Browsing Category

ନୟାଗଡ଼

ଓଲଟିଲା ମାଛ ବୋଝେଇ ମିନି ଟ୍ରକ୍

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ଏକ ମାଛ ବୋଝେଇ ମିନି ଟ୍ରକ୍‌ ଓଲଟିପଡିଛି । ଟ୍ରକ୍‌ ଟି ଏକ କାର୍‌କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ କିଛି ସମୟ ପାଇଁ ରାସ୍ତା ମାଛମୟ ହୋଇଯାଇଥିଲା। ସେପଟେ ଦୁର୍ଘଟଣାରେ ମିନି ଟ୍ରକ୍‌ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ…

ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ୍ , ଜଣେ ମୃତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସୁନାମୁହିଁ ନିକଟରେ ଏକ ଇଟା ବୋଝେଇ ମିନି ଟ୍ରକ୍ ଭାରସାମ୍ୟ ହରାଇ ଓଲଟିପଡିଛି । ଘଟଣାରେ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଖଣ୍ଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଟ୍ରକଟି ଶିଖରପୁର…

ପେଟ୍ରୋଲ ପମ୍ପରେ ବୋମାମାଡ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ନୟାଗଡ: ପେଟ୍ରୋଲ ପମ୍ପରେ ବୋମାମାଡ ।  ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ସିଙ୍ଗାପଡା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି ।  ତେଲ ପକାଇବାକୁ ନେଇ ବଚସାରୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ତେବେ, ପେଟ୍ରୋଲ ପମ୍ପରେ ବୋମା ଫିଙ୍ଗି ଘଟଣାସ୍ଥଳରେ…

ନୟାଗଡରେ ବିଷାକ୍ତ ଶାଗ ଖାଇ ଶିଶୁ ମୃତ: ୩ ଗୁରୁତର

ନୟାଗଡ: ବିଷାକ୍ତ ଶାଗ ଖାଇ ଶିଶୁ ମୃତ । ନୟାଗଡ ଜିଲ୍ଲା ଶରଣକୂଳ ଥାନା ବରସାହି ଗାଁରେ ବିଶାକ୍ତ ଶାଗ ଖାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବେ ବେଳେ ପରିବାରର ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ମୃତ ଶିଶୁ ଜଣଙ୍କ ହେଲେ ୩ ବର୍ଷୀୟ ଟ୍ୟୁଙ୍କିଲ୍ ମୁଦୁଲି । ସୂଚନା ଅନୁଯାୟା, ରବିବାର ରାଜେଶଙ୍କ ମାଆ…

ଯଥେଷ୍ଟ ପ୍ରମାଣ ସହ ହତ୍ୟାକାରୀକୁ ଗିରଫ କରିଛୁ: ଅରୁଣ ବୋଥ୍ରା

ଭୁବନେଶ୍ୱର : ପରୀ ହତ୍ୟା ଘଟଣାରେ ଦତନ୍ତକାରୀ ଦଳ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା ଅରୁଣ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ଗତ ୧୦ ଦିନ ହେବ ଲଗାତାର ପଚରା ଉଚରା…

ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ

ନୟାଗଡ : ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି । ଆସନ୍ତାକାଲି ଅଭିଯୁକ୍ତକୁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହାଜର କରାଯିବ । ତେବେ ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ପରୀ…

ଲିଭିନି ପରୀ ନିଆଁ, ନିଖୋଜ ହେଲା ଆଉ ଏକ ନାବାଳିକା

ନୟାଗଡ : ନୟାଗଡର ପରୀ ହତ୍ୟାକାଣ୍ଡକୁ ନେଇ ଏଯାଏଁ ଲୋକଙ୍କୁ ମନରୁ ଆକ୍ରୋଶର ନିଆଁ ଲିଭିନାହିଁ । ଇତିମଧ୍ୟରେ ନୟାଗଡରୁ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନୟାଗଡରୁ ଆଉ ଏକ ଶିଶୁ କନ୍ୟା ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଜଣେ ୩ ବର୍ଷର…

ପରୀ ମାଆଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ବିତ ହେଲେ ଆଇଆଇସି, ବଦଳିଲେ ଏସଡିପିଓ

ନୟାଗଡ଼: ପରୀ ହତ୍ୟା ମାମଲାରେ ସସପେଣ୍ଡ ହେଲେ ନୟାଗଡ ସଦର ଥାନା ଆଇଆଇସି । ସଦର ଥାନା ଆଇଆଇସି ରୀତାରାଶୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଏ ନେଇ ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପରୀ…

ଜଳିଗଲା ଚଳନ୍ତା ସ୍କୁଟି

ନୟାଗଡ : ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ସ୍କୁଟି । ନୟାଗଡ ଜିଲ୍ଲା ଗଣିଆ-ଦଶପଲ୍ଲା ରାସ୍ତାରେ ଏଭଳି ଘଟଣା ଘଟିଛି । ତେବେ ସ୍କୁଟି ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର ସକାଳ ୧୦ଟା ବେଳେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ଭୁବନେଶ୍ୱର…
ବ୍ରେକିଂ