଗୀ ଗିରଫ୍

ଉମରକୋଟ: ବନ୍ଧା ହେଲେ ହେଲେ ଯବାନ । ନବରଙ୍ଗପୁର ଜିଲ୍ଲା  ଉମରକୋଟରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ଯବାନଙ୍କୁ ଗିରଫ୍ କରାଯାଇଛି । ଯବାନଙ୍କ ସହ ତାଙ୍କ ଆଉ ୩ ସହଯୋଗୀଙ୍କୁ ମଧ୍ୟ ଗିରଫ ହୋଇଛନ୍ତି । ଯବାନ ଜଣଙ୍କ ଆସାମ ରାଇଫଲ୍ସର ହୋଇଥିବା ସୂଚନା ମିଳିଛି । ଉମରକୋଟ୍ ପୋଲିସ…

ପୋଖରୀରେ ବୁଡି ୧୧ ବର୍ଷ ନାବାଳିକାର ମୃତ୍ୟୁ 

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ନାକଟିସିମଡା ପଞ୍ଚାୟତର ଶୋଭାପାରା ନିକଟ କଉଡିପାରା ଗ୍ରାମରେ ପୋଖରୀରେ ଆଜି ଜଣେ ନାବାଳିକାର ବୁଡି ମୃତ୍ୟୁ ଘଟିଛି । ମିଳିଥିବା ଖବର ଅନୁଯାୟୀ, କଉଡିପାରା ଗ୍ରାମର ଶାନ୍ତି  ଗଣ୍ଡଙ୍କ ଝିଅ ରାଧିକା ଗଣ୍ଡ ଗ୍ରାମର ପୋଖରୀ ରେ ଗାଧେଇବାକୁ…

ନବରଙ୍ଗପୁର ଉପ କାରାଗାରରେ ବିଚାରାଧୀନ କଏଦୀ ମୃତ

ନବରଙ୍ଗପୁର : ନବରଙ୍ଗପୁର ଉପ କାରାଗାରରେ ଜଣେ ବିଚାରାଧୀନ  କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ କୋଡିଙ୍ଗା ଥାନା ଦଶାପାଇଗୁଡ଼ା ଗାଁର ରାମଧର ଭତରା ବୋଲି ଜଣାପଡିଛି । କଏଦୀଙ୍କୁ ଗତକାଲି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ…

କାର ଡିକିରୁ ଗଞ୍ଜେଇ ଜବତ, ଜଣକୁ ବାନ୍ଧିଲା ପୋଲିସ

ନବରଙ୍ଗପୁର: କାରରେ ଭର୍ତ୍ତିକରି ନିଆଯାଉଥିଲା ଗଞ୍ଜେଇ । କାର ସହ ଗଞ୍ଜେଇକୁ ଜବତ୍ କଲା ପୋଲିସ ।  ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ନିକଟରେ ପୋଲସ କାର୍ ସହ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,  …

ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର : ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପାତ୍ରଗୁଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।  ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।…

ବ୍ୟବସାୟୀଙ୍କଠୁ ୧୧ ଲକ୍ଷ ଟଙ୍କାର ସୁନା ଗହଣା ଲୁଟନେଲେ ୪ ଦୁର୍ବୃତ୍ତ

ନବରଙ୍ଗପୁର: ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଭାରସୁଣ୍ଡି ଗାଁରୁ ଲୁଟ ୪ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଛୁରା ମାଡ କରି ୧୧ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅନୁଯାୟୀ, ଗୁରୁବାର ରାତିରେ ରାଇଘର ଥାନା…

ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର : ଭିଜିଲାନ୍ସ ପଞ୍ଝାରେ ଜିଆରଏସ୍ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ସିଙ୍ଗିଶାରୀ ଜିଆରଏସ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଏକାକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ବର୍ତ୍ତମାନ…

ପୋଖରୀରେ ବୁଡି ଚାଲିଗଲା ଜୀବନ

ନବରଙ୍ଗପୁର: ପୋଖରୀକୁ ଗାଧେଇବାକୁ ଯାଇଥିଲେ, ବୁଡିଯାଇ ପ୍ରାଣ ହରାଇଲେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଲୁକାଗୁଡା ଗାଁରେ ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ନାଁ ବସନ୍ତ ହରିଜନ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ, ଆଜି ବସନ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେ ଗାଧୋଉ…

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୪ଲକ୍ଷ ଲୁଟିନେଲ ଦୁର୍ବୃତ୍ତ

ନବରଙ୍ଗପୁର: ଖଣ୍ଡାରେ ଆକ୍ରମଣ କରି ଲୁଟିଲେ ଦୁର୍ବୃତ୍ତ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଘାଟିରେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରି ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜେନ୍ଦ୍ର ଯାଦବ ନାମକ ଜଣେ ବ୍ୟବସାୟୀ…

ନବରଙ୍ଗପୁରରେ ପୋଲ ଭୁସୁଡିବା ଘଟଣା: ଗିରଫ ହେଲେ ସହକାରୀ ଯନ୍ତ୍ରୀ

ନବରଙ୍ଗପୁର: ପୋଲ ଭୁସୁଡିବା ଘଟଣାରେ ଗିରଫ ହେଲେ ସହକାରୀ ଯନ୍ତ୍ରୀ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୋଲ ଭୁସୁଡିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଉମରକୋଟ ପୋଲିସ ଗିରଫ କରିଛି । ଏନେଇ ଏସଡିପିଓ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ପୋଲ…
ବ୍ରେକିଂ